ହରିହର ଶୁକ୍ଳ (ଜନ୍ମ: ୧୩ ଅପ୍ରେଲ ୧୯୬୧) ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ନିଜ ଶିଶୁ କବିତା ପୁସ୍ତକ ମାଟି ମୁଲକରେ ସରଗଫୁଲ ନିମନ୍ତେ ୨୦୦୪ରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

ହରିହର ଶୁକ୍ଳ
ଜନ୍ମ ଓ ଜନ୍ମସ୍ଥାନ (1961-04-13) ୧୩ ଅପ୍ରେଲ ୧୯୬୧ (ବୟସ ୬୩)
ରମ୍ଭିଳା, ଭଦ୍ରକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିମାଟି ମୁଲକରେ ସରଗଫୁଲ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୪)

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

ହରିହର ୧୯୬୧ ମସିହା ଅପ୍ରେଲ ମାସ ୧୩ ତାରିଖରେ ଭଦ୍ରକ ଜିଲ୍ଲାର ରମ୍ଭିଳା ଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିଶୁ ସାହିତ୍ୟିକ ଭାବେ ଜଣାଶୁଣା ।

ରଚନାବଳୀ

ସମ୍ପାଦନା

ଶିଶୁ ସାହିତ୍ୟ

ସମ୍ପାଦନା
  • ହସି ହସାଇବା ଦୁନିଆ ଆସ (କବିତା ୧୯୯୩)
  • ମାଟି ମୁଲକରେ ସରଗଫୁଲ (କବିତା, ୨୦୦୩)
  • ଟୋବା ଟେକ୍ ସିଂହ (ଅନୁବାଦ, ୨୦୦୫)
  • ରମଣ ଓ ରାଜା (୨୦୦୬)
  • ଗପର ମହକ ଗୀତର ମହୁ (କବିତା)

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ପ୍ରବାସୀ ବନ୍ଧୁ ସମ୍ମାନ, କଲିକତା ୧୯୯୬
  • ମୀନାବଜାର ଶିଶୁ ସାହିତ୍ୟ ସମ୍ମାନ, ୧୯୯୮
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୪ରେ ମାଟି ମୁଲକରେ ସରଗଫୁଲ ପାଇଁ
  • ସଂସାର ସମ୍ମାନ, ୨୦୦୫
  • ଝୁମୁକା ପୁରସ୍କାର, ୨୦୧୮
  1. http://odishasahityaakademi.org/English/sahitya-award10.php