ସରୋଜିନୀ ସାହୁ

ଓଡ଼ିଆ ସାହିତ୍ୟିକା

ସରୋଜିନୀ ସାହୁ ଜଣେ (ଜନ୍ମ ୧୯୫୬) ଭାରତୀୟ ଓଡ଼ିଆ-ଭାଷୀ ଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା । ତାଙ୍କର ସାହିତ୍ୟ କୃତି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମି ପୁରସ୍କାରରେ ସମ୍ମାନିତା ।[୧] ସେ ଜଣେ ଭାରତୀୟ ନାରୀବାଦୀ ଲେଖିକା ଭାବରେ ଜଣାଶୁଣା [୨] ଓ ଇଂରାଜୀ ଖବରକାଗଜ ଦି ନିଉ ଇଣ୍ଡିଆନ ଏକ୍ସପ୍ରେସର ନିୟମିତ ପ୍ରାବନ୍ଧିକା[୩]ଚେନ୍ନାଇରେ ଥିବା ଇଂରାଜୀ ପତ୍ରିକା ଇଣ୍ଡିଆନ ଏଜର ସହ-ସମ୍ପାଦିକା । ସେ କିଣ୍ଡଲେ ପତ୍ରିକାଦ୍ୱାରାଭାରତର ୨୫ ଜଣ ଅସାଧାରଣ ନାରୀଙ୍କ ମଧ୍ୟରୁ ଜଣେ ଭାବେ ନିର୍ବାଚିତା ।[୪]

ସରୋଜିନୀ ସାହୁ
ସରୋଜିନୀ ସାହୁ
ସରୋଜିନୀ ସାହୁ
ଜନ୍ମ ଓ ଜନ୍ମସ୍ଥାନ(1956-01-04)୪ ଜାନୁଆରୀ ୧୯୫୬
ଢେଙ୍କାନାଳ, ଓଡ଼ିଶା, ଭାରତ
ବୃତ୍ତିଔପନ୍ୟାସିକା, ଗାଳ୍ପିକା, କବି, ପ୍ରାବନ୍ଧିକା
ଜାତୀୟତାଭାରତୀୟ
ସମୟଅଧୁନା
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନସାଥୀଜଗଦୀଶ ମହାନ୍ତି
ୱେବସାଇଟ
sarojinisahoo.com

ପରିବାର ସମ୍ପାଦନା

ତାଙ୍କର ପିତାଙ୍କ ନାମ ଇଶ୍ୱର ଚନ୍ଦ୍ର ସାହୁ ଓ ମାତାଙ୍କ ନାମ ନଳିନୀ ଦେବୀ । ସେ ତାଙ୍କ ପିତାମାତାଙ୍କର ଦ୍ୱିତୀୟ ଝିଅ । ସେ ଓଡ଼ିଆ ଲେଖକ ଜଗଦୀଶ ମହାନ୍ତିଙ୍କୁ ବିବାହ କରିଥିଲେ । ତାଙ୍କର ଜଣେ ପୁଅ ଓ ଜଣେ ଝିଅ ଅଛନ୍ତି ।[୫]

ରଚନାବଳୀ ସମ୍ପାଦନା

କ୍ଷୁଦ୍ର ଗଳ୍ପ ସମ୍ପାଦନା

ଓଡ଼ିଆ ସମ୍ପାଦନା
  • ସୁଖର ମୁହାଁମୁହିଁ (୧୯୮୧)
  • ନିଜ ଗହୀରରେ ନିଜେ (୧୯୮୯)
  • ଅମୃତର ପ୍ରତିକ୍ଷାରେ (୧୯୯୨)
  • ଚଉକାଠ (୧୯୯୪)
  • ତରଳି ଯାଉଥିବା ଦୁର୍ଗ (୧୯୯୫)
  • ଦେଶାନ୍ତରି (୧୯୯୯)
  • ଦୁଃଖ ଅପ୍ରମିତ (୨୦୦୬)
  • ସୃଜନୀ ସରୋଜିନୀ (୨୦୦୮)
ଇଂରାଜୀ ସମ୍ପାଦନା
ହିନ୍ଦୀ ସମ୍ପାଦନା
  • ରେପ ତଥା ଅନ୍ୟ କାହାନିଆଁ (୨୦୧୦)

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୩[୬]
  • ଝଙ୍କାର ପୁରସ୍କାର (କ୍ଷୁଦ୍ରଗଳ୍ପ), ୧୯୯୩ (ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)[୭]
  • ଫକୀର ମୋହନ କ୍ଷୁଦ୍ରଗଳ୍ପ ସମ୍ମାନ, ୨୦୧୬ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ)
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୧୯୯୩
  • ଅଖିଳ କଥା ସମ୍ମାନ, ୨୦୧୯
  • ପ୍ରଜାତନ୍ତ୍ର ପୁରସ୍କାର, ୧୯୮୧,୧୯୯୩
  • ଲାଡ଼ଲି ମେଡ଼ିଆ ଆୱାର୍ଡ଼, ୨୦୧୧

ଆଧାର ସମ୍ପାଦନା

  1. Orissa Sahitya Akademy Archived 2012-04-10 at the Wayback Machine.. Accessed 7 November 2010
  2. Oriya Nari . Accessed 7 November 2010
  3. Express Buzz[permanent dead link]. Accessed 7 November 2010
  4. Orissa Diary Archived 2010-03-27 at the Wayback Machine.. Accessed 8 April 2010
  5. Official web site Archived 2007-09-30 at the Wayback Machine.. Accessed 11 August 2007
  6. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 7 June 2021.
  7. "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୮ ଜୁନ ୨୦୨୧. {{cite web}}: Check date values in: |accessdate= (help)