ବସନ୍ତ କୁମାର ଶତପଥୀ

ଓଡ଼ିଆ ନାଟ୍ୟକାର ଓ ସାହିତ୍ୟିକ

ବସନ୍ତ କୁମାର ଶତପଥୀ (୨୬ ଜୁନ ୧୯୧୩ - ୨୦ ଫେବୃଆରୀ ୧୯୯୪)[୧] ମୟୂରଭଞ୍ଜ ଜିଲ୍ଲାର ବାଙ୍ଗିରିପୋଷିରେ ଜନ୍ମିତ ଜଣେ ଓଡ଼ିଆ ଗାଳ୍ପିକ, ପ୍ରାବନ୍ଧିକ, ନାଟ୍ୟକାର ଓ ଓଡ଼ିଆ ଅଧ୍ୟାପକ ।[୨] ବସନ୍ତ କୁମାର ଶତପଥୀ, ଜଣେ ଇଂରାଜୀ ଅଧ୍ୟାପକ ଭାବରେ ଶିକ୍ଷାଦାନ କରି, ଫକୀର ମୋହନ କଲେଜର ଇଂରାଜୀ ଭାଷା ବିଭାଗର ମୁଖ୍ୟ ଭାବରେ ସେବାନିବୃତ ହୋଇଥିଲେ ।

ବସନ୍ତ କୁମାର ଶତପଥୀ
ଜନ୍ମ ଓ ଜନ୍ମସ୍ଥାନ(1913-06-26)୨୬ ଜୁନ ୧୯୧୩
ପାନ୍ଧଡା, ବାଙ୍ଗିରିପୋଷି, ମୟୂରଭଞ୍ଜ ଜିଲ୍ଲା
ମୃତ୍ୟୁ୨୦ ଫେବୃଆରୀ ୧୯୯୪(1994-02-20) (ବୟସ ୮୦)
ବିଷୟନାଟକ, ଗପ, ଏକାଙ୍କିକା, ରମ୍ୟ ରଚନା, ସମାଲୋଚନା, ଅନୁବାଦନ
ସାହିତ୍ୟ କୃତିଆଣ୍ଟି ରୋମାଣ୍ଟିକ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୬୮
ସନ୍ତାନଶାନ୍ତନୁ ଶତପଥୀ, ସଞ୍ଜୟ ଶତପଥୀ

ରଚନାବଳୀ ସମ୍ପାଦନା

ବସନ୍ତଙ୍କ ସାହିତ୍ୟରେ ଗାଉଁଲି ମଣିଷ ଓ ଦଳିତ ଅବହେଳିତ ମଣିଷର ଜୀବନ କାହାଣୀ ବର୍ଣ୍ଣିତ । ତାଙ୍କ ରଚନାରେ ସାଧାରଣ ଓ ସରଳ ଭାଷାର ବ୍ୟବହାର ଦେଖିବାକୁ ମିଳିଥାଏ । ବ୍ୟଙ୍ଗ ଓ କଟାକ୍ଷ ତାଙ୍କ ରଚନାର ଅନ୍ୟତମ ମୁଖ୍ୟ ବିଭବ । ଜୀବନର ଦୁଃଖ, ଯାତନା ମଧ୍ୟରୁ ସେ ତାଙ୍କ ସାହିତ୍ୟ ସର୍ଜନା ପାଇଁ ବାଟ କାଢିନେଇଛନ୍ତି । ବସନ୍ତଙ୍କର ବ୍ୟଙ୍ଗ ସାହିତ୍ୟର ପରିସରରୁ କେହି ବାଦ ପଡିନାହନ୍ତି, ଏପରିକି ସେ ନିଜେ ନିଜକୁ ମଧ୍ୟ ବ୍ୟଙ୍ଗ କରିଛନ୍ତି ନିଜ ରଚନା ମାଧ୍ୟମରେ । ତାଙ୍କର ପ୍ରଥମ ଗଳ୍ପ ସଂକଳନ ଥିଲା "ଆଣ୍ଟି ରୋମାଣ୍ଟିକ" ।

ନିଜ ରଚନା ବାବଦରେ ଶତପଥୀ କହନ୍ତି :

ମୋ ସୃଷ୍ଟି ବ୍ୟାଧିଗ୍ରସ୍ତ କଳ୍ପନାବିଳାସ ଓ ପ୍ରୟୋଗବାଦ ବିରୋଧରେ ବିପ୍ଳବ । ମୁଁ କେବଳ ଯାହା ଜାଣେ, ତାହା ଲେଖେ ।

[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ମିଶ୍ର, ଡ. ପଞ୍ଚାନନ. "ଚରାଚରର କଥାକାର". ଧରିତ୍ରୀ. Retrieved 26 June 2017.
  2. ସମ୍ପଦନା; ମିଶ୍ର, ଗଣେଶ୍ୱର (2007). ସ୍ୱାଧୀନତା ପରବର୍ତ୍ତୀ ଓଡ଼ିଆ କ୍ଷୁଦ୍ର ଗଳ୍ପ. ନୂଆ ଦିଲ୍ଲୀ -୧୧୦୦୧୬: ନ୍ୟାସନାଲ ବୁକ ଟ୍ରଷ୍ଟ , ଇଣ୍ଡିଆ. p. ୨୯୩. ISBN 978-81-237-5143-6.{{cite book}}: CS1 maint: location (link) CS1 maint: multiple names: authors list (link)
  3. Mohan Lal (1992). Encyclopaedia of Indian Literature: Sasay to Zorgot. Sahitya Akademi. pp. 3864–. ISBN 978-81-260-1221-3.
  4. ପଟ୍ଟନାୟକ, ବିଭୂତି (ସଂପାଦନା) (2000). ସମସାମୟିକ ଓଡ଼ିଆ ଗଳ୍ପମାଳା. ନୂଆ ଦିଲ୍ଲୀ: ନ୍ୟାସନାଲ ବୁକ ଟ୍ରଷ୍ଟ ଇଣ୍ଡିଆ. p. ୨୪୧. ISBN 81-237-2965-0. Archived from the original on 24 March 2019. Retrieved 27 March 2019.
  5. Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000)
  6. D. S. Rao (1 January 2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 123–. ISBN 978-81-260-2060-7.
  7. Fakir Mohan Senapati (1984). Phakirmohan, his life & literature. Phakirmohan Sahitya Parisad.
  8. The Indian P.E.N. P.E.N. All-India Centre. 1975.
  9. "ବାସ୍ତବବାଦୀ କଥାକାର ବସନ୍ତ". ସମ୍ବାଦ ୨୬/୦୬/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪. 26 June 2015. Archived from the original on 4 March 2016. Retrieved 26 June 2015.
  10. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର. Archived from the original on 21 February 2020. Retrieved 26 June 2017.
  11. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୧ ଜୁନ ୨୦୨୧. {{cite web}}: Check date values in: |accessdate= (help)

Lua error in package.lua at line 80: module 'Module:Authority control/config' not found.