ରବୀନ୍ଦ୍ର ବିଶ୍ୱାଳ

ଓଡ଼ିଆ ଶିଶୁ ସାହିତ୍ୟିକ

ରବୀନ୍ଦ୍ର ବିଶ୍ୱାଳ ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ । ସେ ଶିଶୁ ସାହିତ୍ୟ ପାଇଁ ୨୦୧୫ ମସିହାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୧]

ରବୀନ୍ଦ୍ର ବିଶ୍ୱାଳ
ଜାତୀୟତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫

ରଚନାବଳୀ ସମ୍ପାଦନା

  • ଗଛଟିଏ ଗୀତଟିଏ[୨]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ୨୦୧୫[୩]

ଆଧାର ସମ୍ପାଦନା

  1. "Odisha Sahitya Akademi award for 18 authors". www.newindianexpress.com. The New Indian Express. Archived from the original on 25 July 2020. Retrieved 25 July 2020.
  2. "Odisha Sahitya Akademi Awards announced | Sambad English". Sambad English. sambadenglish.com. 10 July 2020.
  3. "୨୦୧୫ ଓ ୨୦୧୬ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଘୋଷଣା". OTV Khabar. 10 July 2020. Archived from the original on 9 September 2020. Retrieved 9 September 2020.