ଦେବ୍ରାଜ ଲେଙ୍କା

ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ

ଦେବ୍ରାଜ ଲେଙ୍କା, ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଓଡ଼ିଆ ଗାଳ୍ପିକ ଓ ଔପନ୍ୟାସିକ ।[୨] ସେ କଟକ ଜିଲ୍ଲା ବାଙ୍କୀ ଅନ୍ତର୍ଗତ କୁଶପଙ୍ଗୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।

ଦେବ୍ରାଜ ଲେଙ୍କା
ଜନ୍ମ ଓ ଜନ୍ମସ୍ଥାନ୧୯୩୮[୧]
କୁଶପଙ୍ଗୀ, ବାଙ୍କୀ, କଟକ
ବୃତ୍ତିଗାଳ୍ପିକ ଓ ଔପନ୍ୟାସିକ
ଭାଷାଓଡ଼ିଆ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ପ୍ରକାଶିତ ପୁସ୍ତକ ସମ୍ପାଦନା

  • ପ୍ରେମ ନଗରର ଅନେକ କଥା
  • ଅନ୍ଧ ମୁହାଣୀ
  • ପୃଥିବୀର ତରା
  • ଗପ ମସିହା ୨୦୦୦
  • ଯା'ରେ ଭାସି ଭାସି ଯା
  • ଲାଗା ଚୁନରୀ ମେ ଦାଗ୍
  • ଖେଳ
  • ଦେବ୍ରାଜର ଅର୍କେଷ୍ଟ୍ରା (୧୯୭୫)
  • ଗାଁ ଗାଁ ଆହା ଆହା
  • ପାଉଁଶଗଦାର ସୁନାର ଧୂଳି
  • ମୋ ଧନମାଳୀ
  • ଜୋକର

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୪ (ଗାଁ ଗାଁ ଆହା ଆହା)[୩][୪]
  • ବିଶ୍ୱନାଥ ପଶାୟତ ଶତବାର୍ଷିକୀ ସମ୍ମାନ[୫]
  • କା ସମ୍ମାନ - ୨୦୦୯[୬]
  • ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର[୭]
  • ଜେମା-ସାମନ୍ତ ସୃଜନୀ ପୁରସ୍କାର(ଉତ୍କଳ ସାହିତ୍ୟ ସମାଜଦ୍ୱାରା ପ୍ରଦତ୍ତ) - ୨୦୧୮[୮]
  • ଉତ୍କଳ ସାହିତ୍ୟ ସମାଜ ଉପନ୍ୟାସ ସମ୍ମାନ, ୧୯୯୭

ଆଧାର ସମ୍ପାଦନା

  1. Accessions List, India. January 1976.
  2. Books India. National Book Trust. 1973.
  3. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 23 October 2016.
  4. http://orissa.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
  5. Sarala Sahitya Sansad > About Us Archived 2016-06-17 at the Wayback Machine., accessdate: October 23, 2016
  6. http://www.thehindu.com/todays-paper/tp-national/tp-otherstates/ka-samman-conferred-on-eminent-writer-debaraj-lenka/article157668.ece
  7. "Poet Pratibha Satpathy to get Sahitya Bharati Samman". The Economic Times. Retrieved 23 October 2016.
  8. "ଉତ୍କଳ ସାହିତ୍ୟ ସମାଜର ପ୍ରତିଷ୍ଠା ଦିବସ". ସମ୍ବାଦ ୦୮/୦୫/୨୦୧୮ ପୃଷ୍ଠା ୧୧. Retrieved 8 May 2018.[permanent dead link]