ସରୋଜିନୀ ସାହୁ
ଓଡ଼ିଆ ସାହିତ୍ୟିକା
ସରୋଜିନୀ ସାହୁ ଜଣେ (ଜନ୍ମ ୧୯୫୬) ଭାରତୀୟ ଓଡ଼ିଆ-ଭାଷୀ ଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା । ତାଙ୍କର ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାର[୧] ଓ ଶାରଳା ପୁରସ୍କାରରେ ସମ୍ମାନୀତ ।[୨] ସେ ଜଣେ ଭାରତୀୟ ନାରୀବାଦୀ ଲେଖିକା ଭାବରେ ଜଣାଶୁଣା [୩] ଓ ଇଂରାଜୀ ଖବରକାଗଜ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସର ନିୟମିତ ପ୍ରାବନ୍ଧିକା[୪] ଓ ଚେନ୍ନାଇରେ ଥିବା ଇଂରାଜୀ ପତ୍ରିକା ଇଣ୍ଡିଆନ ଏଜର ସହ-ସମ୍ପାଦିକା । ସେ କିଣ୍ଡଲେ ପତ୍ରିକା ଦ୍ୱାରାଭାରତର ୨୫ ଜଣ ଅସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଭାବେ ନିର୍ବାଚିତା ।[୫]
ସରୋଜିନୀ ସାହୁ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ଢେଙ୍କାନାଳ, ଓଡ଼ିଶା, ଭାରତ | ୪ ଜାନୁଆରୀ ୧୯୫୬
ବୃତ୍ତି | ଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା |
ଜାତୀୟତା | ଭାରତୀୟ |
ସମୟ | ଅଧୁନା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଜୀବନସାଥୀ | ଜଗଦୀଶ ମହାନ୍ତି |
ୱେବସାଇଟ | |
sarojinisahoo |
ପରିବାର
ସମ୍ପାଦନାତାଙ୍କର ପିତାଙ୍କ ନାମ ଇଶ୍ୱର ଚନ୍ଦ୍ର ସାହୁ ଓ ମାତାଙ୍କ ନାମ ନଳିନୀ ଦେବୀ । ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ଝିଅ । ସେ ଓଡ଼ିଆ ଲେଖକ ଜଗଦୀଶ ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।[୬]
ରଚନାବଳୀ
ସମ୍ପାଦନାକ୍ଷୁଦ୍ର ଗଳ୍ପ
ସମ୍ପାଦନାଓଡ଼ିଆ
ସମ୍ପାଦନା- ସୁଖର ମୁହାଁମୁହିଁ (୧୯୮୧)
- ନିଜ ଗହୀରରେ ନିଜେ (୧୯୮୯)
- ଅମୃତର ପ୍ରତିକ୍ଷାରେ (୧୯୯୨)
- ଚଉକାଠ (୧୯୯୪)
- ତରଳି ଯାଉଥିବା ଦୁର୍ଗ (୧୯୯୫)
- ଦେଶାନ୍ତରି (୧୯୯୯)
- ଦୁଃଖ ଅପ୍ରମିତ (୨୦୦୬)
- ସୃଜନୀ ସରୋଜିନୀ (୨୦୦୮)
- ଶ୍ରେଷ୍ଠଗଳ୍ପ ୨୦୧୮
- ଆ (ଗଳ୍ପ) ୨୦୨୧, ଟାଇମ୍ ପାସ୍, ଭୁବନେଶ୍ୱର
- ଲୁଚକାଳି (ଗଳ୍ପ) ଅଗ୍ରଦୂତ, କଟକ
ଉପନ୍ୟାସ
- ଦାଦନ, ଉପନ୍ୟାସ
- ଅସ୍ଥିର ପାଦ (୨୦୧୯)[୭]
- ଅସାମାଜିକ (୨୦୧୧)
- ଗମ୍ଭୀରି ଘର
- ବିଷାଦ ଈଶ୍ୱରୀ
- ପକ୍ଷୀବାସ ୨୦୧୯
- ଉପନିବେଶ
- ପ୍ରତିବନ୍ଦୀ
- ସ୍ୱପ୍ନ ଖୋଜାଳୀମାନେ
- ମହାଯାତ୍ରା
- ସବୁଜ ଉପତ୍ୟକା
- କୁହୁଡ଼ି (ଅନୁବାଦ ଉପନ୍ୟାସ) ୨୦୨୧ (ମୂଳ ମାଲାୟାଲାମ - ଏମଟି ବାସୁଦେବନ୍ ନାୟାରଙ୍କ 'ମଂଜୈ')
- ସୃଜନ ସମଗ୍ର-୧ (ଉପନିବେଶ, ପ୍ରତିବନ୍ଦୀ, ସ୍ୱପ୍ନ ଖୋଜାଳୀମାନେ ଓ ମହାଯାତ୍ରା ଆଦି ୪ଟି ଉପନ୍ୟାସ) ୨୦୨୩
