ଭଗବାନ ଜୟସିଂହ
ଓଡ଼ିଆ କବି
ଭଗବାନ ଜୟସିଂହ (ଜନ୍ମ ୧ ଡିସେମ୍ବର ୧୯୫୨)[୧] ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କବି ଓ ସମାଲୋଚକ । ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖନ୍ତି । ଓଡ଼ିଆରେ ତାଙ୍କର ୭ଟି ଓ ଇଂରାଜୀରେ ୫ଟି କବିତା ସଂକଳନ ପ୍ରକାଶ ପାଇଛି ।[୨] ବୃତ୍ତିରେ ସେ ଜଣେ ଶିକ୍ଷାବିତ ।[୩] ୨୦୧୬ ବର୍ଷ ପାଇଁ ସେ ନିଜ କବିତା ପୁସ୍ତକ ଫେରନ୍ତି ଘର ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।
ଭଗବାନ ଜୟସିଂହ | |
---|---|
ଜନ୍ମ | ସଂପୁର, ବୋଲଗଡ଼, ଖୋର୍ଦ୍ଧା | ୧ ଡିସେମ୍ବର ୧୯୫୨
ଜାତୀୟତା | ଭାରତୀୟ |
ଶିକ୍ଷା | ପିଏଚଡ଼ି |
ଶିକ୍ଷାନୁଷ୍ଠାନ | ରେଭେନ୍ସା ମହାବିଦ୍ୟାଳୟ,ସାମନ୍ତ ଚନ୍ଦ୍ରଶେଖର ସ୍ୱୟଂଶାସିତ ମହାବିଦ୍ୟାଳୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୬ |
ରଚନାବଳୀ
ସମ୍ପାଦନାପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୬ (ଫେରନ୍ତି ଘର)[୭]
- ଝଙ୍କାର ପୁରସ୍କାର (କବିତା), ୨୦୦୦[୮](ପ୍ରଜାତନ୍ତ୍ର ପ୍ରଚାର ସମିତି ପ୍ରଦତ୍ତ)
- ପ୍ରଫୁଲ୍ଲ ଦାସ ଅନୁବାଦ ସାହିତ୍ୟ ସମ୍ମାନ, ୨୦୧୯ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ସମ୍ମାନ)
- ଗୋକର୍ଣ୍ଣିକା ସମ୍ମାନ
- ଭାନୁଜୀ ରାଓ ସ୍ମାରକୀ ପୁରସ୍କାର - ୨୦୨୩ (ଗଙ୍ଗାଧର ରଥ ଫାଉଣ୍ଡେସନ ପ୍ରଦତ୍ତ)[୯]
ଆଧାର
ସମ୍ପାଦନା- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 501–. ISBN 978-81-260-0873-5.
- ↑ Bhagaban Jayasingh (2 April 2019). The Dapples of Darkness. Black Eagle Books. ISBN 978-1-64560-004-6.
- ↑ The Literary Half-yearly. Mysore University, Department of Post-graduate Studies in English. 1986.
- ↑ Indian Literature. Sähitya Akademi. 1988.
- ↑ "E Catalogue". nationallibrary.gov.in. National Library of India. Retrieved 27 November 2019.
- ↑ "ସୃଜନ ସ୍ମୃତି". No. ଧରିତ୍ରୀ ସାହିତ୍ୟାୟନ ନଭେମ୍ବର ୨୭ - ଡିସେମ୍ବର ୧୦ ୨୦୧୯ ପୃଷ୍ଠା ୩. ଧରିତ୍ରୀ. Retrieved 27 November 2019.
- ↑ "ସୃଜନ ଆଳାପ". No. ଧରିତ୍ରୀ ୦୬/୦୮/୨୦୨୦ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୧. ଧରିତ୍ରୀ. Retrieved 6 August 2020.
- ↑ "ଝଙ୍କାର ପୁରସ୍କାର ବିଜେତା" (PDF). ପ୍ରଜାତନ୍ତ୍ର ପ୍ରଚାର ସମିତି. Archived (PDF) from the original on 8 October 2020. Retrieved ୯ ମାର୍ଚ୍ଚ ୨୦୨୨.
{{cite web}}
: Check date values in:|accessdate=
(help) - ↑ "ଶ୍ରୀନିବାସ ଉଦଗାତା ପାଇବେ ସାହିତ୍ୟ ଭାରତୀ ସମ୍ମାନ". No. ସମ୍ବାଦ ୦୩/୦୩/୨୦୨୩ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୮. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 3 March 2023. Retrieved 3 March 2023.