ଓଡ଼ିଶା ସାହିତ୍ୟ ଏକାଡେମୀ
ଓଡ଼ିଶାର ସାରସ୍ୱତ ଅନୁଷ୍ଠାନ
ଓଡ଼ିଆ: ଓଡ଼ିଶା ସାହିତ୍ୟ ଏକାଡେମି ଏକ ସ୍ବୟଂଶାସିତ ସାହିତ୍ୟିକ ଅନୁଷ୍ଠାନ । ଏହା ଓଡ଼ିଶା ସରକାର ୧୯୫୭ ମସିହାରେ ଗଠନ କରିଥିଲେ।[୧] । ଏହାର ଲକ୍ଷ୍ୟ ଓଡ଼ିଆ ଭାଷା ଓ ସାହିତ୍ୟର ପ୍ରୋତ୍ସାହନ , ସାହିତ୍ୟ ସମ୍ବନ୍ଧୀୟ କ୍ରିୟାକଳାପଦ୍ୱାରା ଓଡ଼ିଶାର ସାଂସ୍କୃତିକ ଐକ୍ୟ ସୁଦୃଢ କରିବା । [୨] ୧୯୭0 ମସିହାରେ ଏହାକୁ ସ୍ବୟଂଶାସିତ ସଂଗଠନର ମର୍ଯ୍ୟାଦା ଦିଆ ଯାଇଥିଲା ।
ଓଡ଼ିଶା ସାହିତ୍ୟ ଏକାଡେମୀ | |
---|---|
ଗଠନ | ୧୯୫୭ |
ସଭାପତି | ହରିହର ମିଶ୍ର |
ସଚିବ | ଡା. ଜୟନ୍ତୀ ରଥ |
ବେବସାଇଟ | odishasahityaakademi.org/ |
ଓଡ଼ିଶା ସାହିତ୍ୟ ଏକାଡେମୀର ଲକ୍ଷ୍ୟ ଓ ଉଦ୍ଦେଶ୍ୟସମ୍ପାଦନ କରନ୍ତୁ
ଏହି ସଂସ୍ଥାପନ ନିମ୍ନଲିଖିତ କାର୍ଯ୍ୟକଳାପ ଉଦ୍ଦେଶ୍ୟରେ ଗଠିତ ହୋଇଥିଲା ।[୩]
ପୁରସ୍କାରସମ୍ପାଦନ କରନ୍ତୁ
- ଅତିବଡୀ ଜଗନ୍ନାଥ ଦାସ ପୁରସ୍କାର [୪]
ପ୍ରକାଶନସମ୍ପାଦନ କରନ୍ତୁ
ଓଡ଼ିଆ ଲେଖା ଏବଂ ପୁସ୍ତକ ସଂକୁଳିତ, ସମ୍ପାଦିତ ଏବଂ ପ୍ରକାଶିତ କରିବା ଏକାଡେମୀ ଅଧୀନ
ସାହିତ୍ୟ ପ୍ରୋତ୍ସାହନସମ୍ପାଦନ କରନ୍ତୁ
- ଆଲୋଚନା ଚକ୍ର ଆୟୋଜନ [୫]
ଆଧାରସମ୍ପାଦନ କରନ୍ତୁ
- ↑ Bureau, TT (2016-04-01). "80-year journey of struggle & success". Telegraph India. Retrieved 2019-07-08.
- ↑ "Odisha Sahitya Academy". Department of Culture, Government of Odisha. Retrieved March 9, 2016.
- ↑ "Odisha Sahitya Akademi". Odisha Sahitya Akademi. Retrieved 2019-07-08.
- ↑ Bureau, Odisha Sun Times (2019-07-08). "Ati Badi Puraskar of Odisha Sahitya Akademi will now carry Rs 1 lakh in cash". OdishaSunTimes.com. Retrieved 2019-07-08.
- ↑ Ambaly, Anwesha (2015-05-27). "Literature route to Odia roots". Telegraph India. Retrieved 2019-07-08.