ସୁବୋଧ ପଟ୍ଟନାୟକ

ଓଡ଼ିଆ ନାଟ୍ୟକାର ଏବଂ ଥିଏଟର ନିର୍ଦ୍ଦେଶକ

ସୁବୋଧ ପଟ୍ଟନାୟକ (ଜନ୍ମ: ୧ ଫେବୃଆରୀ ୧୯୬୪) ଜଣେ ଓଡ଼ିଆ ନାଟ୍ୟକାର ତଥା ଥିଏଟର ନିର୍ଦ୍ଦେଶକ ।[] ସେ ଭୁବନେଶ୍ୱର ଥିଏଟର ଗ୍ରୁପ୍ ନାଟ୍ୟ ଚେତନା ଏବଂ ନାଟ୍ୟ ଗ୍ରାମର ପ୍ରତିଷ୍ଠାତା ଅଟନ୍ତି । ସେ ସମସ୍ତ ଦେଶରେ ନାଟକ କରିଥିବା ନାଟ୍ୟକାର ।[][]

ସୁବୋଧ ପଟ୍ଟନାୟକ
ଜନ୍ମ (1964-02-01) ୧ ଫେବୃଆରୀ ୧୯୬୪ (ବୟସ ୬୦)
ଜାତୀୟତାଭାରତୀୟ
ଶିକ୍ଷାନୁଷ୍ଠାନଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ
ବୃତ୍ତି(ସମୂହ)ଥିଏଟର ନିର୍ଦ୍ଦେଶକ
ନାଟ୍ୟକାର
ସକ୍ରିୟ ବର୍ଷ୧୯୮୬–ଏବେଯାଏଁ
ପ୍ରସିଦ୍ଧିଭାରତୀୟ ଲୋକ ନାଟକ
ବୈବାହିକ-ସାଥୀମମତା ପ୍ରଧାନ
ୱେବସାଇଟOfficial website

ଜନ୍ମ, ପରିବାର ଓ ଶିକ୍ଷା

ସମ୍ପାଦନା

୧୯୬୪ ମସିହାର ଫେବୃଆରୀ ୧ ତାରିଖରେ ସେ ପୁରୀଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ବାପା ପ୍ରମୋଦ ଚନ୍ଦ୍ର ପଟ୍ଟନାୟକ ଜଣେ ପ୍ରାଣୀ ଚିକିତ୍ସକ ଥିଲେ । ତାଙ୍କ ମାଆଙ୍କ ନାମ ଶଶୀ ପ୍ରଭା ପଟ୍ଟନାୟକ । ସେ ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ସ୍ନାତକ ହାସଲ କରିଥିଲେ । ପଥପ୍ରାନ୍ତ ନାଟକ ବିଷୟରେ ସେ ଅଧିକ ଶିଖିବାକୁ ୧୯୮୬ ମସିହାରେ ଦିଲ୍ଲୀ ଯାଇଥିଲା ଏବଂ ସେଠାରୁ ଫେରିବା ପରେ ୧୦ ନଭେମ୍ବର ୧୯୮୬ରେ ଥିଏଟର ଗ୍ରୁପ୍ ନାଟ୍ୟ ଚେତନାର ପ୍ରତିଷ୍ଠା କରିଥିଲେ । ତାଙ୍କର ଅଧିକାଂଶ ନାଟକ ସାମାଜିକ ସଚେତନତା ଉପରେ ଆଧାରିତ ।[]

ତାଙ୍କ ଥିଏଟର ଗ୍ରୁପ ନାଟ୍ୟ ଚେତନାରେ ୧୮ ଜଣ ପୁରୁଷ କଳାକାର ଏବଂ ୭ ଜଣ ନାରୀ କଳାକାରକୁ ନେଇ ଗଠିତ ।[] ସେ ନାଟ୍ୟ ଗ୍ରାମ ନାମକ ଏକ ଥିଏଟର ଗ୍ରାମ ପ୍ରତିଷ୍ଠା କରିଛନ୍ତି ।[] ତାଙ୍କ ନାଟକ ସିନ୍ଧି ୯ ଜୁନ ୨୦୧୬ରେ ନେପାଳର ଅଛମସ୍ଥିତ କଳିକାସ୍ଥାନଠାରେ ପ୍ରଦର୍ଶିତ ହୋଇଥିଲେ ।[] ରାମାୟଣରୁ ଅନୁପ୍ରାଣିତ ନାଟକ ରାମଲୀଳା ଭୁବନେଶ୍ୱରସ୍ଥିତ ଭଞ୍ଜ କଳା ମଣ୍ଡପଠାରେ ତାଙ୍କ ଥିଏଟର ଗ୍ରୁପ‌ଦ୍ୱାରା ପ୍ରଦର୍ଶିତ କରାଯାଇଥିଲା ।[]

