ଇନ୍ଦିରା ଦାଶ

ଓଡ଼ିଆ ସାହିତ୍ୟିକ

ଇନ୍ଦିରା ଦାଶ(ଜନ୍ମ :୧୧ ମଇ ୧୯୪୬) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ । ୨୦୧୪ ମସିହାରେ ସେ ନିଜ ଉପନ୍ୟାସ "ନିର୍ବାଣ ଅଭିସାର" ପାଇଁ ଏହି ପୁରସ୍କାର ଲାଭ କରିଥିଲେ ।[] ସେ ଗଳ୍ପ, ଉପନ୍ୟାସ, ଭ୍ରମଣ କାହାଣୀ ଓ ଶିଶୁ ସାହିତ୍ୟ ଇତ୍ୟାଦି ଲେଖନ୍ତି । ତାଙ୍କର ଦଶରୁ ଉର୍ଦ୍ଧ୍ୱ ପୁସ୍ତକ ପ୍ରକାଶିତ ହୋଇସାରିଛି ।

ଜନ୍ମ ଓ ଜନ୍ମସ୍ଥାନଇନ୍ଦିରା ଦାଶ
(1946-05-11) ୧୧ ମଇ ୧୯୪୬ (ବୟସ ୭୮)
ପୁରୀ
ଜାତୀୟତାଭାରତୀୟ
ଶିକ୍ଷାସ୍ନାତକ

ରଚନାବଳୀ

ସମ୍ପାଦନା
  • ସତୀତ୍ୱ ଇତ୍ୟାଦି - ୧୯୮୭
  • କିଛି ସତ ୧୯୯୩
  • ନବଗୁଞ୍ଜର - ୧୯୯୬
  • ମନ ଦର୍ପଣ - ୧୯୯୭
  • ରେଳ ଲାଇନର ଏକଡେ ସେକଡେ - ୧୯୯୭
  • ଆତ୍ରେୟ ଗୋତ୍ର - ୨୦୦୦
  • ହଜି ଯାଉଥିବା ଦିନ
  • ମୋ ବାଲକୋନୀରୁ ମିଶ୍ରବାବୁଙ୍କ ଘର - ୨୦୦୭
  • ଅର୍ଦ୍ଧସତ୍ୟ - ୨୦୦୪
  • ଭାରତୀୟ ରେଳଜୀବନର କାହାଣୀ - ୨୦୦୭
  • ମଧ୍ୟରାତ୍ରୀର ଚନ୍ଦ୍ରମା
  • ହଜି ଯାଇଥିବା ଦିନ
  • ଗଳ୍ପ ସତର ରଙ୍ଗର
  • ସମୟ ସ୍ରୋତରେ ଜୀବନ ୨୦୧୫
  • ଅନ୍ୟ ଏକ ପୃଥିବୀ ୨୦୧୬
  • କାହିଁ ଥିଲୁ ଲୋ ଖୁଦ ଜାଉ ୨୦୨୦ (ବିଦ୍ୟାପୁରୀ, କଟକ)
  • ସ୍ୱର୍ଣ୍ଣପୁଷ୍ପ ଓ ଅନ୍ୟାନ୍ୟ ଗଳ୍ପ
  • ଭିନ୍ନ ସମାଜର ଭିନ୍ନ ମଣିଷ ୨୦୨୪
  • ମୁଁ ଓ ମୋ ଜଗନ୍ନାଥ ୨୦୨୦ (ପଶ୍ଚିମା ପବ୍ଲିକେଶନ୍)

ଉପନ୍ୟାସ

ସମ୍ପାଦନା
  • ବହ୍ନିସ୍ନାତା - ୨୦୦୪
  • ନିର୍ବାଣ ଅଭିସାର[] ୨୦୧୨
  • ବନ୍ଧନ ନୁହେଁ ବନ୍ଧୁତ୍ୱ ଚାହେଁ - ୨୦୧୦
  • ନୀଳଜୋତ୍ସ୍ନା[]
  • ମୋହମୁକ୍ତି
  • କୃଷ୍ଣ ପ୍ରାସାଦର ମହାରାଣୀ
  • କୁମାରୀ (ବିଦ୍ୟାପୁରୀ)

ଅନ୍ୟାନ୍ୟ

  • ଆଇକମ୍ ବାଇକମ୍ ତାରାତୁରୀ (ଶିଶୁ ଗପ) ୨୦୧୧
  • କଥା କୌସ୍ତୁଭ (ଶିଶୁ ଗପ)
  • ଭାରତୀୟ ପୌରାଣିକ କଥା ଓ କାହାଣୀ (ଶିଶୁ ଗପ)
  • ଐଶ୍ୱର୍ଯ୍ୟମୟୀ ଆମେରିକା (ଭ୍ରମଣ କାହାଣୀ)
  • ଦେବୀ (କବିତା) ୨୦୨୦

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୪(ନିର୍ବାଣ ଅଭିସାର ପାଇଁ)[]
  • ଓଡ଼ିଆ ପ୍ରଗତିସଂଘ ପୁରସ୍କାର, କଲିକତା
  • ଦୁର୍ଗାମାଧବ ସ୍ମରଣୀକା ପୁରସ୍କାର
  • ପ୍ରାଣନାଥ ସଂସଦ ସମ୍ମାନ
  • ସୁଧନ୍ୟା ପୁରସ୍କାର
  • ବିଜୟକୃଷ୍ଣ ଗଳ୍ପ ପୁରସ୍କାର
  • ପୂର୍ଣ୍ଣେନ୍ଦୁ ମିଶ୍ର ସ୍ମାରକୀ ପୁରସ୍କାର[]
  1. http://sambad.in/state/24-litterateurs-to-get-odisha-sahitya-akademi-award-17677/
  2. http://www.dharitri.com/main/news/12698
  3. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ଜୁନ ୧୩ - ୨୬ ପୃଷ୍ଠା ୫. Archived from the original on 16 August 2018. Retrieved 15 June 2018.
  4. http://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196
  5. http://sahitya-akademi.gov.in/sahitya-akademi/SASearchSystem/sauser/writerinfo.jsp?wrids=228