ବିଜୟ କୁମାର ପ୍ରଧାନ

ଭାରତୀୟ ଅନୁବାଦକ ଓ ଓଡ଼ିଆ-ଭାଷୀ ଲେଖକ

ବିଜୟ କୁମାର ପ୍ରଧାନ (ଜନ୍ମ: ୨୦ ନଭେମ୍ବର ୧୯୫୪; ମୁଣ୍ଡଳା, ଆନ୍ଧ୍ର ପ୍ରଦେଶ) ଜଣେ ଓଡ଼ିଆ ଲେଖକ ତଥା ଅନୁବାଦକ, ଯିଏକି ୨୦୧୩ ମସିହାରେ ତାଙ୍କ ଅନୁବାଦ ପୁସ୍ତକ ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧] ଏହା ବ୍ୟତୀତ କିଛି ଲାଭ ନାହିଁ, କିନ୍ନର କଥା, ମହଲ ଭଳି ଅନେକ ଅନୁବାଦ ପୁସ୍ତକ ରଚନା କରିଛନ୍ତି ।[୨]

ବିଜୟ କୁମାର ପ୍ରଧାନ
ଜନ୍ମ ଓ ଜନ୍ମସ୍ଥାନ (1954-11-20) ୨୦ ନଭେମ୍ବର ୧୯୫୪ (ବୟସ ୬୯)
ମୁଣ୍ଡଳା, ଶ୍ରୀକାକୁଲମ, ଆନ୍ଧ୍ର ପ୍ରଦେଶ
ବୃତ୍ତି
  • ଲେଖକ
  • ଅନୁବାଦକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଅନୁବାଦ), ୨୦୧୩

ଜୀବନୀ ସମ୍ପାଦନା

୧୯୫୪ ମସିହାର ନଭେମ୍ବର ୨୦ ତାରିଖରେ ସେ ଆନ୍ଧ୍ର ପ୍ରଦେଶର ଶ୍ରୀକାକୁଲମସ୍ଥିତ ମୁଣ୍ଡଳାଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନରୁ ସେ ହିନ୍ଦୀ କ୍ଷୁଦ୍ରଗଳ୍ପକୁ ଓଡ଼ିଆକୁ ଅନୁବାଦ କରୁଥିଲେ । ୨୦୧୨ ମସିହାରେ ତାଙ୍କ ପ୍ରଥମ ଅନୁବାଦ ପୁସ୍ତକ ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ ପ୍ରକାଶିତ ହୋଇଥିଲା ।[୩]

ରଚନାବଳୀ ସମ୍ପାଦନା

  • ଅଜାତ ସୁନ୍ଦରୀ ଓ ଅନ୍ୟାନ୍ୟ ଗଳ୍ପ
  • ପାଇକ ରିବେଲିଅନ୍: ପ୍ରିକର୍‌ସର ଟୁ ଫ୍ରିଡମ୍ ଷ୍ଟ୍ରଗଲ୍ ଇନ୍ ଇଣ୍ଡିଆ
  • କାଳକଥା[୪]
  • କିଛି ଲାଭ ନାହିଁ
  • କିନ୍ନର କଥା
  • ମହଲ
  • ଯୁଦ୍ଧନାଦ
  • ମୁଁ ପାୟଲ
  • ଜଙ୍ଗଲ ଜଙ୍ଗଲ ପର୍ବତ ପର୍ବତ
  • ରାଜନର୍ତ୍ତକୀ

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 19 April 2024. {{cite web}}: |archive-date= / |archive-url= timestamp mismatch; 9 ଜାନୁଆରୀ 2024 suggested (help)
  2. "ଉଭୟ ଭାଷା ପ୍ରତି ଯଥେଷ୍ଟ ଜ୍ଞାନ ଥିଲେ ହିଁ ଜଣେ ସଫଳ ଅନୁବାଦକ ହୋଇପାରିବ : ବିଜୟ କୁମାର ପ୍ରଧାନ". Odisha Sambad (in ଆମେରିକୀୟ ଇଂରାଜୀ). 2022-05-29. Retrieved 2024-04-22.
  3. "ଅଳ୍ପ ଆଳାପ: ବିଜୟ କୁମାର ପ୍ରଧାନ". 10 December 2023. Archived from the original on 10 December 2023. Retrieved 22 April 2024.
  4. "ଅନୁବାଦ ସାହିତ୍ୟରେ ଚର୍ଚ୍ଚିତ ଚେହେରା କୋରାପୁଟର ସାହିତ୍ୟିକ ବିଜୟ ପ୍ରଧାନ". ETV Bharat News. 2023-08-06. Retrieved 2024-04-22.
  5. "୨୦୧୩ ଓ ୧୪ ଲାଗି ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର". ସମ୍ବାଦ ପୋର୍ଟାଲ. 28 October 2017. Retrieved 22 April 2024.