ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ଦ୍ଵାରା ଦିଆଯାଉଥିବା ପୁରସ୍କାର
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୫୭ ମସିହାରୁ ଓଡ଼ିଶା ସାହିତ୍ୟ ଏକାଡେମୀଦ୍ୱାରା ଓଡ଼ିଆ ଭାଷା ଏବଂ ସାହିତ୍ୟର ଉନ୍ନତି ଏବଂ ପ୍ରଚାର ପାଇଁ ପ୍ରଦାନ କରାଯାଇଆସୁଛି ।[୧]
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର | |
---|---|
କାହା ନିମନ୍ତେ ପୁରସ୍କାର | ଭାରତରେ ହେଉଥିବା ସାହିତ୍ୟିକ ପୁରସ୍କାର |
ମୁଖ୍ୟ ୱେବସାଇଟ | www |
ଲକ୍ଷ୍ୟସମ୍ପାଦନ କରନ୍ତୁ
- ଲେଖକ ଓ ସାହିତ୍ୟିକଙ୍କ ମଧ୍ୟରେ ସହଯୋଗ ଓ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ସୃଷ୍ଟି କରିବା ପାଇଁ ।
- ସାହିତ୍ୟିକ ଏବଂ ସାଂସ୍କୃତିକ ସଙ୍ଗଠନଗୁଡ଼ିକ ମଧ୍ୟରେ ସମନ୍ବୟର ପ୍ରଚାର ଏବଂ ଉନ୍ନତି କରିବା ।
- ଅନ୍ତରାଜ୍ୟ ବିଚାର, ଉପାୟ ଏବଂ ଚିନ୍ତାଧାରା ସାହିତ୍ୟକାର ଏବଂ ଲେଖକମାନଙ୍କ ମଧ୍ୟରେ ବୃଦ୍ଧି କରିବା ।
- ଉଚ୍ଚମାନର ଓଡ଼ିଆ ଲେଖା ଏବଂ ପୁସ୍ତକଗୁଡ଼ିକୁ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବାକୁ ପ୍ରୋତ୍ସାହନ ଦେବା ।
- ଲୋକକଥାଗୁଡ଼ିକୁ ସଂଗ୍ରହ ଏବଂ ପ୍ରକାଶ କରିବାକୁ ପ୍ରକଳ୍ପ କରିବା ।
- ଓଡ଼ିଆ ଭାଷାର ବିଭିନ୍ନ ଦିଗ ଉପରେ ଆଲୋଚନା, ବକ୍ତବ୍ୟ, କାର୍ଯ୍ୟଶାଳା ଇତ୍ୟାଦିର ଆୟୋଜନ କରିବା ।
- ଓଡ଼ିଆ ଳେଖକମାନଙ୍କୁ ପୁରସ୍କୃତ କରିବା ।
- ପ୍ରଖ୍ୟାତ ଓଡ଼ିଆ ଲେଖକ ଏବଂ ସାହିତ୍ୟକାରମାନଙ୍କୁ ସମ୍ମାନ ପ୍ରଦାନ କରିବା ।
- ପ୍ରତିଷ୍ଠିତ ଲେଖକମାନଙ୍କ ସ୍ମୃତିରେ ବକ୍ତୃତାର ଆୟୋଜନ କରିବା ।
ପୁରସ୍କାରସମ୍ପାଦନ କରନ୍ତୁ
ପୁରସ୍କୃତ ବ୍ୟକ୍ତିମାନଙ୍କର ତାଲିକା:[୨]
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧ | ଦିଲ୍ଲୀପ | ଉପେନ୍ଦ୍ର ମହାନ୍ତି | କାବ୍ୟ-କବିତା |
୨ | ସ୍ୱର୍ଣ୍ଣ ଯୁଗର ସନ୍ଧ୍ୟା | ଜ୍ଞାନୀନ୍ଦ୍ର ବର୍ମା | ନାଟକ-ଏକାଙ୍କିକା |
୩ | ଅଗ୍ନି ପରୀକ୍ଷା | ଭଞ୍ଜକିଶୋର ପଟ୍ଟନାୟକ | ନାଟକ-ଏକାଙ୍କିକା |
୪ | ବ୍ୟାସ କବି ଫକୀର ମୋହନ | ନଟବର ସାମନ୍ତରାୟ | ସମାଲୋଚନା |
୫ | ବେଦଗୁଡ଼ିକ ମନୁଷ୍ୟକୃତ କି? | ପ୍ରିୟବ୍ରତ ଦାସ | ସମାଲୋଚନା |
୬ | ଗୋଦାନ | ଗୋଲକ ବିହାରୀ ଧଳ | ଅନୁବାଦ |
୭ | ଏଜ୍ରା ପାଉଣ୍ଡ କବିତା | ଜ୍ଞାନୀନ୍ଦ୍ର ବର୍ମା | ଅନୁବାଦ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୮ | ସବୁଜ ପତ୍ର ଓ ଧୂସର ଗୋଲାପ | ସୁରେନ୍ଦ୍ର ମହାନ୍ତି | ଖୁଦ୍ରଗଳ୍ପ |
୯ | ଚୋରା ଚୈତାଳୀ | ରାଜେଶ୍ୱରୀ ଦଳବେହେରା | ଖୁଦ୍ରଗଳ୍ପ |
୧୦ | କଣ୍ଟା ଓ ଫୁଲ | ଗୋଦାବରୀଶ ମହାପାତ୍ର | କାବ୍ୟ-କବିତା |
୧୧ | ସଞ୍ଚୟନ | ବିଦ୍ୟୁତପ୍ରଭା ଦେବୀ | କାବ୍ୟ-କବିତା |
୧୨ | ଆଦି ଶଙ୍କରାଚାର୍ଯ୍ୟ | ଦୁର୍ଗାଚରଣ ମହାନ୍ତି | ଜୀବନୀ ଏବଂ ଭ୍ରମଣ ସାହିତ୍ୟ |
୧୩ | ଜାତୀୟ ଜୀବନର ଆତ୍ମବିକାଶ | ଗୋବିନ୍ଦ ଚନ୍ଦ୍ର ମହାନ୍ତି | ଜୀବନୀ ଏବଂ ଭ୍ରମଣ ସାହିତ୍ୟ |
୧୪ | ଓଡ଼ିଶୀ ଚିତ୍ର | ବିନୋଦ ରାଉତରାୟ | ବିଜ୍ଞାନ ସାହିତ୍ୟ |
୧୫ | ପୁଷ୍ପ ଚାଷ | ବିଶ୍ୱନାଥ ସାହୁ | ବିଜ୍ଞାନ ସାହିତ୍ୟ |
୧୬ | କଳିଙ୍ଗ କାହାଣୀ | କନକ ମଞ୍ଜରୀ ମହାପାତ୍ର | ଶିଶୁ ସାହିତ୍ୟ |
୧୭ | ପିଲାଙ୍କ କଥା ଲହରୀ | ଚନ୍ଦ୍ରଶେଖର ମହାପାତ୍ର | ଶିଶୁ ସାହିତ୍ୟ |
୧୮ | ୟୁରୋପରେ ମୋ ଅନୁଭୂତି | ଶ୍ରୀରାମଚନ୍ଦ୍ର ଦାଶ | ଭ୍ରମଣ କଥା |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧୯ | ଆରଣ୍ୟକ | ମନୋଜ ଦାସ | ଉପନ୍ୟାସ ଏବଂ ଖୁଦ୍ରଗଳ୍ପ |
୨୦ | ଉଠ କଙ୍କାଳ | ଗୋଦାବରୀଶ ମହାପାତ୍ର | କାବ୍ୟ-କବିତା |
୨୧ | ପଶ୍ଚିମ ଦିଗନ୍ତ | ଶ୍ରୀହର୍ଷ ମିଶ୍ର | ଭ୍ରମଣ କଥା |
୨୨ | ଏ ଯୁଗର ଶ୍ରେଷ୍ଠ ଆବିଷ୍କାର | ଗୋକୁଳାନନ୍ଦ ମହାପାତ୍ର | ବିଜ୍ଞାନ ସାହିତ୍ୟ |
୨୩ | ଜୀବନ ବିଦ୍ୟାଳୟ | ଚିତ୍ତରଞ୍ଜନ ଦାସ | ପ୍ରବନ୍ଧ |
୨୪ | ଯୁଗପ୍ରବନ୍ଧକ ଶ୍ରେଷ୍ଠ ରାଧାନାଥ | ନଟବର ସାମନ୍ତରାୟ | ସମାଲୋଚନା |
୨୫ | କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ | ଅନନ୍ତ ପଦ୍ମନାଭ ପଟ୍ଟନାୟକ | ସମାଲୋଚନା |
୨୬ | ଚରମ ପତ୍ର | ରବୀନ୍ଦ୍ର ନାଥ ସିଂହ | କାବ୍ୟ-କବିତା |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୨୭ | ନର କିନ୍ନର | ଶାନ୍ତନୁ କୁମାର ଆଚାର୍ଯ୍ୟ | ଉପନ୍ୟାସ |
୨୮ | ଆଦି ମାନବର ଇତିବୃତ୍ତ | କମଳଲୋଚନ ବରାଳ | ଖୁଦ୍ରଗଳ୍ପ |
୨୯ | ସତ୍ୟଭାମା | ଗୋଲକ ଚନ୍ଦ୍ର ପ୍ରଧାନ | କାବ୍ୟ-କବିତା |
