ଗୌରହରି ଦଳାଇ

ଓଡ଼ିଆ ଗୀତିକବି

ଗୌରହରି ଦଳାଇ ଜଣେ ଓଡ଼ିଆ ଗୀତିକବି ।[୨] ୨୦୧୦ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ପାଦପଦ୍ମ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।

ଗୌରହରି ଦଳାଇ
ଜନ୍ମ ଓ ଜନ୍ମସ୍ଥାନଗୌରହରି ଦଳାଇ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପାଦପଦ୍ମ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୦[୧]

ରଚନାବଳୀ ସମ୍ପାଦନା

  • ପାଦପଦ୍ମ (ଗୀତିକବିତା)

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "୨୦୦୭, ୨୦୦୮, ୨୦୦୯ ମସିହାରେ ପ୍ରକାଶିତ ୨୦୧୦ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 5 December 2021. Retrieved 15 July 2022.
  2. "୨୯ରୁ ସାହିତ୍ୟ ଅକାଦେମିର ବିଭିନ୍ନ କାର୍ଯ୍ୟକ୍ରମ". Sambad (in ଆମେରିକୀୟ ଇଂରାଜୀ). Retrieved 2022-07-30.