ପ୍ରମୋଦ କୁମାର ତ୍ରିପାଠୀ
ଓଡ଼ିଆ ନାଟ୍ୟକାର
ପ୍ରମୋଦ କୁମାର ତ୍ରିପାଠୀ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୧୯୯୯ ମସିହାରେ ତାଙ୍କ ରଚିତ ପୁସ୍ତକ ନିଶାନ୍ତ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]
ପ୍ରମୋଦ କୁମାର ତ୍ରିପାଠୀ | |
---|---|
ବୃତ୍ତି |
|
ଭାଷା | ଓଡ଼ିଆ |
ନାଗରିକତା | ଭାରତୀୟ |
ସାହିତ୍ୟ କୃତି | ନିଶାନ୍ତ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୯୯ |
ରଚନାବଳୀ
ସମ୍ପାଦନା- ନିଶାନ୍ତ[୨]
- ସମ୍ବାଳୁଆ
- ଶୁଣପରୀକ୍ଷ ଦଣ୍ଡଧାରୀ
- ଯେଉଁ ବନସ୍ତରେ ମଣିଷ ନାହିଁ
- ନାନା ମୁନି ନାନା ମତ
- ଗୋଟିଏ ବୁଲା କୁକୁରର ଜନ୍ମ ବୃତ୍ତାନ୍ତ
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା) - ୧୯୯୯[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 4 April 2024.
- ↑ "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.