୩୦ | ଛୋଟ ନାଟକ | ମନୋରଞ୍ଜନ ଦାସ | ନାଟକ-ଏକାଙ୍କିକା |
୩୧ | ଓଡ଼ିଆ ସାହିତ୍ୟର ଇତିହାସ | ସୂର୍ଯ୍ୟ ନାରାୟଣ ଦାଶ | ପ୍ରବନ୍ଧ-ସମାଲୋଚନା |
୩୨ | ବେଲୁନ ଗଲା ଉଡ଼ି | ମହେଶ୍ୱର ମହାନ୍ତି | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୩୩ | ଆଣ୍ଟି-ରୋମାଣ୍ଟିକ | ବସନ୍ତ କୁମାର ଶତପଥୀ | ଖୁଦ୍ରଗଳ୍ପ |
୩୪ | ପିଙ୍ଗଲର ସୂର୍ଯ୍ୟ | ବେଣୁଧର ରାଉତ | କାବ୍ୟ-କବିତା |
୩୫ | ମୋର ପୂର୍ବ ସ୍ମୃତି କଥା | ଭରତ ଚନ୍ଦ୍ର ନାୟକ | ଜୀବନୀ-ଭ୍ରମଣ କଥା |
୩୬ | ଭାରତୀୟ ସଙ୍ଗୀତ | ନୀଳମାଧବ ପାଣିଗ୍ରାହୀ | ବିଜ୍ଞାନ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୩୭ | କସ୍ତୁରୀ ମୃଗ ଓ ସବୁଜ ଅରଣ୍ୟ | ବୀଣାପାଣି ମହାନ୍ତି | ଖୁଦ୍ରଗଳ୍ପ |
୩୮ | ଅଷ୍ଟପାଦି | ସୀତାକାନ୍ତ ମହାପାତ୍ର | କାବ୍ୟ-କବିତା |
୩୯ | ଆମେରିକାରୁ ୟୁରୋପ, ଆଫ୍ରିକା | କୁଞ୍ଜବିହାରୀ ଦାଶ | ଭ୍ରମଣ କଥା |
୪୦ | ଆଲୁଅର କୁହୁକ ଓ ଶବ୍ଦର ଲୁଚକାଳି | ଜଗନ୍ନାଥ ମହାନ୍ତି | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୪୧ | ମଣିହାର | କିଶୋରୀ ଚରଣ ଦାସ | ଖୁଦ୍ରଗଳ୍ପ |
୪୨ | ତିନୋଟି ଅପେରା ଏକତ୍ର | ଗୋପାଳ ଛୋଟରାୟ | ନାଟକ-ଏକାଙ୍କିକା |
୪୩ | ଏଣୁଶ୍ଚ ତେଣୁଶ୍ଚ | ବାମାଚରଣ ମିତ୍ର | ପ୍ରବନ୍ଧ |
୪୪ | କୁନ୍ତଳା କୁମାରୀ ଜୀବନ ଚରିତ | ଚକ୍ରଧର ମହାପାତ୍ର | ଜୀବନୀ-ଭ୍ରମଣ କଥା |
୪୫ | ଓଡ଼ିଆ ଭାଷା ତତ୍ୱର ଭୂମିକା | ବଂଶୀଧର ମହାନ୍ତି | ସମାଲୋଚନା |
୪୬ | ନିଷିଦ୍ଧ ପୁସ୍ତକ | ଚୌଧୁରୀ ହେମକାନ୍ତ ମିଶ୍ର | ଖୁଦ୍ରଗଳ୍ପ |
୪୭ | ତୃତୀୟ ଚକ୍ଷୁ | ଚିନ୍ତାମଣି ବେହେରା | କାବ୍ୟ-କବିତା |
୪୮ | ଅଥର୍ବ ଅନ୍ଧାର | ଯଦୁନାଥ ଦାସ ମହାପାତ୍ର | ନାଟକ-ଏକାଙ୍କିକା |
୪୯ | କାବ୍ୟ ସମ୍ବାଦ | ଦାଶରଥି ଦାସ | ସମାଲୋଚନା |
୫୦ | ମୋ କୁନି କୁନି କବିତା | ବଟକୃଷ୍ଣ ଓଝା | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୫୧ | ଏ ସୂର୍ଯ୍ୟ ଉପନିବେଶ | ଚନ୍ଦ୍ରଶେଖର ରଥ | ଉପନ୍ୟାସ |
୫୨ | ସାମାନ୍ୟ କଥନ | ସୌରୀନ୍ଦ୍ର ବାରିକ | କାବ୍ୟ-କବିତା |
୫୩ | ରାତିର ଦୁଇଟି ଡେଣା | ହରିହର ମିଶ୍ର | ନାଟକ-ଏକାଙ୍କିକା |
୫୪ | କଳଙ୍କିତ ସୂର୍ଯ୍ୟ | ରତ୍ନାକର ଚଇନି | ନାଟକ-ଏକାଙ୍କିକା |
୫୫ | ଶୁଣ ପରୀକ୍ଷା | ଭୁବନେଶ୍ୱର ବେହେରା | ପ୍ରବନ୍ଧ-ସମାଲୋଚନା |
୫୬ | ଝୁମୁକା | ରାମକୃଷ୍ଣ ନନ୍ଦ | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୫୭ | ଆକାଶ ପାତାଳ | ମହାପାତ୍ର ନୀଳମଣି ସାହୁ | ଖୁଦ୍ରଗଳ୍ପ |
୫୮ | ବୃତ୍ତ | ଦୀପକ ମିଶ୍ର | କାବ୍ୟ-କବିତା |
୫୯ | ଯାଦୁକର | ବିଜୟ ମିଶ୍ର | ନାଟକ-ଏକାଙ୍କିକା |
୬୦ | ଅଶ୍ରୁତ ସ୍ୱର | ଚନ୍ଦ୍ରଶେଖର ରଥ | ପ୍ରବନ୍ଧ-ସମାଲୋଚନା |
୬୧ | ହର ଭାଇଙ୍କ ଘର ବାହୁଡ଼ା | ଉଦୟନାଥ ଷଡ଼ଙ୍ଗୀ | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୬୨ | ନିଜ ସିଂହାସନ | ପ୍ରଫୁଲ୍ଲ କୁମାର ତ୍ରିପାଠୀ | ଖୁଦ୍ରଗଳ୍ପ |
୬୩ | ଅନ୍ଧ ମହୁମାଛି | ସୌଭାଗ୍ୟ କୁମାର ମିଶ୍ର | କାବ୍ୟ-କବିତା |
୬୪ | ବିସରଣ ପୃଥିବୀ | ରବୀନ୍ଦ୍ରନାଥ ଦାସ | ନାଟକ-ଏକାଙ୍କିକା |
୬୫ | ଓଡ଼ିଆ ପ୍ରବନ୍ଧ ସାହିତ୍ୟର ଇତିହାସ | ଅସିତ କବି | ପ୍ରବନ୍ଧ-ସମାଲୋଚନା |
୬୬ | ମୋ ସମୟର ଓଡ଼ିଶା | କୃଷ୍ଣଚନ୍ଦ୍ର ପାଣିଗ୍ରାହୀ | ଜୀବନୀ-ଭ୍ରମଣ କଥା |
୬୭ | ନୀଲୀ ସୁରୁଜ ବୁଣେ ମୁରୁଜ | ପ୍ରମିଳା ନାୟକ | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୬୮ | ମୋ ସ୍ୱପ୍ନର ସହର | ଲକ୍ଷ୍ମୀଧର ନାୟକ | ଉପନ୍ୟାସ |
୬୯ | ଶ୍ରୋତର ନାମ ୠତ | କମଳାକାନ୍ତ ଲେଙ୍କା | କାବ୍ୟ-କବିତା |
୭୦ | ଅଳଙ୍କାର ପ୍ରସଙ୍ଗ | ଗୋବିନ୍ଦ ଚନ୍ଦ୍ର ଉଦ୍ଗାତା | ପ୍ରବନ୍ଧ-ସମାଲୋଚନା |
୭୧ | ସ୍ନାୟୁ ସଂହାର | ପ୍ରାଣବନ୍ଧୁ କର | ନାଟକ-ଏକାଙ୍କିକା |
୭୨ | ନାହିଁ ତିଷ୍ଠୋମି ବୈକୁଣ୍ଠେ | ନିତ୍ୟାନନ୍ଦ ମହାପାତ୍ର | ଜୀବନୀ-ଭ୍ରମଣ ସାହିତ୍ୟ |
୭୩ | ଛାତିକି ପଥର କରି | ବିନୋଦ କାନୁନଗୋ | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୭୪ | ନିଶାନ୍ତ | ବିଭୂତିଭୂଷଣ ତ୍ରିପାଠୀ | ଖୁଦ୍ରଗଳ୍ପ - ଉପନ୍ୟାସ |
୭୫ | ଯେ ଯାହାର ନିର୍ଜନତା | ଜଗନ୍ନାଥ ପ୍ରସାଦ ଦାସ | କାବ୍ୟ-କବିତା |
୭୬ | ନିସଙ୍ଗ ମଣିଷ | ସୀତାକାନ୍ତ ମହାପାତ୍ର | ପ୍ରବନ୍ଧ-ସମାଲୋଚନା |
୭୭ | ଧର୍ମର ଅଭିଶାପ | ଆନନ୍ଦ ଶଙ୍କର ଦାସ | ନାଟକ-ଏକାଙ୍କିକା |
