ନାରାୟଣ ସାହୁ

ଓଡ଼ିଆ ନାଟ୍ୟକାର


ନାରାୟଣ ସାହୁ (ଜନ୍ମ ୨୫ ନଭେମ୍ବର ୧୯୫୫) ଜଣେ ଓଡ଼ିଆ ଅଧ୍ୟାପକ ଓ ନାଟ୍ୟକାର ।[୧] ଏଯାବତ ତାଙ୍କର ୨୦ରୁ ଉର୍ଦ୍ଧ ନାଟକ ପ୍ରକାଶିତ ହୋଇସାରିଛି । ସେ ଉତ୍କଳ ବିଶ୍ୱବିଦ୍ୟାଳୟରେ ସେ ଅଧ୍ୟାପନା କରିଛନ୍ତି । [୨] ତାଙ୍କର ନାଟକ ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଆକାଶବାଣୀ ନାଟ୍ୟକାର ପୁରସ୍କାର, ଝଙ୍କାର ନାଟକ ପୁରସ୍କାର ଓ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।

ନାରାୟଣ ସାହୁ
ନାରାୟଣ ସାହୁ
Born (1955-11-25) ୨୫ ନଭେମ୍ବର ୧୯୫୫ (ବୟସ ୬୮)
Nationalityଭାରତୀୟ
Citizenshipଭାରତୀୟ
Educationପି.ଏଚ.ଡି
Occupationଶିକ୍ଷାବିତ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର,
ଆକାଶବାଣୀ ନାଟ୍ୟକାର ପୁରସ୍କାର,
ଝଙ୍କାର ନାଟକ ପୁରସ୍କାର,
ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଜୀବନୀ ସମ୍ପାଦନା

ନାରାୟଣ ସାହୁ ୧୯୫୫ ମସିହା ନଭେମ୍ବର ୨୫ତାରିଖରେ ବାଲେଶ୍ୱର ଜିଲ୍ଲାର ସୋର ଅନ୍ତର୍ଗତ ଉତ୍ତରେଶ୍ୱରଠାରେ ଜନ୍ମଗ୍ରହଣ କରିଥିଲେ ।[୩] ପିଲାବେଳୁ ନାଟକ ଦେଖି, ସେଦିଗରେ ସେ ଆକର୍ଷିତ ହୋଇଥିଲେ । "ତାମସୀତୃଷ୍ଣା" ତାଙ୍କର ମଞ୍ଚସ୍ଥ ହୋଇଥିବା ପ୍ରଥମ ନାଟକ ଥିଲା । "ଆମେ କ୍ରାନ୍ତି" ନାମରେ ତାଙ୍କର ଏକ ନାଟ୍ୟସଂସ୍ଥା ରହିଛି ।

ନାଟକ ସମ୍ପାଦନା

  • ତାମସୀତୃଷ୍ଣା
  • ପ୍ରଶ୍ନ
  • ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର
  • କାହାଣୀ ସବାଶେଷ ଲୋକର
  • ସୁବର୍ଣ୍ଣ ସକାଳ
  • ମୂକ
  • ପୁନଶ୍ଚ ସଂଗ୍ରାମ
  • ଅପରାହ୍ନର ଅବଶୋଷ
  • ଅଧାଦେଖା ସ୍ୱପ୍ନ
  • କ୍ରାନ୍ତି
  • ଦୂର ଆକାଶର ତାରା
  • ଶେଷକଥା
  • ମୂଷା
  • ଛାତ (୨୦୨୦)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଆଶ୍ରା ଖୋଜି ବୁଲୁଥିବା ଇଶ୍ୱର ପାଇଁ) - ୧୯୯୧[୪][୫]
  • ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର - ୨୦୧୪[୬]
  • ଆକାଶବାଣୀ ନାଟ୍ୟକାର ପୁରସ୍କାର - ୧୯୯୪
  • ଝଙ୍କାର ନାଟକ ପୁରସ୍କାର - ୨୦୦୬

ଆଧାର ସମ୍ପାଦନା

  1. D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
  2. "Sahitya Akademi Plans Monograph on Pranabandhu Kar's Centenary Year". The New Indian Express. Archived from the original on 14 October 2014. Retrieved 6 September 2016.
  3. Reference India. Tradesman & Men India. 2007.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Archived from the original on 16 February 2020. Retrieved 6 September 2016.
  5. http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  6. "ସୃଜନ ଆଳାପ". ଧରିତ୍ରୀ ସାହିତ୍ୟାୟନ ସେପ୍ଟେମ୍ବର ୩-୧୬,୨୦୧୬ ପୃଷ୍ଠା ୭. Retrieved 6 September 2016.