ବିଜୟିନୀ ଦାସ
ଓଡ଼ିଆ ସାହିତ୍ୟିକ
ବିଜୟିନୀ ଦାସ (ଜନ୍ମ : ୧୯୪୪)[୧], ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଓଡ଼ିଆ ସାହିତ୍ୟିକା ।[୨] ୧୯୯୧ ମସିହାରେ ନିଜ ଉପନ୍ୟାସ "ଦେବଦାସୀ" ପାଇଁ ସେ ଏହି ପୁରସ୍କାର ଲାଭ କରିଥିଲେ ।[୩] ୧୯୮୧ ମସିହାରେ ନିର୍ମିତ ଓଡ଼ିଆ ଚଳଚ୍ଚିତ୍ର ଟିକେ ହସ ଟିକେ ଲୁହ ବିଜୟିନୀଙ୍କ ଉପନ୍ୟାସ ଉପରେ ପର୍ଯ୍ୟବସିତ ଥିଲା ।[୪]
ବିଜୟିନୀ ଦାସ | |
---|---|
ବୃତ୍ତି | ଔପନ୍ୟାସିକ |
ଭାଷା | ଓଡ଼ିଆ, |
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧ |
ରଚନାବଳୀ ସମ୍ପାଦନ କରନ୍ତୁ
- ଶରାହତ - ୧୯୮୧ (ଜୀବନରଙ୍ଗ ପ୍ରକାଶନ)
- ସୂର୍ଯ୍ୟୋଦୟ - ୧୯୮୩ (ଜୀବନରଙ୍ଗ ପ୍ରକାଶନ)
- ବାଗ୍ ଦତ୍ତା - ୧୯୮୬ (ନାଳନ୍ଦା)
- ଦେବଦାସୀ - ୧୯୮୯ (ନାଳନ୍ଦା)
- ପରପୁରୁଷ - ୨୦୦୭ (କାହାଣୀ)
- ମଧୁପର୍କ - ୨୦୦୦ (ଜୀବନରଙ୍ଗ ପ୍ରକାଶନ)[୫]
ପୁରସ୍କାର ଓ ସମ୍ମାନ ସମ୍ପାଦନ କରନ୍ତୁ
- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୧
- ବୀଣାପାଣି ମହାନ୍ତି କଥା ସାହିତ୍ୟ ପୁରସ୍କାର - ୨୦୨୦ ( ଗଙ୍ଗାଧର ରଥ ଫାଉଣ୍ଡେସରଦ୍ୱାରା ପ୍ରଦତ୍ତ )[୬]
ଆଧାର ସମ୍ପାଦନ କରନ୍ତୁ
- ↑ Nagendra Kr Singh (2001). Encyclopaedia of women biography: India, Pakistan, Bangladesh. A.P.H. Pub. Corp. ISBN 978-81-7648-264-6.
- ↑ Yamuna Raja Rao (1 September 1993). Image Of Woman In Indian Literature. B.R. Publishing Corporation. ISBN 978-81-7018-750-9.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Academy. Retrieved 24 December 2018.
- ↑ K. Moti Gokulsing; Wimal Dissanayake (17 April 2013). Routledge Handbook of Indian Cinemas. Routledge. pp. 114–. ISBN 978-1-136-77291-7.
- ↑ "National Library of India". opac.nationallibrary.gov.in. National Library of India. Retrieved 25 January 2019.
- ↑ "ଗଙ୍ଗାଧର ରଥ ଫାଉଣ୍ଡେସନ ସମ୍ମାନ ପ୍ରଦାନ ସମାରୋହ". No. ସମ୍ବାଦ ୦୪/୧୨/୨୦୨୦ ଭୁବନେଶ୍ୱର ସଂସ୍କରଣ. ଇଷ୍ଟର୍ଣ୍ଣ ମିଡ଼ିଆ. p. ୯. Archived from the original on 4 December 2020. Retrieved 4 December 2020.