୭୮ | ଶତାବ୍ଦୀର ଆହ୍ୱାନ | ଦେବକାନ୍ତ ମିଶ୍ର | ବିଜ୍ଞାନ ସାହିତ୍ୟ |
୭୯ | ଆମ ଖେଳନା | ନିକୁଞ୍ଜ କିଶୋର କାନୁନଗୋ | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୮୦ | ନିଷାଦର ନିଶବ୍ଦ ବାରଣ | ଦୁର୍ଗାମାଧବ ମିଶ୍ର | ଖୁଦ୍ରଗଳ୍ପ |
୮୧ | ନିଶବ୍ଦ ନୂପୁର | ଉମାଶଙ୍କର ପଣ୍ଡା | କବିତା |
୮୨ | ହାଟ ବଜାରରେ ବ୍ରହ୍ମଜ୍ଞାନ | ମନମୋହନ ଚୌଧୁରୀ | ପ୍ରବନ୍ଧ-ସମାଲୋଚନା |
୮୩ | ନାଟକ ରୀତିମତ | ରାମଚନ୍ଦ୍ର ମିଶ୍ର | ନାଟକ-ଏକାଙ୍କିକା |
୮୪ | ଗାନ୍ଧୀ ମହାରାଜାଙ୍କ ଶିଷ୍ୟ | ଉଦୟନାଥ ଷଡ଼ଙ୍ଗୀ | ଜୀବନୀ-ଭ୍ରମଣ କଥା |
୮୫ | ଗପ ଗଣ୍ଠିଲି | ରମେଶ ଚନ୍ଦ୍ର ଭଞ୍ଜ | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୮୬ | ସ୍ନାୟୁ ଓ ସନ୍ୟାସୀ | ଅଚ୍ୟୁତାନନ୍ଦ ପତି | ଖୁଦ୍ରଗଳ୍ପ |
୮୭ | ଦୃଷ୍ଟିର ଦ୍ୟୁତି | ବ୍ରହ୍ମୋତ୍ରୀ ମହାନ୍ତି | କାବ୍ୟ-କବିତା |
୮୮ | ଗ୍ରୀକ ଜାତିର ଜୀବନ ଗାଥା | ଶରତ କୁମାର ମହାନ୍ତି | ପ୍ରବନ୍ଧ-ସମାଲୋଚନା |
୮୯ | ଏକାଙ୍କିକା ତରଙ୍ଗ | କମଳ ଲୋଚନ ମହାନ୍ତି | ନାଟକ-ଏକାଙ୍କିକା |
୯୦ | ମୋ ଜୀବନ ଓ ଜଞ୍ଜାଳ କାହାଣୀ | ନନ୍ଦ କିଶୋର ଦାସ | ଜୀବନୀ-ଭ୍ରମଣ କଥା |
୯୧ | ବିଲାତରେ ବାପୁ ଓ ପାପୁ | ଗଣେଶ୍ୱର ମିଶ୍ର | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୯୨ | ସପ୍ତ ସିନ୍ଧୁ (୧ମ ଓ ୨ୟ ଭାଗ) | ନୃସିଂହ ଚରଣ ପଣ୍ଡା | ଉପନ୍ୟାସ |
୯୩ | ହିରଣ୍ୟଗର୍ଭ | ରବି ପଟ୍ଟନାୟକ | ଖୁଦ୍ରଗଳ୍ପ |
୯୪ | ମନର ମାନଚିତ୍ର | ବ୍ରଜନାଥ ରଥ | କାବ୍ୟ-କବିତା |
୯୫ | ବଳଦେବ ରଥ ଅଧ୍ୟୟନ | ସଚ୍ଚିଦାନନ୍ଦ ମିଶ୍ର | ପ୍ରବନ୍ଧ-ସମାଲୋଚନା |
୯୬ | ମହାନାଟକ | ରମେଶ ଚନ୍ଦ୍ର ପାଣିଗ୍ରାହୀ | ନାଟକ-ଏକାଙ୍କିକା |
୯୭ | ଋଣ ପରିଶୋଧ | ବିନୋଦ କାନୁନଗୋ | ଜୀବନୀ-ଭ୍ରମଣ କଥା |
୯୮ | ବଣ ରାଇଜର କଥା | ମନୋରମା ମହାପାତ୍ର | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୯୯ | ଅଶ୍ୱମେଧର ଘୋଡ଼ା | ବିଭୂତି ପଟ୍ଟନାୟକ | ଉପନ୍ୟାସ |
୧୦୦ | ଚିତ୍ରିତ ଚାଦର | କୃଷ୍ଣପ୍ରସାଦ ମିଶ୍ର | ଖୁଦ୍ରଗଳ୍ପ |
୧୦୧ | ବରାଗ କବିତା | ନିର୍ମଳା ଦେବୀ | କାବ୍ୟ-କବିତା |
୧୦୨ | ନିଃସଙ୍ଗ ବିସର୍ଗ | କାର୍ତ୍ତିକ ଚନ୍ଦ୍ର ରଥ | ନାଟକ-ଏକାଙ୍କିକା |
୧୦୩ | ସମାଲୋଚନାର ଦିଗଦିଗନ୍ତ | ଖଗେଶ୍ୱର ମହାପାତ୍ର | ପ୍ରବନ୍ଧ-ସମାଲୋଚନା |
୧୦୪ | କଳାଦୃଷ୍ଟି | ଚିନ୍ତାମଣି ବେହେରା | ପ୍ରବନ୍ଧ-ସମାଲୋଚନା |
୧୦୫ | ଜୀବନ ପଥେ | ରମାଦେବୀ ଚୌଧୁରୀ | ଜୀବନୀ-ଭ୍ରମଣ କଥା |
୧୦୬ | ଏମିତି ଥିଲେ ଆମ ବାପୁଜୀ | ଗାୟତ୍ରୀ ମିଶ୍ର | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧୦୭ | ଶିଳାପଦ୍ମ | ପ୍ରତିଭା ରାୟ | ଉପନ୍ୟାସ |
୧୦୮ | ନିଶା | ପୂର୍ଣ୍ଣାନନ୍ଦ ଦାନୀ | ଖୁଦ୍ରଗଳ୍ପ |
୧୦୯ | ନିମିଷେ ଅକ୍ଷର | ପ୍ରତିଭା ଶତପଥୀ | କାବ୍ୟ-କବିତା |
୧୧୦ | କ୍ୟାକ୍ଟସର ସଲିଲକି | ଦାଶରଥୀ ମୁଣ୍ଡ | ନାଟକ-ଏକାଙ୍କିକା |
୧୧୧ | ବିଦଗୃକବି ଅଭିମନ୍ୟୁ | କାହ୍ନୁ ଚରଣ ମିଶ୍ର | ପ୍ରବନ୍ଧ-ସମାଲୋଚନା |
୧୧୨ | ବୈରାଗ୍ୟ ଶତକ | ଜାନକୀ ବଲ୍ଲଭ ପଟ୍ଟନାୟକ | ଅନୁବାଦ |
୧୧୩ | ଦୁର ଦିଗନ୍ତ | ଜଗନ୍ନାଥ ମହାନ୍ତି | ଜୀବନୀ-ଭ୍ରମଣ କଥା |
୧୧୪ | ମନହୁଏ ମୋର ହେବାକୁ ମୀନା | କ୍ଷୀରୋଦ ଚନ୍ଦ୍ର ପୋଥାଳ | ଶିଶୁ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧୧୫ | ଅଶାନ୍ତ ଅରଣ୍ୟ | ସାତକଡ଼ି ହୋତା | ଉପନ୍ୟାସ |
୧୧୬ | ବୋହୁ ବୋହୁକା | ଉମାଶଙ୍କର ମିଶ୍ର | ଖୁଦ୍ରଗଳ୍ପ |
୧୧୭ | ଏକତ୍ର ଚନ୍ଦ୍ର ସୂର୍ଯ୍ୟ | ମମତା ଦାଶ | କାବ୍ୟ-କବିତା |
୧୧୮ | ଦେଖ, ବର୍ଷା ଆସୁଛି | ରତିରଞ୍ଜନ ମିଶ୍ର | ନାଟକ-ଏକାଙ୍କିକା |
୧୧୯ | କେତେ ଦିଗନ୍ତ (୧ମ, ୨ୟ ଭାଗ) | ମନୋଜ ଦାସ | ପ୍ରବନ୍ଧ-ସମାଲୋଚନା |
୧୨୦ | ପଥ ଓ ପୃଥିବୀ | ସୁରେନ୍ଦ୍ର ମହାନ୍ତି | ଜୀବନୀ-ଭ୍ରମଣ କଥା |
୧୨୧ | କୁନା ପାଇଁ ଅନାବନା ଗୀତ | ଗୀତା ଦାଶ ବେନହୁର | ଶିଶୁ ସାହିତ୍ୟ |
୧୨୨ | ମଳୟଦୃତମ୍ | ପ୍ରବୋଧ କୁମାର ମିଶ୍ର | ସଂସ୍କୃତ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧୨୩ | ଆଜି କାଲି ପଅରଦିନ | ରାଜେନ୍ଦ୍ର ପ୍ରସାଦ ଦାସ | ଉପନ୍ୟାସ |
୧୨୪ | ନଚିକେତାର ହାତ | ଉତ୍ତମ କୁମାର ପ୍ରଧାନ | ଖୁଦ୍ରଗଳ୍ପ |
୧୨୫ | ଧାନସାଉଁଟା ଝିଅ | ହୃଷୀକେଶ ମଲ୍ଲିକ | କାବ୍ୟ-କବିତା |
୧୨୬ | ଜନସେବକ | ପ୍ରସନ୍ନ କୁମାର ମିଶ୍ର | ନାଟକ-ଏକାଙ୍କିକା |
୧୨୭ | ମାତୃପୂଜା ମଣ୍ଡପ | ସଦାଶିବ ମିଶ୍ର | ପ୍ରବନ୍ଧ-ସମାଲୋଚନା |