ଆନ୍ତର୍ଜାତୀୟ

ସମ୍ପାଦନା

ସେ ବେଲଜିଅମ‌ଠାରେ ଅନୁଷ୍ଠିତ ଷ୍ଟ୍ରିଟ୍ ଥିଏଟର୍ ଫେଷ୍ଟିଭାଲରେ ଅଂଶଗ୍ରହଣ କରିଥିଲେ । ୧୯୯୫ ମସିହାରୁ ସେ ଫ୍ରାନ୍ସପ୍ୟାରିସରେ ଆୟୋଜିତ ଅଷ୍ଟମ ବିଶ୍ୱ ଥିଏଟର କଂଗ୍ରେସରେ ଯୋଗ ଦେଇ ଆସୁଛନ୍ତି ।[]

ପ୍ରଶଂସା ଓ ସମ୍ମାନ

ସମ୍ପାଦନା
  • ପଶ୍ଚିମବଙ୍ଗର ଗୋବର୍ଦଙ୍ଗା ରୂପାନ୍ତର ନାମକ ଥିଏଟର ଗ୍ରୁପ‌ଦ୍ୱାରା ତାଙ୍କୁ ଋଷିକେଶ ଚାଟୋପାଧ୍ୟା ସ୍ମୃତି ସାମନ୍ନ ପ୍ରଦାନ କରାଯାଇଥିଲା ।[୧୦]

ପ୍ଲେଗ୍ରାଫି

ସମ୍ପାଦନା
ବର୍ଷ ଶୀର୍ଷକ ଷ୍ଟେଜ୍ ଆଧାର
୨୦୧୫ ଆବୁ ପୁର୍ବୋତ୍ତର ଜାତୀୟ ଥିଏଟର ମହୋତ୍ସବ [୧୧]
୨୦୧୬ ନିଆଁ ଅନ୍ନପୂର୍ଣ୍ଣା ରଙ୍ଗମାଞ୍ଚ (ପୁରୀ) ଏବଂ ନାଲକୋ ଅଡିଟୋରିୟମ୍ (ଭୁବନେଶ୍ୱର) [୧୨]
  1. Bureau, O. B. (2018-08-03). "Theatre Personality Subodh Patnaik Calls For More Attention To Indian Folk Drama". ODISHA BYTES (in ଆମେରିକୀୟ ଇଂରାଜୀ). Retrieved 2019-01-28.
  2. Chakra, Shyamhari (2012-08-30). "A pioneer in theatre". The Hindu (in Indian English). ISSN 0971-751X. Retrieved 2019-01-28.
  3. "Natya Chetana presents 'Abu' in NE - Times of India". The Times of India. Retrieved 2019-01-28.
  4. "Provoking thought with his plays". The Himalayan Times (in ଆମେରିକୀୟ ଇଂରାଜୀ). 2016-06-12. Retrieved 2019-01-28.[permanent dead link]
  5. Pioneer, The. "Natya Chetana dramas bridge Odisha, Bengal". The Pioneer (in ଇଂରାଜୀ). Retrieved 2019-01-28.
  6. "Odisha's unique 'theatre village'". www.merinews.com. Retrieved 2019-01-28.[permanent dead link]
  7. "Stairs of life". The Himalayan Times (in ଆମେରିକୀୟ ଇଂରାଜୀ). 2016-06-12. Retrieved 2019-01-28.[permanent dead link]
  8. Bureau, Latest Odisha News (2016-08-12). "Ramalila performed at Bhanja Kala Mandap by Natya Chetana". Latest Odisha News (in ଆମେରିକୀୟ ଇଂରାଜୀ). Retrieved 2019-01-28.
  9. "Thespian attends theatre congress". www.telegraphindia.com (in ଇଂରାଜୀ). Retrieved 2019-01-28.
  10. Pioneer, The. "Natya Chetana dramas bridge Odisha, Bengal". The Pioneer (in ଇଂରାଜୀ). Retrieved 2019-01-28.
  11. Singha, Minati (31 January 2019). "'Abu' in NE".
  12. "Theatre space goes beyond stage". www.telegraphindia.com (in ଇଂରାଜୀ). Retrieved 2019-01-30.