ବିଜୟକୃଷ୍ଣ ମହାନ୍ତି
ଓଡ଼ିଆ ସାହିତ୍ୟିକ
ବିଜୟକୃଷ୍ଣ ମହାନ୍ତି, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗାଳ୍ପିକ ଓ ଡିଟେକ୍ଟିଭ ଉପନ୍ୟାସ ଲେଖକ ।[୨]
ବିଜୟକୃଷ୍ଣ ମହାନ୍ତି | |
---|---|
ଜନ୍ମ | ୧୯୨୮ କୁଣ୍ଢେଇବେଣ୍ଟ ସାହି, ପୁରୀ |
ଜାତୀୟତା | ଭାରତୀୟ |
ବୈବାହିକ-ସାଥୀ | ବ୍ରହ୍ମୋତ୍ରୀ ମହାନ୍ତି[୧] |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ବିଜୟକୃଷ୍ଣ, ୧୯୨୮ ମସିହାରେ ପୁରୀର କୁଣ୍ଢେଇବେଣ୍ଟ ସାହିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପତ୍ନୀ ବ୍ରହ୍ମୋତ୍ରୀ ମହାନ୍ତି ମଧ୍ୟ ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ।[୩]
ରଚନାବଳୀ
ସମ୍ପାଦନାଗଳ୍ପଗ୍ରନ୍ଥ
ସମ୍ପାଦନା- ସ୍ୱରଭଙ୍ଗ
- ତଥାପି[୪]
- ପ୍ରଚକ୍ଷୁ
- ମ୍ଲାନଜୋତ୍ସ୍ନା
- ଦିଗବଳୟ
- ନିଘଞ୍ଚ ଜତୁଗ୍ରହ
- ତୃତୀୟ ନୟନ
ଡିଟେକ୍ଟିଭ ଉପନ୍ୟାସ
ସମ୍ପାଦନା- ବିଜୟ ଡିଟେକ୍ଟିଭ ସିରିଜ୍
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ ମଧ୍ୟରେ (ପ୍ରଚକ୍ଷୁ ଗଳ୍ପଗ୍ରନ୍ଥ ପାଇଁ )[୫]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୮୦ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୬]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୧୯୯୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
ଆଧାର
ସମ୍ପାଦନା- ↑ http://www.thehindu.com/todays-paper/tp-national/tp-otherstates/writer-brahmotri-mohanty-passes-away/article496521.ece
- ↑ Indian Author. Authors Guild of India. 1983.
- ↑ http://indiatoday.intoday.in/story/more-and-more-authors-in-orissa-tie-the-knot-to-deal-with-increasing-literary-hardships/1/219505.html
- ↑ Sisir Kumar Das (1991). History of Indian Literature: 1911-1956, struggle for freedom : triumph and tragedy. Sahitya Akademi. pp. 616–. ISBN 978-81-7201-798-9.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Archived from the original on 8 October 2020. Retrieved 4 October 2017.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)