୧୨୮ | ସୃତି ଓ ଅନୁଭୂତି | ନୀଳମଣି ରାଉତରାୟ | ଜୀବନୀ-ଭ୍ରମଣ କଥା |
୧୨୯ | ଭୂଇଁ ତଳେ ତଳେ | ଦୁର୍ଗାପ୍ରସାଦ ପଟ୍ଟନାୟକ | ଶିଶୁ ସାହିତ୍ୟ |
୧୩୦ | ଜଗନ୍ନାଥାଷ୍ଟୋତ୍ତରଶତକମ୍ | ସୁଦର୍ଶନ ଆଚାର୍ଯ୍ୟ | ସଂସ୍କୃତ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧୩୧ | ବହ୍ନି ବଳୟ | ମଦନମୋହନ ମିଶ୍ର | ଉପନ୍ୟାସ |
୧୩୨ | ମନ୍ୱନ୍ତରର ମାନବ | ରାଜକିଶୋର ରାୟ | ଖୁଦ୍ରଗଳ୍ପ |
୧୩୩ | ଅନନ୍ତଶୟନ | ଶକୁନ୍ତଳା ଦେବୀ | କାବ୍ୟ-କବିତା |
୧୩୪ | ଏଇ ଯେ ସୂର୍ଯ୍ୟ ଉଏଁ | ବିଜୟ କୁମାର ଶତପଥୀ | ନାଟକ-ଏକାଙ୍କିକା |
୧୩୫ | ରକ୍ତତୀର୍ଥ ଇରମ | ଜଗନ୍ନାଥ ପଟ୍ଟନାୟକ | ପ୍ରବନ୍ଧ-ସମାଲୋଚନା |
୧୩୬ | କାରାଗାରର କାହାଣୀ | ସୁରେନ୍ଦ୍ରନାଥ ଦ୍ୱିବେଦୀ | ଜୀବନୀ-ଭ୍ରମଣ କଥା |
୧୩୭ | ଗପୁଡ଼ି ଓ ପକୁଡ଼ି | ନଦୀୟା ବିହାରୀ ମହାନ୍ତି | ଶିଶୁ ସାହିତ୍ୟ |
୧୩୮ | ସୁରେନ୍ଦ୍ର ରଚିତ ମହାକାବ୍ୟମ୍ | ଦିଗାମ୍ବର ମହାପାତ୍ର | ସଂସ୍କୃତ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧୩୯ | ଜହ୍ନରାତି | ଯଶୋଧାରା ମିଶ୍ର | ଖୁଦ୍ରଗଳ୍ପ |
୧୪୦ | କନିଷ୍ଠ କନିଷ୍ଠ | ଜଗଦୀଶ ମହାନ୍ତି | ଉପନ୍ୟାସ |
୧୪୧ | ଈପସିତ କ୍ରୋଧ | ଆଶୁତୋଷ ପରିଡ଼ା | କାବ୍ୟ-କବିତା |
୧୪୨ | ସମୁଦ୍ର ମନ୍ଥନ | ଗୋପାଳ ଚନ୍ଦ୍ର ପଟ୍ଟନାୟକ | ନାଟକ-ଏକାଙ୍କିକା |
୧୪୩ | ହୋ ଭଗତେ | ସୁବୋଧ ପଟ୍ଟନାୟକ | ନାଟକ-ଏକାଙ୍କିକା |
୧୪୪ | ଶ୍ରୀଜଗନ୍ନାଥ ତତ୍ୱ | ଗୋପୀନାଥ ମହାପାତ୍ର | ପ୍ରବନ୍ଧ-ସମାଲୋଚନା |
୧୪୫ | ପାତାଳପୁରୀର ହାଲଚାଲ | ଗୁରୁ ପ୍ରସାଦ ମହାନ୍ତି | ଜୀବନୀ-ଭ୍ରମଣ କଥା |
୧୪୬ | ରାଜାର ସ୍ୱପ୍ନ | ବୀରେନ୍ଦ୍ର କୁମାର ସାମନ୍ତରାୟ | ଶିଶୁ ସାହିତ୍ୟ |
୧୪୭ | ରତମ୍ | କେଶବ ଚନ୍ଦ୍ର ଦାଶ | ସଂସ୍କୃତ ସାହିତ୍ୟ |
# | ପୁସ୍ତକ | ଲେଖକ | ପୁସ୍ତକଗୁଡିକର ପ୍ରକାର |
---|---|---|---|
୧୪୮ | ଦୁର୍ଗ ପତନର ବେଳ | ପଦ୍ମଜ ପାଳ | ଉପନ୍ୟାସ |
୧୪୯ | ଦେବଦାସୀ | ବିଜୟିନୀ ଦାସ | ଉପନ୍ୟାସ |
୧୫୦ | ପ୍ରଚକ୍ଷୁ | ବିଜୟ କୃଷ୍ଣ ମହାନ୍ତି | ଖୁଦ୍ରଗଳ୍ପ |
୧୫୧ | ଶବରୀଚର୍ଯ୍ୟା | ବଂଶୀଧର ଷଡ଼ଙ୍ଗୀ | କାବ୍ୟ-କବିତା |
୧୫୨ | ଭୋର ଆକାଶ | ନିତ୍ୟାନନ୍ଦ ନାୟକ | କାବ୍ୟ-କବିତା |
୧୫୩ | ଆଶ୍ରା ଖୋଜି ବୁଲୁଥିବା ଈଶ୍ବର | ନାରାୟଣ ସାହୁ | ନାଟକ-ଏକାଙ୍କିକା |
୧୫୪ | ଭିନ୍ନସମୟ ଭିନ୍ନଦୃଷ୍ଟି | ନୀଳାଦ୍ରି ଭୂଷଣ ହରିଚନ୍ଦନ | ପ୍ରବନ୍ଧ-ସମାଲୋଚନା |
୧୫୫ | ସଂସ୍କୃତ ସାହିତ୍ୟର ଇତିହାସ | ହରେକୃଷ୍ଣ ଶତପଥୀ | ପ୍ରବନ୍ଧ-ସମାଲୋଚନା |
୧୫୬ | ମୋ ସ୍ବପ୍ନ ମୋ ଜୀବନ | ରାଧାନାଥ ରଥ | ଜୀବନୀ ଓ ଭ୍ରମଣ ସାହିତ୍ୟ |
୧୫୭ | ବଜାରେ ବାଜା | ରାମ ପ୍ରସାଦ ମହାନ୍ତି | ଶିଶୁ ସାହିତ୍ୟ |
୧୫୮ | ଅଭିନବ କବିତାବଳୀ | ନାରାୟଣ ରଥ | ସଂସ୍କୃତ ସାହିତ୍ୟ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୧୫୯ | ଆକାଶ ଯେଉଁଠି କଥା କହେ | କ୍ଷୁଦ୍ରଗଳ୍ପ | ସୁସ୍ମିତା ବାଗଚୀ |
୧୬୦ | ଦେଖାହେଲେ କହିବି ସେ କଥା | କାବ୍ୟକବିତା | ପ୍ରସନ୍ନ କୁମାର ପାଟ୍ଟଶାଣୀ |
୧୬୧ | ନାୟକ ଚନ୍ଦ୍ରସେଣା | ନାଟକ-ଏକାଙ୍କିକା | କୁଞ୍ଜ ରାଏ |
୧୬୨ | ଜୈନଧର୍ମ ଓ ସଂସ୍କୃତି | ପ୍ରବନ୍ଧ ଓ ସମାଲୋଚନା | ଅଶୋକ କୁମାର ରଥ |
୧୬୩ | ବୁଦ୍ଧଚରିତମ୍ | ଅନୁବାଦ | ଧନେଶ୍ବର ମହାପାତ୍ର |
୧୬୪ | ମୋତେ ଯେତେବେଳେ ଦଶବରଷ | ଶିଶୁସାହିତ୍ୟ | ନନ୍ଦକିଶୋର ସାମଲ |
୧୬୫ | ତାରୁଣ୍ୟଶତକମ୍ | ସଂସ୍କୃତ ସାହିତ୍ୟ | କ୍ଷୀରୋଦଚନ୍ଦ୍ର ଦାଶ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୧୬୬ | ଅଭିନୟର ପରିଧି | ଉପନ୍ୟାସ | ରାମଚନ୍ଦ୍ର ବେହେରା |
୧୬୭ | ଅମୃତ ପ୍ରତୀକ୍ଷାରେ | କ୍ଷୁଦ୍ରଗଳ୍ପ | ସରୋଜିନୀ ସାହୁ |
୧୬୮ | ମନ୍ତ୍ରପାଠ | କାବ୍ୟ-କବିତା | ହରପ୍ରସାଦ ଦାସ |
୧୬୯ | ଦୁନିଆକୁ | ନାଟକ-ଏକାଙ୍କିକା | ହେମନ୍ତ କୁମାର ଦାସ |
୧୭୦ | ରୀତିକାବ୍ୟ ସଂପର୍କରେ | ପ୍ରବନ୍ଧ ଓ ସମାଲୋଚନା | ଗଙ୍ଗାଧର ବଳ |
୧୭୧ | ଦିଗପହଣ୍ଡିର ଡଇଁମାଷ୍ଟ | ଜୀବନୀ ଓ ଭ୍ରମଣ ସାହିତ୍ୟ | ଦୀନାନାଥ ପାଠୀ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୧୭୨ | ସହରର ଉପକଣେ | ଉପନ୍ୟାସ | ବିପିନ ବିହାରୀ ମିଶ୍ର |
୧୭୩ | ଗାଁ ଗାଁ ଆହା ଆହା | କ୍ଷୁଦ୍ରଗଳ୍ପ | ଦେବ୍ରାଜ ଲେଙ୍କା |
୧୭୪ | ଯଯାତି | କାବ୍ୟ-କବିତା | ଶରତଚନ୍ଦ୍ର ପ୍ରଧାନ |
୧୭୫ | ଶୁଣିବା ହେଉ ଏ କାହାଣୀ | ନାଟକ ଓ ଏକାଙ୍କିକା | ଶଙ୍କର ପ୍ରସାଦ ତ୍ରିପାଠୀ |
