ପ୍ରମିଳା ନାୟକ

ଭାରତୀୟ ଓଡ଼ିଆ-ଭାଷୀ ଲେଖିକା

ପ୍ରମିଳା ନାୟକ ଜଣେ ଭାରତୀୟ ଓଡ଼ିଆ-ଭାଷୀ ଲେଖିକା । ତାଙ୍କର ରଚନାଗୁଡ଼ିକ ମୁଖ୍ୟତଃ ଶିଶୁ ସାହିତ୍ୟଭିତ୍ତିକ । ତାଙ୍କ ରଚିତ ଓଡ଼ିଆ ଶିଶୁ ସାହିତ୍ୟ ପୁସ୍ତକ "ନାଲି ସୁରୁଜ ବୁଣେ ମୁରୁଜ" ପାଇଁ ଓଡ଼ିଶା ସରକାର ତାଙ୍କୁ ୧୯୭୯ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରିଥିଲେ ।[୨][୧]

ପ୍ରମିଳା ନାୟକ
ଜନ୍ମ
ପ୍ରମିଳା ନାୟକ
ଜାତୀୟତା ଭାରତୀୟ
ପ୍ରସିଦ୍ଧିସାହିତ୍ୟିକ
ଉଲ୍ଲେଖନୀୟ କୃତି"ନାଲି ସୁରୁଜ ବୁଣେ ମୁରୁଜ"[୧]
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ସମ୍ମାନ[୨]

ରଚନାବଳୀ ସମ୍ପାଦନା

  • "ନାଲି ସୁରୁଜ ବୁଣେ ମୁରୁଜ" (୧୯୭୯, ଶିଶୁ ସାହିତ୍ୟ ପୁସ୍ତକ)[୧]

ଆଧାର ସମ୍ପାଦନା

  1. ୧.୦ ୧.୧ ୧.୨ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". Odisha Sahitya Akademi. ଓଡ଼ିଶା ସାହିତ୍ୟ ଏକାଡେମୀ. 30 April 2021. Archived from the original on 17 January 2020. Retrieved 17 August 2021.{{cite web}}: CS1 maint: bot: original URL status unknown (link)
  2. ୨.୦ ୨.୧ Odisha Reference Annual - 2011: Odisha Sahitya Academy Awarded Books And Writers (PDF). Bhubaneswar: Information & Public Relations Department, Government of Odisha. 2011. Retrieved 17 August 2021.