ରଜନୀକାନ୍ତ ମହାନ୍ତି

ଓଡ଼ିଆ ସାହିତ୍ୟିକ

ରଜନୀକାନ୍ତ ମହାନ୍ତି, ଜଣେ ଓଡ଼ିଆ ଗାଳ୍ପିକ । ୨୦୦୪ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ଝିପି ଝିପି ଅନ୍ଧାର" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]

ରଜନୀକାନ୍ତ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ୧୯୫୨
କ୍ଷୀରକୋଣୀ, ସୋର, ବାଲେଶ୍ୱର
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪
ୱେବସାଇଟ
[୧]

ରଚନାବଳୀ ସମ୍ପାଦନା

ଗଳ୍ପ ସମ୍ପାଦନା

  • ଆ ସାକ୍ଷୀ ଦେ - ୨୦୦୮(ଜଗନ୍ନାଥ ଲେମିନେଟର)[୨]
  • ଅଠର ନିର୍ବାସନ ରୋଡ - ୨୦୧୩ (ନୀଲିମା)
  • ବହୁବଜାର - ୨୦୦୪ (ଜେନିଥ୍ ପବ୍ଲିକେଶନ୍ସ)
  • ଝିପିଝିପି ଅନ୍ଧାର - ୨୦୦୨ (ଅକ୍ଷରା)
  • ଶତାଣ୍ଡି ପୁରୁଷ
  • ମାଟିଆ ପୁଅ
  • ହସ୍ତାକ୍ଷର
  • ଅବତାର
  • ଉଷାକାଳ

ଉପନ୍ୟାସ ସମ୍ପାଦନା

  • ମେଘବର୍ଣ୍ଣା (ଉପନ୍ୟାସ) - ୨୦୦୪ (ଦେବୀ ପ୍ରକାଶିନୀ)[୩]
  • ପୁଷ୍ୟ ନକ୍ଷତ୍ରର ଇତିବୃତ (ଉପନ୍ୟାସ)
  • ଜାଂଗଲିକ (ଉପନ୍ୟାସ)

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
  2. "ସହାୟକ ଗ୍ରଂଥସୂଚୀ" (PDF). shodhganga.inflibnet.ac.in. Retrieved 28 December 2018.
  3. "National Library of India". opac.nationallibrary.gov.in. Retrieved 28 December 2018.
  4. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧. {{cite web}}: Check date values in: |accessdate= (help)
  5. "ସ୍ମରଣୀୟ". No. ଧରିତ୍ରୀ ସାହିତ୍ୟାୟନ ୨୪ ଜୁଲାଇ- ୬ ଅଗଷ୍ଟ ପୃଷ୍ଠା ୬. ଧରିତ୍ରୀ. Retrieved 24 July 2019.