୧୭୬ | ବିଶ୍ୱ ଓ ବ୍ୟକ୍ତି | ପ୍ରବନ୍ଧ ଓ ସମାଲୋଚନା | ଶତ୍ରୁଘ୍ନ ନାଥ |
୧୭୭ | ଅସ୍ତରାଗ | ଜୀବନୀ ଓ ଭ୍ରମଣ ସାହିତ୍ୟ | ଶ୍ରଦ୍ଧାକର ସୁପକାର |
୧୭୮ | ଆମେ ସବୁ ଏକ | ଶିଶୁସାହିତ୍ୟ | ସରଳା ପତ୍ରୀ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୧୭୯ | ଚନୈବେତି | ଉପନ୍ୟାସ | ବଳରାମ ପଟ୍ଟନାୟକ |
୧୮୦ | ପ୍ରୋଢ ଭାବନା | କ୍ଷୁଦ୍ରଗଳ୍ପ | ହୃଷୀକେଶ ପଣ୍ଡା |
୧୮୧ | ବିଷାଦ ଯୋଗ | କାବ୍ୟ-କବିତା | ଫନୀ ମହାନ୍ତି |
୧୮୨ | ଗେଷ୍ଟ ହାଉସ | ନାଟକ ଓ ଏକାଙ୍କିକା | ବନବିହାରୀ ପଣ୍ଡା |
୧୮୩ | ପୁରାତନ କଳିଙ୍ଗର ସାମାଜିକ ଇତିବୃତି | ପ୍ରବନ୍ଧ ଓ ସମାଲୋଚନା | ବେଣୀମାଧବ ପାଢ଼ୀ |
୧୮୪ | ଜୀବନର ଡାକ | ଜୀବନୀ ଓ ଭ୍ରମଣ ସାହିତ୍ୟ | ଅଲେଖପ୍ରସାଦ ଦାସ |
୧୮୫ | ଓଡ଼ିଆ ରାମଚରିତ ମାନସ (୧ମ) | ଅନୁବାଦ | ସତ୍ୟନାରାୟଣ ମହାନ୍ତି |
୧୮୬ | ଲିପିର କମ୍ପ୍ୟୁଟର ଶିକ୍ଷା | ଶିଶୁ-ସାହିତ୍ୟ | ରମେଶଚନ୍ଦ୍ର ପରିଡ଼ା |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୧୮୭ | ନିସ୍ତବ୍ଧ କୋଳାହଳ | ଉପନ୍ୟାସ | ମାନସୀ ଦାସ |
୧୮୮ | ଶବ୍ଦ ଖେଳ | କ୍ଷୁଦ୍ରଗଳ୍ପ | ଜୟନ୍ତୀ ରଥ |
୧୮୯ | ଚନ୍ଦନ ବନରେ ଏକା | କାବ୍ୟ-କବିତା | ଭାନୁଜୀ ରାଓ |
୧୯୦ | ସେମାନଙ୍କ ଆଖିରେ | ନାଟକ ଓ ଏକାଙ୍କିକା | ଚନ୍ଦ୍ରଶେଖର ନନ୍ଦ |
୧୯୧ | ଆଧୁନିକ ସଭ୍ୟତାର ଯନ୍ତ୍ରଣା | ପ୍ରବନ୍ଧ ଓ ସମାଲୋଚନା | ବୈଦ୍ୟନାଥ ମିଶ୍ର |
୧୯୨ | ଶତାବ୍ଦୀ ସାଧକ | ଜୀବନୀ ଓ ଭ୍ରମଣ ସାହିତ୍ୟ | ପ୍ରମୋଦ କୁମାର ମହାପାତ୍ର |
୧୯୩ | କନ୍ନଡ଼ ଲଘୁକଥା | ଅନୁବାଦ | କେଶବ ଚନ୍ଦ୍ର ମେହେର |
୧୯୪ | ଥକୁଲୁଥୁକୁଲ ଥା | ଶିଶୁସାହିତ୍ୟ | ବୀରେନ୍ଦ୍ରନାଥ ମହାନ୍ତି |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୧୯୫ | ମନ୍ଦିରା | ଉପନ୍ୟାସ | ସୁରେନ୍ଦ୍ରନାଥ ଶତପଥୀ |
୧୯୬ | ବୀତଂଶ | କ୍ଷୁଦ୍ରଗଳ୍ପ | ତରୁଣକାନ୍ତି ମିଶ୍ର |
୧୯୭ | ଝଡ଼ର ଆକାଶ | କାବ୍ୟ-କବିତା | ରଞ୍ଜିତା ନାୟକ |
୧୯୮ | ପ୍ରତିବିମ୍ବ | ନାଟକ ଓ ଏକାଙ୍କିକା | ପଞ୍ଚାନନ ପାତ୍ର |
୧୯୯ | ସୃଷ୍ଟିର ଜାତକ ଓ ଜୀବନ ଘଡ଼ି | ପ୍ରବନ୍ଧ ଓ ସମାଲୋଚନା | ସହଦେବ ସାହୁ |
୨୦୦ | ଅନିର୍ବାଣ | ଜୀବନୀ ଓ ଭ୍ରମଣ ସାହିତ୍ୟ | ପଦ୍ମଚରଣ ନାୟକ |
୨୦୧ | ପୃଥିବୀର ଆଦିବାସୀ ଲୋକ କବିତା | ଅନୁବାଦ | ବ୍ରହ୍ମାନନ୍ଦ ଦାସ |
୨୦୨ | ଜନଗଣମନ | ଅନୁବାଦ | ଯୁଗଳକିଶୋର ଦତ୍ତ |
୨୦୩ | ପିଲାଙ୍କ ନାଟକ ବଣଭୋଜି | ଶିଶୁସାହିତ୍ୟ | କୃଷ୍ଣଚନ୍ଦ୍ର ପଟ୍ଟନାୟକ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୦୪ | ଛିନୁରାଗ | ଉପନ୍ୟାସ | ଅନାଦି ସାହୁ |
୨୦୫ | ଅନ୍ୟସ୍ରୋତର ଗଳ୍ପ | କ୍ଷୁଦ୍ରଗଳ୍ପ | ବିଜୟ ପ୍ରସାଦ ମହାପାତ୍ର |
୨୦୬ | ଘୁମ୍ ପାହାଡ଼ର ନଈ | କ୍ଷୁଦ୍ରଗଳ୍ପ | ପ୍ରଦୀପ ଦାଶ |
୨୦୭ | ସୁଦୂରରୁ ଅନେକ ଦୂର | କାବ୍ୟ-କବିତା | ଦିଲ୍ଲୀପ ଦାସ |
୨୦୮ | ପ୍ରତୀକ୍ଷାରେ ପରୀକ୍ଷିତ | ନାଟକ ଓ ଏକାଙ୍କିକା | ଆନନ୍ଦଚନ୍ଦ୍ର ପହୀ |
୨୦୯ | ପ୍ରସଙ୍ଗ:ନାଟକ-ଏକାଙ୍କିକା | ପ୍ରବନ୍ଧ ଓ ସମାଲୋଚନା | କୃଷ୍ଣଚରଣ ବେହେରା |
୨୧୦ | ଫାଶୀ ମଞ୍ଚରେ ବିପ୍ଳବୀ | ଜୀବନୀ ଓ ଭ୍ରମଣ ସାହିତ୍ୟ | ପ୍ରଫୁଲ୍ଲ ଦାସ |
୨୧୧ | ଜୟକାନ୍ତଙ୍କ କଥା ଓ କାହାଣୀ | ଅନୁବାଦ ସାହିତ୍ୟ | ନାରାୟଣ ପୃଷେଠ |
୨୧୨ | ସେମାନେ ଫେରିଗଲେ | ଶିଶୁସାହିତ୍ୟ | ଶଙ୍କର୍ଷଣ ସାମଲ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୧୩ | ପୂର୍ବାପର | ଉପନ୍ୟାସ | ନାରୁ ମହାନ୍ତି |
୨୧୪ | ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ | କ୍ଷୁଦ୍ରଗଳ୍ପ | ସୁରେନ୍ଦ୍ର ମିଶ୍ର |
୨୧୫ | ଫାଲଗୁନୀ ତିଥିର ଝିଅ | କାବ୍ୟ-କବିତା | ମନୋରମା ବିଶ୍ୱାଳ ମହାପାତ୍ର |
୧୧୬ | ନିଶାନ୍ତ | ନାଟକ ଓ ଏକାଙ୍କିକା | ପ୍ରମୋଦ କୁମାର ତ୍ରିପାଠୀ |
୧୧୭ | କଳାହାଣ୍ଡିର ଲୋକସଂସ୍କୃତି | ପ୍ରବନ୍ଧ ଓ ସମାଲୋଚନା | ମହେନ୍ଦ୍ର କୁମାର ମିଶ୍ର |
୨୧୮ | ବିଂଶ ଶତାବ୍ଦୀର ଓଡ଼ିଶା-ମୋ ଅନୁଭୂତି | ଜୀବନୀ ଓ ଭ୍ରମଣ ସାହିତ୍ୟ | ବିଦ୍ୟାଧର ମିଶ୍ର |
୨୧୯ | ବକୁଳ କଥା | ଅନୁବାଦ | ବସନ୍ତ କୁମାରୀ ଦେବୀ |
୨୨୦ | ବିଜ୍ଞାନ ମୁଣି କହେ କାହାଣୀ | ଶିଶୁସାହିତ୍ୟ | ଜ୍ୟୋତିର୍ମୟୀ ମହାନ୍ତି |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୨୧ | ଭୂମିତୃଷ୍ଠା | ଉପନ୍ୟାସ | ରାଧାମୋହନ ମହାପାତ୍ର |
୨୨୨ | ମୁଁ ଚକରା କହୁଛି | ନାଟକ ଓ ଏକାଙ୍କିକା | ମନ୍ମଥ କୁମାର ଶତପଥୀ |
