ସୂର୍ଯ୍ୟମଣି ଖୁଣ୍ଟିଆ

ଓଡ଼ିଆ ଅନୁବାଦକ, ସାହିତ୍ୟିକ

ସୂର୍ଯ୍ୟମଣି ଖୁଣ୍ଟିଆ (ଜନ୍ମ ୧୦ ଫେବୃଆରୀ ୧୯୫୨) ଜଣେ ଓଡ଼ିଆ ଲେଖକ ଓ ଅନୁବାଦକ । ତାଙ୍କର ୨୪ଖଣ୍ଡ ପୁସ୍ତକ ପ୍ରକାଶିତ ହୋଇସାରିଛି । ନିଜ ଅନୁବାଦ ପୁସ୍ତକ ଯୁଗାନ୍ତପାଇଁ ସେ ୨୦୧୭ ମସିହାରେ କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର ଲାଭ କରିଥିଲେ ।[୧] ଏହି ପୁସ୍ତକଟି ମରାଠି ଲେଖକ ଇରାବତି ଖାର୍ଭେଙ୍କର ପୁସ୍ତକର ଓଡ଼ିଆ ଅନୁବାଦ । ସୂର୍ଯ୍ୟମଣି ବୃତ୍ତିରେ ଜଣେ ଶିକ୍ଷକ ।[୨]

ସୂର୍ଯ୍ୟମଣି ଖୁଣ୍ଟିଆ
ଜନ୍ମ ଓ ଜନ୍ମସ୍ଥାନ (1952-02-10) ୧୦ ଫେବୃଆରୀ ୧୯୫୨ (ବୟସ ୭୨)
ବେଗନା, କୋରେଇ, ଯାଜପୁର
ଭାଷାଓଡ଼ିଆ, ଇଂରାଜୀ
ଜାତୀୟତାଭାରତୀୟ

ରଚନାବଳୀ ସମ୍ପାଦନା

  • ନୀଳନଦୀରୁ ଚନ୍ଦ୍ରଭାଗା
  • ‘ଚା’ ବଗିଚାର ଦୁଇଟି ଝିଅ
  • ଶେଷରାତ୍ରିର ଅଙ୍ଗ
  • ଖେଳନା
  • ଯୁଗାନ୍ତ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ଅନୁବାଦ ପୁରସ୍କାର - ୨୦୧୭ (ଯୁଗାନ୍ତ ପାଇଁ)[୩]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୩[୪]
  • ଗୋବିନ୍ଦ ନାରାୟଣ ଆଧ୍ୟାତ୍ମିକ ସାହିତ୍ୟ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଗୋକର୍ଣ୍ଣିକା ସମ୍ମାନ
  • ଯାଜପୁର ଜିଲ୍ଲା ମହୋତ୍ସବ ସମ୍ମାନ
  • ଯାଜପୁର ଜିଲ୍ଲା ଲେଖକ ସମ୍ମିଳନୀ ସମ୍ମାନ[୫]

ଆଧାର ସମ୍ପାଦନା

  1. http://www.samajalive.in/post.php?ref=14481&post=%E0%AC%97%E0%AD%9F%E0%AC%A4%E0%AC%B0-%E0%AC%B8%E0%AC%B0%E0%AC%AB-%E0%AC%93-%E0%AC%B8%E0%AC%B0%E0%AC%AF[permanent dead link]
  2. https://www.telegraphindia.com/states/odisha/akademi-honour-for-two-from-state-195295
  3. http://www.newindianexpress.com/states/odisha/2017/dec/22/odia-writers-gayatri-saraf-suryamani-khuntia-bag-kendra-sahitya-akademi-award-1733962.html
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 22 December 2017.
  5. https://www.dharitri.com/state-news?Dharitri=5a3bd0011079a