ଅଜୟ ସ୍ୱାଇଁ

ଓଡ଼ିଆ ସାହିତ୍ୟିକ

ଅଜୟ ସ୍ୱାଇଁ(ଜନ୍ମ : ୧୯୫୭) ଜଣେ ଓଡ଼ିଆ ଗାଳ୍ପିକ ।[][] ସେ ୨୦୧୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।

ଅଜୟ ସ୍ୱାଇଁ
ଜନ୍ମ୧୯୫୭
ଜୟପୁର,ଖୋର୍ଦ୍ଧା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ

ସମ୍ପାଦନା
  • ଶାଳଉଖୁଡ଼ା
  • ମାମୁଁଘର ଗାଁ
  • ଚରିତ୍ର ଚଉପାଶ
  • ଛପିଛପି ବାସନ୍ତୀ ରାତି[]
  • ବାସି ମୋ ହୋଇଲା ଫୁଲଶେଯ[]
  • ସବୁଜ ଗପ - ୨୦୧୯[]

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  1. http://www.newindianexpress.com/states/odisha/2017/jan/10/national-recognition-for-odia-literature-stressed-1558022.html
  2. http://sahitya-akademi.gov.in/sahitya-akademi/pdf/writers-meet_3-4-august-2017.pdf
  3. Samata, The (23 April 2023). "ଛପିଛପି ବାସନ୍ତୀରାତି : ମଞ୍ଚଗଢ଼ାରୁ ମଞ୍ଚଭଙ୍ଗାର ଗଦ୍ୟଗୀତି". The Samata. Retrieved 28 August 2024.
  4. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୫ - ଡିସେମ୍ବର ୮ ୨୦୧୭ ପୃଷ୍ଠା ୫. Retrieved 27 November 2017.
  5. Ajay Swain (8 December 2019). Ajay Swainnka Sabuja Gapa. Black Eagle Books. ISBN 978-1-64560-050-3.
  6. http://odishasahityaakademi.org/sahitya-award13.php
  7. "ଅଜୟଙ୍କୁ 'ଜଗଦୀଶ କଥା ସମ୍ମାନ'". www.dharitri.com. Archived from the original on 8 June 2021. Retrieved 8 June 2021.