୨୨୩ | ଦିଗବଳୟର ଏ ପାଖରେ | ପ୍ରବନ୍ଧ ଓ ସମାଲୋଚନା | ଜୟନ୍ତ କୁମାର ବିଶ୍ବାଳ |
୨୨୪ | ଚୁନିବୁନି ସୁନାଫୁଲ | ଶିଶୁସାହିତ୍ୟ | ବଟକୃଷ୍ଣ ସ୍ୱାଇଁ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୨୫ | ନିଜ ସାଙ୍ଗେ ନିଜର ଲଢ଼େଇ | ଉପନ୍ୟାସ | ଗୌରହରି ଦାସ |
୨୨୬ | ଗାୟତ୍ରୀର ପୁଅ | କ୍ଷୁଦ୍ରଗଳ୍ପ | ବନଜ ଦେବୀ |
୨୨୭ | ସାବରମତି | କାବ୍ୟ-କବିତା | ଶତ୍ରୁଘ୍ନ ପାଣ୍ଡବ |
୨୨୮ | ଗାଁ | ନାଟକ ଓ ଏକାଙ୍କିକା | ରଣଜିତ ପଟ୍ଟନାୟକ |
୨୨୯ | ଔରଙ୍ଗଜେବ | ନାଟକ ଓ ଏକାଙ୍କିକା | ପ୍ରଦୀପ ଭୌମିକ |
୨୩୦ | ଖୋର୍ଦ୍ଧା ଇତିହାସର ଅନ୍ତରାଳେ | ପ୍ରବନ୍ଧ ଓ ସମାଲୋଚନା | ଫକୀର ହରିଚନ୍ଦନ |
୨୩୧ | ଜନନାୟକ ଜବାହର | ଜୀବନୀ ଓ ଭ୍ରମଣ ସାହିତ୍ୟ | ଗଙ୍ଗାଧର ରଥ |
୨୩୨ | ଓଡ଼ିଶା ଓ ଗାନ୍ଧୀ | ଜୀବନୀ ଓ ଭ୍ରମଣ ସାହିତ୍ୟ | ପାବକ କାନୁନଗୋ |
୨୩୩ | ଲୌହ କପାଟ | ଅନୁବାଦ | ରଘୁନାଥ ମହାପାତ୍ର |
୨୩୪ | ହଜାରେ ଚଉରାଶୀର ମା | ଅନୁବାଦ | ଗୋବିନ୍ଦଚନ୍ଦ୍ର ସାହୁ |
୨୩୩ | ଝୁଲୁରେ ହାତୀ ଝୁଲ | ଶିଶୁସାହିତ୍ୟ | ସ୍ନେହଲତା ମହାନ୍ତି |
୨୩୪ | ନନ୍ଦକିଶୋର ଗୀତିବିଚିତ୍ରା | ଗୀତିକବିତା | ନନ୍ଦକିଶୋର ସିଂହ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୩୫ | ଯୁପକାଠର ପଶୁ | ଉପନ୍ୟାସ | ସଂଯୁକ୍ତା ରାଉତ |
୨୩୬ | ତଥାକଥିତ | କ୍ଷୁଦ୍ରଗଳ୍ପ | ଦେବାଶିଷ ପାଣିଗ୍ରାହୀ |
୨୩୭ | ନିର୍ବାଚିତ କବିତା | କାବ୍ୟ-କବିତା | ଶୈଳଜ ରବି |
୨୩୮ | ଯୁଗଚରିତ ବୃତ୍ତାନ୍ତ | ନାଟକ ଓଏକାଙ୍କିକା | ହେମେନ୍ଦ୍ର ମହାପାତ୍ର |
୨୩୯ | ସତ୍ୟବାଦୀ ଯୁଗ-ସ୍ରଷ୍ଟା ଓ ସୃଷ୍ଟି | ପ୍ରବନ୍ଧ ଓ ସମାଲୋଚନା | ନିତ୍ୟାନନ୍ଦ ଶତପଥୀ |
୨୪୦ | ଭିନ୍ନ ଇଲାକା ଭିନ୍ନ ଦୃଷ୍ଟି | ପ୍ରବନ୍ଧ ଓ ସମାଲୋଚନା | ବୈଷ୍ଣବ ଚରଣ ସାମଲ |
୨୪୧ | ଜୀବନର ବାଟେଘାଟେ | ଜୀବନୀ ଓ ଭ୍ରମଣ ସାହିତ୍ୟ | ଗିରିଜା ଭୂଷଣ ପଟ୍ଟନାୟକ |
୨୪୨ | ମାନବ ଭୂମି | ଅନୁବାଦ | ଅଳକା ଚାନ୍ଦ |
୨୪୩ | ମହାପୁରୁଷଙ୍କ ପିଲାଦିନ | ଶିଶୁସାହିତ୍ୟ | ଅନସୂୟା ମିଶ୍ର |
୨୪୪ | ଠିକଣା ନ ଥିବା ଚିଠି | ଗୀତିକବିତା | ଗୌର ପଟ୍ଟନାୟକ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୪୫ | ମୁଁ କୈକେୟୀ କହୁଛି | ଉପନ୍ୟାସ | ଶାନ୍ତି ମହାପାତ୍ର (ବଳ) |
୨୪୬ | ସତୀ | ଗଳ୍ପ | ସଦାନନ୍ଦ ତ୍ରିପାଠୀ |
୨୪୭ | କୁନିପୁଅ ଓ ନିଷ୍ଠାପ ସକାଳ | କାବ୍ୟ-କବିତା | ଗୋପାଳକୃଷ୍ଣ ରଥ |
୨୪୮ | ନାଟକ: ଶକୁନ୍ତଳା | ନାଟକ ଓ ଏକାଙ୍କିକା | ମିହିର କୁମାର ମେହେର |
୨୪୯ | ଅବୁଝା ଅନ୍ଧାର | ପ୍ରବନ୍ଧ ଓ ସମାଲୋଚନା | ସୁଲୋଚନା ଦାସ |
୨୫୦ | ଜାଣେ ଅନୁଭବୀ ଅନୁଭବରେ | ଜୀବନୀ ଓ ଭ୍ରମଣ ସାହିତ୍ୟ | ହୃଦାନନ୍ଦ ରାୟ |
୨୫୧ | ଲାଲ ସାଲୱାର | ଅନୁବାଦ | ସୂର୍ଯ୍ୟମଣି ଖୁଣ୍ଟିଆ |
୨୫୨ | ମୋ ମିତ:ମୋ ଗୀତ | ଶିଶୁସାହିତ୍ୟ | ବୀରକିଶୋର ପାଢ଼ୀ |
୨୫୩ | ରସରାଜ ଗୀତି ବିଚିତ୍ରା | ଗୀତିକବିତା | ନାରାୟଣ ପ୍ରସାଦ ସିଂହ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୫୪ | ଏଠି ଗୋଟେ ଗାଁ ଥିଲା | ଉପନ୍ୟାସ | ରଶ୍ମୀ ରାଉଳ |
୨୫୫ | ଝିପି ଝିପି ଅନ୍ଧାର | କ୍ଷୁଦ୍ରଗଳ୍ପ | ରଜନୀକାନ୍ତ ମହାନ୍ତି |
୨୫୬ | ସମୟର ଧୂସର ବାଲିରେ | କାବ୍ୟ-କବିତା | ନୃସିଂହ କୁମାର ରଥ |
୨୫୭ | ବାର୍ଭା | ନାଟକ ଓ ଏକାଙ୍କିକା | ଦିଲ୍ଲୀଶ୍ବର ମହାରଣା |
୨୫୮ | ପାନ ଓ ପ୍ରିୟତମା | ପ୍ରବନ୍ଧ ଓ ସମାଲୋଚନା | ବୈଷ୍ଣବ ଚରଣ ମହାନ୍ତି |
୨୫୯ | ଆଜ୍ଞା | ଜୀବନୀ ଓ ଭ୍ରମଣ ସାହିତ୍ୟ | ସୁବାସ ଚନ୍ଦ୍ର ମିଶ୍ର |
୨୬୦ | ସୂର୍ଯ୍ୟମୁଖୀର ସ୍ୱପ୍ନ | ଅନୁବାଦ | କାନନ ମିଶ୍ର |
୨୬୧ | ମାଟି ମୁଲକରେ ସରଗଫୁଲ | ଶିଶୁସାହିତ୍ୟ | ହରିହର ଶୁକ୍ଳ |
୨୬୨ | ଚମ୍ପକ ବରଣୀ ଗୋ | ଗୀତିକବିତା | ଗୁରୁକୃଷ୍ଣ ଗୋସ୍ୱାମୀ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୬୩ | ବିବର୍ଣ୍ଣ ପୃଥିବୀ | ଉପନ୍ୟାସ | ସୁରେନ୍ଦ୍ର ନାୟକ |
୨୬୪ | ସହଯାତ୍ରୀ | କ୍ଷୁଦ୍ରଗଳ୍ପ | ଦେବବ୍ରତ ମଦନରାୟ |
୨୬୫ | ଆକାଶି ମଣିଷ | କାବ୍ୟ କବିତା | ଅମରେଶ ପଟ୍ଟନାୟକ |
୨୬୬ | ପକ୍ଷୀ | ନାଟକ ଓ ଏକାଙ୍କିକା | ଭାସ୍କରଚନ୍ଦ୍ର ମହାପାତ୍ର |
୨୬୭ | ଏକବିଂଶ ଶତାବ୍ଦୀର ସାହିତ୍ୟ | ପ୍ରବନ୍ଧ ଓ ସମାଲୋଚନା | ରାଇଚରଣ ଦାସ |
୨୬୮ | ଜୀବନର ପଥପ୍ରାନ୍ତେ | ଜୀବନୀ ଓ ଭ୍ରମଣ ସାହିତ୍ୟ | ଶରତଚନ୍ଦ୍ର ମିଶ୍ର |
୨୬୯ | ସମାଧି ହେବନି ଆଉ | ଅନୁବାଦ | ସୌଦାମିନୀ ଉଦ୍ଗାତା |
