ସୁଚେତା ମିଶ୍ର

ଓଡ଼ିଆ କବୀ

ସୁଚେତା ମିଶ୍ର(୧୪ ନଭେମ୍ବର ୧୯୬୫), ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି । ୨୦୧୩ ମସିହାରେ ନିଜ କବିତା ପୁସ୍ତକ ଅଜନ୍ମା ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[୧]

ସୁଚେତା ମିଶ୍ର
ଜନ୍ମ (1965-11-14) ୧୪ ନଭେମ୍ବର ୧୯୬୫ (ବୟସ ୫୮)
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ(ଅର୍ଥନୀତି), ବିଏଡ଼
ବୃତ୍ତିଅଧ୍ୟାପନା
ଉଲ୍ଲେଖନୀୟ କୃତିଅଜନ୍ମା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩

ରଚନାବଳୀ ସମ୍ପାଦନା

  • ଅଜନ୍ମା - ୨୦୧୨ (ସାହିତ୍ୟ ଶ୍ୱେତାପଦ୍ମା)
  • ନିଜ ନିଜ କୁରୁକ୍ଷେତ୍ର - ୨୦୦୫ (ଅପୂର୍ବା)
  • ଶବ୍ଦମାନେ ମୋର - ୨୦୧୧ (ପଶ୍ଚିମା ପବ୍ଲିକେଶନ୍ସ)
  • ଅସୀମା (ସୁଚେତା ମିଶ୍ର ଏବଂ ସୀତେଶ ତ୍ରିପାଠୀଙ୍କଦ୍ୱାରା ସମ୍ପାଦିତ) - ୨୦୧୪ (ତୃପ୍ତି)
  • ଅକାଳ ଟୁକୁଡ଼ାଏ ଖରା - ୨୦୦୪ (ଅଧ୍ୟୟନ)
  • ଗୋଟିଏ ସକାଳର କଥା - ୨୦୧୧ (ସମନ୍ୱୟ)
  • କବିତା କାହା ପାଇଁ - ୨୦୦୨ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ପାପୁଲି ବାହାରେ ଭାଗ୍ୟରେଖା - ୨୦୧୧ (ଏଥେନା ବୁକ୍ସ୍)[୨]
  • ଉତ୍ତରପକ୍ଷ - ୧୯୯୬
  • ଅସୀମା(ଗଳ୍ପ ସଂକଳନ) - ୨୦୦୨
  • ଟୁକୁଡାଏ ଖରା - ୨୦୧୧
  • ପୂର୍ବରଙ୍ଗ - ୧୯୯୧
  • ଶିଳାଲିପି - ୧୯୯୫

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୩ ('ଅଜନ୍ମା'ପାଇଁ)[୩]
  • ସତ୍ୟବାଦୀ ପ୍ରତିଭା ସମ୍ମାନ - ୨୦୧୯[୪]
  • ଶ୍ରୀକ୍ଷେତ୍ର ଶ୍ରୀ ସମ୍ମାନ - ୧୯୯୩
  • ଅଭିନନ୍ଦିକା ସମ୍ମାନ - ୧୯୯୪
  • ବସନ୍ତ ମୁଦୁଲୀ କବିତା ପୁରସ୍କାର - ୧୯୯୫
  • ରାଜ୍ୟ ଯୁବ ପୁରସ୍କାର - ୧୯୯୬
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର - ୧୯୯୭[୫]

ଆଧାର ସମ୍ପାଦନା

  1. "୨୦୧୩ ଓ ୧୪ ଲାଗି ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର". No. ସମ୍ବାଦ ୨୮ ଅକ୍ଟୋବର ୨୦୧୭. Retrieved 18 April 2019.
  2. "National Library of India Online Catalog". opac.nationallibrary.gov.in. National Library of India. Retrieved 18 April 2019.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 18 April 2019.
  4. "ସତ୍ୟବାଦୀ ତୃତୀୟ ବାର୍ଷିକ ସମାରୋହ ଅନୁଷ୍ଠିତ". /www.samajalive.in. ସମାଜ. Retrieved 18 April 2019.
  5. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 769–. ISBN 978-81-260-0873-5.