ଇନ୍ଦିରା ଦାଶ

ଓଡ଼ିଆ ସାହିତ୍ୟିକ

ଇନ୍ଦିରା ଦାଶ(ଜନ୍ମ :୧୧ ମଇ ୧୯୪୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ୨୦୧୪ ମସିହାରେ ସେ ନିଜ ଉପନ୍ୟାସ "ନିର୍ବାଣ ଅଭିସାର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।[୧] ସେ ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ଶିଶୁ ସାହିତ୍ୟ ଇତ୍ୟାଦି ଲେଖନ୍ତି । ତାଙ୍କର ଦଶରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ଜନ୍ମ ଓ ଜନ୍ମସ୍ଥାନଇନ୍ଦିରା ଦାଶ
(1946-05-11) ୧୧ ମଇ ୧୯୪୬ (ବୟସ ୭୭)
ପୁରୀ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ

ରଚନାବଳୀ ସମ୍ପାଦନା

ଗଳ୍ପ ସମ୍ପାଦନା

  • ଆତ୍ରେୟ ଗୋତ୍ର - ୨୦୦୦
  • ମନ ଦର୍ପଣ - ୧୯୯୭
  • ରେଳ ଲାଇନର ଏକଡେ ସେକଡେ - ୧୯୯୭
  • ହଜି ଯାଉଥିବା ଦିନ
  • ସତିତ୍ୱ ଇତ୍ୟାଦି - ୧୯୮୭
  • ନବଗୁଞ୍ଜର - ୧୯୯୬

ଉପନ୍ୟାସ ସମ୍ପାଦନା

  • ବହ୍ନିସ୍ନାତା - ୨୦୦୪]
  • ଅର୍ଦ୍ଧସତ୍ୟ - ୨୦୦୪
  • ମୋ ବାଲକୋନୀରୁ ମିଶ୍ରବାବୁଙ୍କ ଘର - ୨୦୦୭
  • ଭାରତୀୟ ରେଳଜୀବନର କାହାଣୀ - ୨୦୦୭
  • ବନ୍ଧନ ନୁହେଁ ବନ୍ଧୁତ୍ୱ ଚାହେଁ - ୨୦୧୦
  • ନିର୍ବାଣ ଅଭିସାର[୨]
  • ନୀଳଜୋତ୍ସ୍ନା[୩]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪(ନିର୍ବାଣ ଅଭିସାର ପାଇଁ)[୪]
  • ଓଡ଼ିଆ ପ୍ରଗତୀସଂଘ ପୁରସ୍କାର, କଲିକତା
  • ଦୁର୍ଗାମାଧବ ସ୍ମରଣୀକା ପୁରସ୍କାର
  • ପ୍ରାଣନାଥ ସଂସଦ ସମ୍ମାନ
  • ସୁଧନ୍ୟା ପୁରସ୍କାର
  • ବିଜୟକୃଷ୍ଣ ଗଳ୍ପ ପୁରସ୍କାର
  • ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମାରକୀ ପୁରସ୍କାର[୫]

ଆଧାର ସମ୍ପାଦନା

  1. http://sambad.in/state/24-litterateurs-to-get-odisha-sahitya-akademi-award-17677/
  2. http://www.dharitri.com/main/news/12698
  3. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଜୁନ ୧୩ - ୨୬ ପୃଷ୍ଠା ୫. Retrieved 15 June 2018.
  4. http://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196
  5. http://sahitya-akademi.gov.in/sahitya-akademi/SASearchSystem/sauser/writerinfo.jsp?wrids=228