୨୭୦, | କିଚିରି ମିଚିରି ହିଁ | ଶିଶୁ ସାହିତ୍ୟ | ସୁନାମଣି ରାଉତ |
୨୭୧ | ବାଦୁଆ ନଈ | ଗୀତିକବିତା | ସୁବାସ କର |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୭୨ | ଶୋକ ଦିବସ | ଉପନ୍ୟାସ | ପରେଶ କୁମାର ପଟ୍ଟନାୟକ |
୨୭୩ | ବିରଳ ରୂପକ | କ୍ଷୁଦ୍ରଗଳ୍ପ | ପାରମିତା ଶତପଥୀ |
୨୭୪ | ଭାରତବର୍ଷ | କାବ୍ୟ କବିତା | ଗିରିଜାକୁମାର ବଳିୟାରସିଂହ |
୨୭୫ | କଲ୍ଲୋଳେ କଲୋଳ | ନାଟକ ଓ ଏକାଙ୍କିକା | ଶୈଳେଶ୍ୱର ନନ୍ଦ |
୨୭୬ | ସମ୍ଭବାମି ଯୁଗେ ଯୁଗେ | ନାଟକ ଓ ଏକାଙ୍କିକା | ସୁଧାକର ନନ୍ଦ |
୨୭୭ | ନିର୍ବାଚିତ ପ୍ରବନ୍ଧ ସଂକଳନ | ପ୍ରବନ୍ଧ ଓ ସମାଲୋଚନା | ଗଗନେନ୍ଦ୍ରନାଥ ଦାଶ |
୨୭୮ | ଆମେରିକାରେ କିଛି ଦିନ | ଜୀବନୀ ଓ ଭ୍ରମଣ ସାହିତ୍ୟ | ବାସୁଦେବ ସାହୁ |
୨୭୯ | କୁର୍ଭୁଲ-ୱାନ-ହୋଦରଙ୍କ ନିର୍ବାଚିତ କାହାଣୀ | ଅନୁବାଦ | କୁମାର ହସନ୍ |
୨୮୦ | ମାଣିକ | ଶିଶୁ ସାହିତ୍ୟ | ମାଳାକାର |
୨୮୧ | କୃପାଜଳ | ଗୀତିକବିତା | ପ୍ରଫୁଲ୍ଲ କର |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୮୨ | ନିର୍ବାଣ | ଉପନ୍ୟାସ | ମନୋଜକୁମାର ମହାପାତ୍ର |
୨୮୩ | ଗୋଟିଏ ଗାଁର ଚିତ୍ରପଟ | ଗଳ୍ପ | ବିଷ୍ଣୁ ସାହୁ |
୨୮୪ | ଝିଅ ପାଇଁ ଝର୍କୀଟିଏ | କାବ୍ୟ କବିତା | ଅପର୍ଣ୍ଣା ମହାନ୍ତି |
୨୮୫ | ଏକାନ୍ତ ନିଜସ୍ | ନାଟକ ଓ ଏକାଙ୍କିକା | ରାମଚନ୍ଦ୍ର ମିଶ୍ର |
୨୮୬ | ମଧ୍ୟବିତ୍ତର ଆବିଚାର | ପ୍ରବନ୍ଧ ଓ ସମାଲୋଚନା | ରବୀନ୍ଦ୍ରପ୍ରସାଦ ପଣ୍ଡା |
୨୮୭ | କାଦମ୍ବିନୀ ଆମରି ଗାଁ ଝିଅ | ଜୀବନୀ ଓ ଭ୍ରମଣ ସାହିତ୍ୟ | ରବି ତ୍ରିପାଠୀ |
୨୮ | ଅସ୍ତରାଗ | ଅନୁବାଦ | ମୋନାଲିସା ଜେନା |
୨୮୯ | ଚିକୁନ ଓ ଚଢ଼େଇ | ଶିଶୁ ସାହିତ୍ୟ | ରମେଶ ପତ୍ରୀ |
୨୯୦ | ଗୀତି ବର୍ଣ୍ଣାଳୀ | ଗୀତି କବିତା | ଅଲେଖଚନ୍ଦ୍ର ପଢ଼ିଆରୀ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୨୯୧ | ସମୁଦ୍ର ମଣିଷ | ଉପନ୍ୟାସ | ଭୀମ ପୃଷ୍ଟି |
୨୯୨ | କୀଟ ଓ ଅନ୍ୟାନ୍ୟ ଗଳ୍ପ | ଗଳ୍ପ | ପ୍ରକାଶ ମହାପାତ୍ର |
୨୯୩ | ତନୁଲତାର କବିତା | କାବ୍ୟ କବିତା | ସୁନୀଲକୁମାର ପୃଷ୍ଟି |
୨୯୪ | କିମ୍ବଦନ୍ତୀ | ନାଟକ ଓ ଏକାଙ୍କିକା | ପ୍ରସନ୍ନ ଦାସ |
୨୯୫ | ସଂସ୍କୃତି, ଜଗତୀକରଣ ଓ ମଞ୍ଚ ରାଜନୀତି | ପ୍ରବନ୍ଧ ଓ ସମାଲୋଚନା | ଗୌରାଙ୍ଗ ଚରଣ ଦାଶ |
୨୯୬ | ଗୋଦାବରୀଶ ମିଶ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ | ମନୋରଞ୍ଜନ ପ୍ରଧାନ |
୨୯୭ | ବାପୁ-ମୋ ମାଆ | ଅନୁବାଦ | ଅସିତ ମହାନ୍ତି |
୨୯୮ | ମନଛୁଆଁ ଗୀତ | ଶିଶୁ ସାହିତ୍ୟ | ମାନସରଞ୍ଜନ ସାମଲ |
୨୯୯ | ପ୍ରୀତି ସ୍ମୃତି ହୋଇ ଫେରିଆସେ ଯେବେ | ଗୀତି କବିତା | ବୃନ୍ଦାବନ ଜେନା |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୩୦୦ | ଶେଷ ଶରତ | ଉପନ୍ୟାସ | କୃପାସାଗର ସାହୁ |
୩୦୧ | ଭୋର | କ୍ଷୁଦ୍ରଗଳ୍ପ | ଦେବପ୍ରସାଦ ଦାଶ |
୩୦୨ | ଧାଡ଼ିଏ ଶିମିଳିଫୁଲ ଓ ଅନ୍ୟାନ୍ୟ କବିତା | କାବ୍ୟ କବିତା | ପ୍ରବାସିନୀ ମହାକୁଡ଼ ତିୱାରୀ |
୩୦୪ | ଇସୁଧାର ପ୍ରତିବାଦ ଓ ଅନ୍ୟାନ୍ୟ ନାଟକ | ନାଟକ ଓ ଏକାଙ୍କିକା | ସଂଘମିତ୍ରା ମିଶ୍ର |
୩୦୫ | ଆସରେ ଆମେ ବଣକୁ ଯିବା | ନାଟକ ଓ ଏକାଙ୍କିକା | ସୀମନ୍ତ ମହାନ୍ତି |
୩୦୬ | ଅଜାତି | ନାଟକ ଓ ଏକାଙ୍କିକା | ବିଜୟ ମହାନ୍ତି |
୩୦୭ | ମନସୀସାଧକ: ପଣ୍ଡିତ ବିନାୟକ ମିଶ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ | ପ୍ରେମାନନ୍ଦ ମହାପାତ୍ର |
୩୦୮ | ଅରଣ୍ୟଯାତ୍ରୀ | ଜୀବନୀ ଓ ଭ୍ରମଣ ସାହିତ୍ୟ | ବିଜୟ କେତନ ପଟ୍ଟନାୟକ |
୩୦୯ | ପୁଣି ସେ ଫେରିନି | ଅନୁବାଦ | ଶକୁନ୍ତଳା ବଳିଆରସିଂହ |
୩୧୦ | ଅକଲ ମକଲ ଟକଲ ଟିଆଁ | ଶିଶୁ ସାହିତ୍ୟ | ମନସିନୀ ଦାଶ |
୩୧୧ | ଅପରାହ୍ନର ଛାଇ | ଗୀତିକବିତା | ସଚ୍ଚି ମହାନ୍ତି |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୩୧୨ | ବୈଶ୍ରବଣୀ | ଉପନ୍ୟାସ | ମମତାମୟୀ ଚୌଧୁରୀ |
୩୧୩ | ବାଟ ବସାଘର | କ୍ଷୁଦ୍ରଗଳ୍ପ | ଅରବିନ୍ଦ ରାୟ |
୩୧୪ | ମାଟିପର୍ବ | କାବ୍ୟ କବିତା | ସୌଭାଗ୍ୟବନ୍ତ ମହାରଣା |
୩୧୫ | ପାଠଶାଳା | ନାଟକ ଓ ଏକାଙ୍କିକା | କୃତିବାସ ନାୟକ |
୩୧୬ | ସଂସ୍କୃତି ଓ ସର୍ବୋଦୟ | ପ୍ରବନ୍ଧ ଓ ସମାଲୋଚନା | ଧନେଶ୍ୱର ସାହୁ |
୩୧୭ | ଯେଦେଶ ଯାଇ ସେ ଫଳ ଖାଇ | ଜୀବନୀ ଓ ଭ୍ରମଣ ସାହିତ୍ୟ | ବସନ୍ତ ଦାସ |
୩୧୮ | ନିର୍ବାଚିତ ଶ୍ରେଷ୍ଠଗଳ୍ପ | ଅନୁବାଦ | କ୍ଷୀରୋଦ ପରିଡ଼ା |
୩୧୯ | ଟିକିପରୀ | ଶିଶୁ ସାହିତ୍ୟ | ଶୁଭେନ୍ଦ୍ର ମୋହନ ଶ୍ରୀଚନ୍ଦନସିଂହ |
