ପ୍ରଭାତୀ ମିଶ୍ର

ଓଡ଼ିଆ ଲେଖିକା

ପ୍ରଭାତୀ ମିଶ୍ର (ଜନ୍ମ: ୩୧ ଅକ୍ଟୋବର ୧୯୪୮) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ ଲେଖିକା । [୧] ତାଙ୍କର ରଚିତ ଜୀବନୀ ଓ ଭ୍ରମଣ ସାହିତ୍ୟ ପୁସ୍ତକ ଭ୍ରମଣରୁ ଶିକ୍ଷା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୨]

ପ୍ରଭାତୀ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1948-10-31) ୩୧ ଅକ୍ଟୋବର ୧୯୪୮ (ବୟସ ୭୫)
ବୃତ୍ତିଲେଖିକା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଭ୍ରମଣରୁ ଶିକ୍ଷା (ଜୀବନୀ ଓ ଭ୍ରମଣ ସାହିତ୍ୟ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୧୩
ୱେବସାଇଟ
drpravatimishra.com/about-us/

ସାହିତ୍ୟକୃତି ସମ୍ପାଦନା

ପ୍ରଭାତୀ ମିଶ୍ର ୨୦୧୩ ଭ୍ରମଣରୁ ଶିକ୍ଷା ନାମକ ଏକ ଭ୍ରମଣ କାହଣୀ ରଚନା କରିଥିଲେ, ଯାହା ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୩]

ରଚନାବଳୀ ସମ୍ପାଦନା

  • ଭ୍ରମଣରୁ ଶିକ୍ଷା (୨୦୧୩)
  • ମା' ମୋ ମମତାମୟୀ
  • ସମୟ ସ୍ରୋତର ତରୀ
  • ବୋଉ
  • ବାଘନିଶ
  • ଦିଗ୍‌ବଳୟ ଆରପାରେ
  • କଥା ଓ କଥାକାର
  • ହୀରକ ତ୍ରିଭୁଜ
  • ରୋହିତର ଉପହାର
  • ସୁବର୍ଣ୍ଣ ତ୍ରିଭୁଜ
  • ମୋ ଦୃଷ୍ଟିରେ ଆମେରିକା

ପୁରସ୍କାର ଓ ସମ୍ମାନ ସମ୍ପାଦନା

ପ୍ରଭାତୀ ମିଶ୍ରଙ୍କୁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ କରାଯାଇଥିଲା ।[୪] ତାଙ୍କ ରଚିତ ଭ୍ରମଣ କାହାଣୀ ଭ୍ରମଣରୁ ଶିକ୍ଷା ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

ଆଧାର ସମ୍ପାଦନା

  1. "Odisha Sahitya Akademi". odishasahityaakademi.org. Retrieved 2019-03-31.
  2. "24 litterateurs to get Odisha Sahitya Akademi award | OTV" (in ଆମେରିକୀୟ ଇଂରାଜୀ). 2017-10-28. Retrieved 2019-03-31.
  3. "State Sahitya Akademi awards for 24 litterateurs". The New Indian Express. Retrieved 2019-03-31.
  4. "24 Odia Litterateurs To Be Honoured With Sahitya Akademi Awards". Mycitylinks- Bhubaneswar | Cuttack | Puri (in ଇଂରାଜୀ). Retrieved 2019-03-31.