ଦେବେନ୍ଦ୍ର ଦାସ

ଓଡ଼ିଆ ଗୀତିକବି

ଦେବେନ୍ଦ୍ର ଦାସ ଜଣେ ଓଡ଼ିଆ ଗୀତିକବି । ୨୦୧୩ ମସିହାରେ ତାଙ୍କୁ ତାଙ୍କର ଗୀତିକବିତା ପଦୁଅଁ ପାପୁଲି ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୨]

ଦେବେନ୍ଦ୍ର ଦାସ
ଜନ୍ମ ଓ ଜନ୍ମସ୍ଥାନଦେବେନ୍ଦ୍ର ଦାସ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିପଦୁଅଁ ପାପୁଲି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩[୧]

ରଚନାବଳୀ ସମ୍ପାଦନା

  • ପଦୁଅଁ ପାପୁଲି (ଗୀତିକବିତା)[୩]

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "୨୦୧୦, ୨୦୧୧, ୨୦୧୨ ମସିହାରେ ପ୍ରକାଶିତ ୨୦୧୩ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 15 July 2022. Retrieved 15 July 2022.
  2. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର: ୯ଟି ବିଭାଗରେ". ପ୍ରତିନିଧି. ଭୁବନେଶ୍ୱର. 29 October 2017. Archived from the original on 27 July 2022. Retrieved 27 July 2022.
  3. "୨୦୧୩ ଓ ୧୪ ଲାଗି ଘୋଷଣା ହେଲା ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର". ସମ୍ବାଦ. ଭୁବନେଶ୍ୱର: smbad.in. 28 October 2017. Archived from the original on 27 July 2022. Retrieved 27 July 2022.
  4. "ଆଉ ଭାଗବଣ୍ଟା ହେବନି ସାହିତ୍ୟ ଏକାଡେମି ପୁରସ୍କାର ରାଶି". ସମ୍ବାଦ. ଭୁବନେଶ୍ୱର: smbad.in. 2 December 2017. Archived from the original on 27 July 2022. Retrieved 27 July 2022.