୩୨୦ | ପାଦପଦ୍ମ | ଗୀତିକବିତା | ଗୌରହରି ଦଳାଇ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୩୨୧ | ଶୂନ୍ୟକାଳ | ଉପନ୍ୟାସ | ସତ୍ୟପ୍ରିୟ ମହାଳିକ |
୩୨୨ | ରାତିର ଅଜବ ଦୃଶ୍ୟ | କ୍ଷୁଦ୍ରଗଳ୍ପ | ସାରଦା ପ୍ରସାଦ ମିଶ୍ର |
୩୨୩ | ଅଭାଜନ | କାବ୍ୟ କବିତା | ପୀତାମ୍ବର ତରାଇ |
୩୨୪ | ଚଇତୁ ହାଟ | ନାଟକ ଓ ଏକାଙ୍କିକା | ନିବେଦିତା ଜେନା |
୩୨୫ | ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି,
୧ମ ଭାଗ (ଇତିହାସ) ଓଡ଼ିଆ ଜାତିର ଇତିହାସ ଓ ସଂସ୍କୃତି, ୨ୟ ଭାଗ(ସଂସ୍କୃତି) |
ପ୍ରବନ୍ଧ ଓ ସମାଲୋଚନା | ପ୍ରବୋଧ କୁମାର ମିଶ୍ର |
୩୨୬ | ମୋ ଜୀବନ | ଜୀବନୀ ଓ ଭ୍ରମଣ ସାହିତ୍ୟ | ରମା ଦେବୀ |
୩୨୭ | ତେଜସ୍ବିନୀ | ଅନୁବାଦ | ସୀତେଶ ତ୍ରିପାଠୀ |
୩୨୮ | କଥାକଳସ | ଶିଶୁ ସାହିତ୍ୟ | ରାଜକିଶୋର ପାଢ଼ୀ |
୩୨୯ | ତୁମେ | ଗୀତିକବିତା | ମନୋଜ ପଟ୍ଟନାୟକ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୩୩୦ | ଛାୟା ପୁରୁଷ | ଉପନ୍ୟାସ | ନବକିଶୋର ରାଜ |
୩୩୧ | ଚରିତ୍ର ଚଉପାଶ | କ୍ଷୁଦ୍ରଗଳ୍ପ | ଅଜୟ ସ୍ୱାଇଁ |
୩୩୨ | ନଷ୍ଟ ହୋଇଯିବାର ମୋହା | କାବ୍ୟ କବିତା | ହରପ୍ରସାଦ ପରିଛା ପଟନାୟକ |
୩୩୩ | ଧର୍ମାବତାର ଓ ଅନ୍ୟାନ୍ୟ ନାଟକ | ନାଟକ ଓ ଏକାଙ୍କିକା | ଚିନ୍ତାମଣି ଜେନା |
୩୩୪ | ଶ୍ରୀଜଗନ୍ନାଥ ମନ୍ଦିରର କଳା ଓ ସ୍ଥାପତ୍ୟ (୧ମ ଓ ୨ୟ) | ପ୍ରବନ୍ଧ ଓ ସମାଲୋଚନା | କୃଷ୍ଣଚନ୍ଦ୍ର ମିଶ୍ର |
୩୩୫ | ମାନବତାର ମହାନ୍ ତୀର୍ଥ | ଜୀବନୀ ଓ ଭ୍ରମଣ ସାହିତ୍ୟ | ସୌରୀବନ୍ଧୁ କର |
୩୩୬ | କମଳେଶ୍ୱରଙ୍କ ଶ୍ରେଷ୍ଠ କାହାଣୀ | ଅନୁବାଦ | ବିଳାସିନୀ ମହାନ୍ତି |
୩୩୭ | ତା ଧେଇକି | ଶିଶୁ ସାହିତ୍ୟ | ଦେବରାଜ ସାମନ୍ତରାୟ |
୩୩୮ | ଚିତ୍ରମେଘର ଚିଠି | ଗୀତିକବିତା | ସତ୍ୟ ପଟ୍ଟନାୟକ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୩୩୯ | ଢେଉ | ଉପନ୍ୟାସ | ବିଭୂତି ଭୂଷଣ ପ୍ରଧାନ |
୩୪୦ | ସନ୍ଦିଗ୍ଧ ଶୈଶବ | କ୍ଷୁଦ୍ରଗଳ୍ପ | ଦୀପ୍ତିରଞ୍ଜନ ପଟ୍ଟନାୟକ |
୩୪୧ | ନିବୃତ୍ତ ନିଷାଦ | କାବ୍ୟ କବିତା | ବିମଳ ଜେନା |
୩୪୨ | ଅଜନ୍ତୁ | କାବ୍ୟ କବିତା | ସୁଚେତା ମିଶ୍ର |
୩୪୩ | ଅସରନ୍ତି ଅନ୍ତାକ୍ଷରୀ | କାବ୍ୟ କବିତା | ରକ୍ଷକ ନାୟକ |
୩୪୪ | ବରଂ ନିବାସ ଭଲ ରଣକ୍ଷେତ୍ରରେ | ନାଟକ ଓ ଏକାଙ୍କିକା | ରମେଶ ଚନ୍ଦ୍ର ଦାସ |
୩୪୫ | ଓଡ଼ିଆ କଥା କଳ୍ପନାର ଦିଗ ଓ ଦିଗନ୍ତ | ପ୍ରବନ୍ଧ ଓ ସମାଲୋଚନା | କୃଷ୍ଣଚନ୍ଦ୍ର ପ୍ରଧାନ |
୩୪୬ | ଅନନ୍ୟ ସୃଷ୍ଟି କାନାଡ଼ା | ଜୀବନୀ ଓ ଭ୍ରମଣ ସାହିତ୍ୟ | ରାସବିହାରୀ ବେହେରା |
୩୪୭ | ଭ୍ରମଣରୁ ଶିକ୍ଷା | ଜୀବନୀ ଓ ଭ୍ରମଣ ସାହିତ୍ୟ | ପ୍ରଭାତୀ ମିଶ୍ର |
୩୪୮ | ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ | ଅନୁବାଦ | ବିଜୟ କୁମାର ପ୍ରଧାନ |
୩୪୯ | ଟିଂ କୁଡ଼ୁକୁଡ଼ୁ ଟିକି ଚଢ଼େଇ | ଶିଶୁ ସାହିତ୍ୟ | ସୂର୍ଯ୍ୟମଣି ସାମନ୍ତରାୟ |
୩୫୦ | ନୀଳ ଠେକୁଆ | ଶିଶୁ ସାହିତ୍ୟ | ରବୀନ୍ଦ୍ରନାଥ ମାଝୀ |
୩୫୧ | ପଦୁଅଁ ପାପୁଲି | ଗୀତିକବିତା | ଦେବେନ୍ଦ୍ର ଦାସ |
# | ପୁସ୍ତକ | ପୁସ୍ତକଗୁଡିକର ପ୍ରକାର | ଲେଖକ |
---|---|---|---|
୩୫୨ | ନିର୍ବାଣ ଅଭିସାର | ଉପନ୍ୟାସ | ଇନ୍ଦିରା ଦାଶ |
୩୫୩ | ମହାଗାନ | କ୍ଷୁଦ୍ରଗଳ୍ପ | ଅଭୟ ବାରିକ |
୩୫୪ | ସ୍ୱରଚିତ୍ର | କାବ୍ୟ କବିତା | ବିପିନ ନାୟକ |
୩୫୫ | ବୋଧହୁଏ ଭଲ ପାଇବା ମୋତେ ଜଣାନାହିଁ | କାବ୍ୟ କବିତା | ବାସୁଦେବ ସୁନାନୀ |
୩୫୬ | ନାଟକ ଓ ଏକାଙ୍କିକା | ନାଟକ ସଂଗ୍ରହ | ବିଜୟ କୁମାର ନନ୍ଦ |
୩୫୭ | ଓଡ଼ିଶାରେ ଲୋକଧର୍ମର ପରମ୍ପରା | ପ୍ରବନ୍ଧ ଓ ସମାଲୋଚନା | ଅରବିନ୍ଦ ପଟ୍ଟନାୟକ |
୩୫୮ | ଆଭିଯାତ୍ରୀକ-୨ | ଜୀବନୀ ଓ ଭ୍ରମଣ ସାହିତ୍ୟ | ପ୍ରିୟବ୍ରତ ପାତ୍ର |
୩୫୯ | ପଶ୍ଚିମ ଓଡ଼ିଶାର ବରପୁତ୍ର | ଜୀବନୀ ଓ ଭ୍ରମଣ ସାହିତ୍ୟ | ଗଣେଶରାମ ନାହାକ |
୩୬୦ | ନରଗୀସ୍ ଓ ଅନ୍ୟାନ୍ୟ ଗଳ୍ପ | ଅନୁବାଦ | ସୁଭାଷ ଶତପଥୀ |
୩୬୧ | ଓସ୍ତ ପତର ପାନିଆ | ଶିଶୁ ସାହିତ୍ୟ | ବସନ୍ତ କିଶୋର ସାହୁ |
୩୬୨ | ଜହ୍ନ ଝିଲିମିଲି | ଗୀତିକବିତା | ହୃଦାନନ୍ଦ ପାଣିଗ୍ରାହୀ |
ଆହୁରି ପଢ଼ନ୍ତୁସମ୍ପାଦନ କରନ୍ତୁ
ଆଧାରସମ୍ପାଦନ କରନ୍ତୁ
- ↑ "Odisha Sahitya Academy". Department of Culture, Government of Odisha. Retrieved March ୯, ୨୦୧୬.
- ↑ "Odisha Sahitya Akademi". odishasahityaakademi.org. Retrieved 2019-02-23.