ପ୍ରବନ୍ଧ ଓ ଅନ୍ୟାନ୍ୟ
- ନାରୀ ନିର୍ଯ୍ୟାତନା ଏକ ମୁକ୍ତ ବିମର୍ଷ (ପ୍ରବନ୍ଧ) ଟାଇମ୍ ପାସ୍, ଭୁବନେଶ୍ୱର
- ଜଗଦୀଶ ମହାନ୍ତି ଜଣେ ବୋହେମିଆନର କାହାଣୀ ୨୦୨୨ (ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ୱର)
ଇଂରାଜୀ
ସମ୍ପାଦନା- Sarojini Sahoo Stories (୨୦୦୬)
- Waiting for Manna (୨୦୦୮)
- Goddess in Exile, ଉପନ୍ୟାସ (୨୦୧୩), Authors Press
- Sensible Sensuality: A Collection of Essays on Sexuality Femininity and Literature
- The Dark Abode (ମୂଳ ଓଡ଼ିଆ: ଗମ୍ଭୀରି ଘରକୁ ମହେନ୍ଦ୍ର କୁମାର ଦାଶ ଇଂରାଜୀରେ ଅନୁବାଦ କରିଛନ୍ତି) ୨୦୧୦
ହିନ୍ଦୀ
ସମ୍ପାଦନା- ରେପ ତଥା ଅନ୍ୟ କାହାନିଆଁ (୨୦୧୦)
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩[୮]
- ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୯୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୯]
- ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
- ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୩
- ଅଖିଳ କଥା ସମ୍ମାନ, ୨୦୧୯
- ପ୍ରଜାତନ୍ତ୍ର ପୁରସ୍କାର, ୧୯୮୧,୧୯୯୩
- ଲାଡ଼ଲି ମେଡ଼ିଆ ଆୱାର୍ଡ଼, ୨୦୧୧
- ଶାରଳା ପୁରସ୍କାର, ୨୦୨୪, ଅସ୍ଥିର ପାଦ (ଉପନ୍ୟାସ)
ଆଧାର
ସମ୍ପାଦନା- ↑ Orissa Sahitya Akademy Archived 2012-04-10 at the Wayback Machine.. Accessed 7 November 2010
- ↑ (RM), Samaja Digital (20 September 2024). "ସରୋଜିନୀ ସାହୁଙ୍କୁ ମିଳିବ ଶାରଳା ପୁରସ୍କାର". Samaja Live. Retrieved 21 September 2024.
- ↑ Oriya Nari . Accessed 7 November 2010
- ↑ Express Buzz[permanent dead link]. Accessed 7 November 2010
- ↑ Orissa Diary Archived 2010-03-27 at the Wayback Machine.. Accessed 8 April 2010
- ↑ Official web site Archived 2007-09-30 at the Wayback Machine.. Accessed 11 August 2007
- ↑ https://samajaepaper.in/imageview_21_219202415616989_4_73_21-09-2024_7_i_1_sf.html
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 7 June 2021.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧.
{{cite web}}
: Check date values in:|accessdate=
(help)