ଆଶୁତୋଷ ପରିଡ଼ା

ଓଡ଼ିଆ କବି

ଆଶୁତୋଷ ପରିଡ଼ା (ଜନ୍ମ : ୧୯୪୬) ଜଣେ ଭାରତୀୟ ବୈଜ୍ଞାନିକ ଓ ଓଡ଼ିଆ ଭାଷୀ ସାହିତ୍ୟିକ । ସେ ୧୯୯୦ ମସିହାରେ ତାଙ୍କ କବିତା ସଂକଳନ ଇପସିତ କ୍ରୋଧ ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧] ତାଙ୍କ କବିତା ଅନ୍ୟ ଭାରତୀୟ ଭାଷାମାନଙ୍କରେ ଅନୂଦିତ ହୋଇଛି ।[୨] ସେ ଭୁବନେଶ୍ୱରସ୍ଥିତ ଖଣିଜ ଏବଂ ପଦାର୍ଥ ପ୍ରୌଦ୍ଯୋଗିକୀ ସଂସ୍ଥାର ନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଛନ୍ତି ।[୩]

ଆଶୁତୋଷ ପରିଡ଼ା
Ashutosh Parida
୨୦୨୩ ମସିହାର ଭଦ୍ରକଠାରେ ଆୟୋଜିତ କବି ବସନ୍ତ ମୁଦୁଲି ସ୍ମୃତି ସମାରୋହରେ ଆଶୁତୋଷ ପରିଡ଼ା ।
Bornଫେବୃଆରୀ ୧୯୪୬
Nationalityଭାରତୀୟ
Employerଖଣିଜ ଏବଂ ପଦାର୍ଥ ପ୍ରୌଧୋଗିକୀ ସଂସ୍ଥା
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୩
ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୧୯୯୦

ଜୀବନୀ ସମ୍ପାଦନା

ଆଶୁତୋଷ ୧୯୪୬ ମସିହା ଫେବୃଆରୀ ମାସରେ କେନ୍ଦ୍ରାପଡ଼ାଠାରେ ଜନ୍ମଗ୍ରହଣ କରିଥିଲେ । ସେ ଆରଇସି ରାଉରକେଲାରୁ ଇଞ୍ଜିନିୟରିଂରେ ସ୍ନାତକ ଓ ଆଇଆଇଟି ଖଡ଼ଗପୁରରେ ଆବର୍ତ୍ତ ପୃଥକୀକରଣ ଯନ୍ତ୍ରର ପ୍ରସ୍ତୁତି ନେଇ ଗବେଷଣା କରିଛନ୍ତି । ସେ ଭୁବନେଶ୍ବର ଆଞ୍ଚଳିକ ଗବେଷଣା କେନ୍ଦ୍ରରେ ବୈଜ୍ଞାନିକ ଭାବେ କାର୍ଯ୍ୟ କରିଥିଲେ ।[୪]

ରଚନାବଳୀ ସମ୍ପାଦନା

  • ଅଂଗାର ଗାର - ୨୦୦୩ (ଚିତ୍ରୋତ୍ପଳା ପବ୍ଲିକେଶନ୍ସ)
  • ଆକ୍ରାନ୍ତ ଅକ୍ଷର - ୨୦୧୪ (ପ୍ରଗତି)
  • ଅନ୍ତରାଳ - ୨୦୦୮ (ପ୍ରଗତି)
  • ଚଂଡ଼ାଳ - ୧୯୯୧ (ବିଜୟ ଶଙ୍କର ପାତ୍ର)
  • ଦେଶ ନଥିବା ଲୋକ - ୨୦୧୦ (ପଶ୍ଚିମା ପବ୍ଲିକେଶନସ)
  • ଈପସିତ କ୍ରୋଧ - ୧୯୯୬ (ପାଇନ୍ ବୁକ୍ସ)
  • କାଳଧ୍ୱନି - ୨୦୧୧ (ପ୍ରଗତି)
  • ରକ୍ତବର୍ଣ୍ଣ ବାଲି - ୨୦୦୦ (ଚିତ୍ରୋତ୍ପଳା ପବ୍ଲିକେସନ୍)ଚିତ୍ରୋତ୍ପଳା ପବ୍ଲିକେଶନ୍ସ
  • କଳାତ୍ମକ ବାସ୍ତବତା: ଭିତ୍ତି ଓ ଅଙ୍ଗୀକାର - ୨୦୧୧ (ସୁବର୍ଣ୍ଣଶ୍ରୀ ପ୍ରକାଶିନୀ)[୫]
  • ଅପ୍ରସ୍ତୁତ ମୃତ୍ୟୁ

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୨୩ (ଅପ୍ରସ୍ତୁତ ମୃତ୍ୟୁ)[୬]
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (କାବ୍ୟ କବିତା) - ୧୯୯୦[୭]
  • ସତ୍ୟବାଦି ସାହିତ୍ୟ ସମ୍ମାନ (କବିତା) - ୨୦୧୮[୮]

ଆଧାର ସମ୍ପାଦନା

  1. Indian Literature. Sahitya Akademi. 2006.
  2. "All-India Radio celebrates poetry in different languages - Times of India". The Times of India. Retrieved 2019-02-21.
  3. Cuttack Review of Literature, Criticiscm & Ideas. S. Patnaik. 1982.
  4. Ojha, Sibasankar (20 December 2023). "ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ୨୦୨୩ ମସିହା ପାଇଁ ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Sambad. Retrieved 20 December 2023.
  5. "National Library Online Catalogue". opac.nationallibrary.gov.in. National Library of India. Retrieved 21 February 2019.
  6. (PM), Samaja Digital (20 December 2023). "ବିଶିଷ୍ଟ ‌କବି ଆଶୁତୋଷ ପରିଡ଼ା ପାଇବେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର". Samaja Live. Retrieved 20 December 2023.
  7. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Archived from the original on 13 June 2016. Retrieved 21 February 2019.
  8. "ସତ୍ୟବାଦି ସାରସ୍ୱତ ଓ ସାହିତ୍ୟ ସମ୍ମାନ୍ ୨୦୧୮". samajalive.in. The Samaja. Retrieved 21 February 2019.