ଦେବ୍ରାଜ ଲେଙ୍କା

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

ଦେବ୍ରାଜ ଲେଙ୍କା, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[] ସେ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମରେ ତା ୨୪ ମେ ୧୯୩୯ରେ ଜନ୍ମଗ୍ରହଣ କରିଥିଲେ । ସାଧାରଣ ଲୋକଙ୍କ ଭଷାରେ ଲେଖୁଥିବା ଦେବ୍ରାଜ ନିଜ ଲେଖା ସଂପର୍କରେ କୁହନ୍ତି 'ମୁଁ ପ୍ରଥମେ ନିଜ ପାଇଁ ଲେଖେ, ତା' ପରେ ମୋ ପସନ୍ଦ ହେଲେ ପ୍ରକାଶନ ପାଇଁ ବାହାରକୁ ଛାଡ଼େ' । ପ୍ରଚଳିତ ଧାରାର ବିପରୀତ ଦିଗରେ ବାଟ ଚାଲୁଥିବା ଏହି ଲେଖକ ଏହା ମଧ୍ୟ ସ୍ୱୀକାର କରନ୍ତି 'ମୁଁ ଅମଡ଼ା ବାଟରେ ଚାଲେ' ।

ଦେବ୍ରାଜ ଲେଙ୍କା
ଜନ୍ମ ଓ ଜନ୍ମସ୍ଥାନ୧୯୩୮[]
କୁଶପଙ୍ଗୀ, ବାଙ୍କୀ, କଟକ
ବୃତ୍ତିଗାଳ୍ପିକ ଓ ଔପନ୍ୟାସିକ
ଭାଷାଓଡ଼ିଆ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରକାଶିତ ପୁସ୍ତକ

ସମ୍ପାଦନା

ଉପନ୍ୟାସ:

  • ଅନ୍ଧ ମୁହାଁଣୀ
  • ଖେଳ[]
  • ପ୍ରେମ ନଗରର ଅନେକ କଥା
  • ପାଉଁଶଗଦାର ସୁନାର ଧୂଳି ମୋ ଧନମାଳି
  • ସେ' କାଳ ପଖାଳ
  • ଅକାତକାତ
  • ଯା' ରେ ଭାସି ଭାସି ଯା'[]
  • ଲାଗା ଚୁନରୀ ମେ ଦାଗ୍
  • ଜୀବନର ରଙ୍ଗ
  • ଫୁଲନ୍[]
  • ଜୋକର
  • ଧୂର ପୃଥିବୀର ତରା
  • ସତ୍ୟପାଠ
  • ଝିଅ କାନ୍ଦୁଛି

ଗଳ୍ପ:

  • ଦେବ୍ରାଜର ଅର୍କେଷ୍ଟ୍ରା (୧୯୭୫)
  • ଗାଁ ଗାଁ ଆହା ଆହା
  • ଗପ ମସିହା ୨୦୦୦
  • ଜୀବନ ସଂଗୀତ
  • କ୍ରାଇସିସ୍
  • ଦେବ୍ରାଜ ଲେଙ୍କାଙ୍କ ବଛା ବଛା ଗଳ୍ପ[]
  • ଅକାତ କାତ ଓ ଅନ୍ୟାନ୍ୟ ଗଳ୍ପ[]

ପୁରସ୍କାର ଓ ସମ୍ମାନ

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଗାଁ ଗାଁ ଆହା ଆହା)[][]
  • ବିଶ୍ୱନାଥ ପଶାୟତ ଶତବାର୍ଷିକୀ ସମ୍ମାନ[୧୦]
  • କା ସମ୍ମାନ - ୨୦୦୯[୧୧]
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର[୧୨]
  • ଜେମା-ସାମନ୍ତ ସୃଜନୀ ପୁରସ୍କାର(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୮[୧୩]
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୭
  1. Accessions List, India. January 1976.
  2. Books India. National Book Trust. 1973.
  3. "Khela By Debraj Lenka". Ritikart (in ଇଂରାଜୀ). Retrieved 2024-08-31.
  4. "Jare Vasi Vasi Ja By Debraj Lenka". www.odiabookbazar.com. Retrieved 2024-08-31.
  5. "Fulan By Debraj Lenka". www.odiabookbazar.com. Retrieved 2024-08-31.
  6. www.odishanticstore.com https://www.odishanticstore.com/product/debraj-lenkanka-bacha-bacha-galpa-by-debraj-lenka. Retrieved 2024-08-31. {{cite web}}: Missing or empty |title= (help)
  7. "Akatakata O Anyanya Galpa By Debraja Lenka". Ritikart (in ଇଂରାଜୀ). Retrieved 2024-08-31.
  8. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 October 2016.
  9. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  10. Sarala Sahitya Sansad > About Us Archived 2016-06-17 at the Wayback Machine., accessdate: October 23, 2016
  11. http://www.thehindu.com/todays-paper/tp-national/tp-otherstates/ka-samman-conferred-on-eminent-writer-debaraj-lenka/article157668.ece
  12. "Poet Pratibha Satpathy to get Sahitya Bharati Samman". The Economic Times. Retrieved 23 October 2016.[permanent dead link]
  13. "ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଦିବସ". ସମ୍ବାଦ ୦୮/୦୫/୨୦୧୮ ପୃଷ୍ଠା ୧୧. Retrieved 8 May 2018.[permanent dead link]