ଜୟନ୍ତ କୁମାର ବିଶ୍ଵାଳ

ଓଡ଼ିଆ ସାହିତ୍ୟିକ

ଜୟନ୍ତ କୁମାର ବିଶ୍ୱାଳ (ଜନ୍ମ: ୧୯୫୨) ଜଣେ ଓଡ଼ିଆ ଲେଖକ ଓ ସମାଲୋଚକ । ୨୦୦୦ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ଦିଗ୍‌ବଳୟର ଏ ପାଖରେ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଜୟନ୍ତ କୁମାର ବିଶ୍ୱାଳ
ଜନ୍ମ ଓ ଜନ୍ମସ୍ଥାନଜୟନ୍ତ କୁମାର ବିଶ୍ୱାଳ
୧୯୫୨
ବୃତ୍ତିଲେଖକ, ସମାଲୋଚକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଦିଗ୍‌ବଳୟର ଏ ପାଖରେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୦

ରଚନାବଳୀ ସମ୍ପାଦନା

  • ଦିଗ୍‌ବଳୟର ଏ ପାଖରେ (ସମାଲୋଚନା ପୁସ୍ତକ)

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "୧୯୯୭, ୧୯୯୮ ଓ ୧୯୯୯ମସିହାରେ ପ୍ରକାଶିତ ୨୦୦୦ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 20 September 2022. Retrieved 24 January 2023.