ହରେକୃଷ୍ଣ ଶତପଥୀ

ସଂସ୍କୃତ ବିଦ୍ଵାନ

ହରେକୃଷ୍ଣ ଶତପଥୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ଏବଂ ଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଜଣେ ଓଡ଼ିଆ ଲେଖକ ।[୧]

ହରେକୃଷ୍ଣ ଶତପଥୀ
Born1956
Nationalityଭାରତୀୟ
Citizenshipଭାରତୀୟ
Notable workଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା
Awardsକେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର

ବାଲ୍ୟ ଜୀବନ ଓ ଶିକ୍ଷା ସମ୍ପାଦନା

କବି ମହାନ୍ତି, ୧୯୫୦ ମସିହାରେ ଢେଙ୍କାନାଳ ଜିଲ୍ଲାର କାମାକ୍ଷାନଗର ଅନ୍ତର୍ଗତ ମାର୍ଥାପୁରଠାରେ ଜନ୍ମଗ୍ରହଣ କରିଥିଲେ । ପିଲାଦିନାରୁ ସେ ଛୋଟ ଗପ ଲେଖିବା ଆରମ୍ବ କରିଥିଲେ ।

ଚାକିରୀ ଜୀବନ ସମ୍ପାଦନା

ସେ ପୁରୀସ୍ଥିତ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ବିଭାଗୀୟ ମୁଖ୍ୟ ଓ ରେଭେନ୍ସା ବିଶ୍ବବିଦ୍ୟାଳୟର ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରିଥଲେ । ତାପରେ ତିରୁପତିସ୍ଥିତ ରାଷ୍ଟ୍ରୀୟ ସଂସ୍କୃତ ବିଶ୍ବବିଦ୍ୟାଳୟରେ ଦୁଇଥର ଦଶବର୍ଷ କୁଳପତି ଭାବେ କାର୍ଯ୍ୟ କରିଥିଲେ ଏବଂ ତାପରେ ଅବସର ଗ୍ରହଣ କରିଥିଲେ । ସେ ଏବେ ଭୁବନେଶ୍ୱରସ୍ଥିତ କିସ୍‌ର କୁଳପତି ଭାବେ କାର୍ଯ୍ୟରତ ।[୨]

ଲେଖା ସମ୍ପାଦନା

  • ଓଡ଼ିଆ ଏକ ଶାସ୍ତ୍ରୀୟ ଭାଷା
  • ଓଡ଼ିଆ ଭାଷା ଜାତି ଓ ଜାତୀୟତା
  • ଓଡ଼ିଆ ଭାଷାର ଇତିହାସ
  • ମୌଳିକ ଓଡ଼ିଆ ଭାଷା ତତ୍ତ୍ୱ
  • ପ୍ରାଚୀନ ଓଡ଼ିଶା ଓ ମଧ୍ୟ ଯୁଗ ଓଡ଼ିଶା
  • ଆଧୁନିକ ଓଡ଼ିଶା
  • ମୋ ଦୃଷ୍ଟିରେ ଓଡ଼ିଶା

ସମ୍ମାନ ଓ ପୁରସ୍କାର ସମ୍ପାଦନା

ସେ ୨୨ରୁ ଅଧିକ ଜଣାଶୁଣା ସମ୍ମାନ ପାଇଛନ୍ତି । [୩]

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୧[୪]
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର(ଅସରନ୍ତି ଅଣସର ପାଇଁ) - ୨୦୦୮[୫]
  • ରାଷ୍ଟ୍ରପତି ସମ୍ମାନ - ୨୦୧୯
  • ରାମକୃଷ ଯୟଦୟାଲ ଡାଲମିଆ ଶ୍ରୀବାଣୀ ସମ୍ମାନ- ୨୦୧୦
  • ବ୍ରହ୍ମଋଷି ସମ୍ମାନ -୨୦୧୧

ଆଧାର ସମ୍ପାଦନା

  1. "ପଣ୍ଡିତ ଡ. ଅନ୍ତର୍ଯ୍ୟାମୀ ମିଶ୍ର ଓ ହରେକୃଷ୍ଣ ଶତପଥୀଙ୍କୁ ରାଷ୍ଟ୍ରପତି ସମ୍ମାନ | Samaja Live". 17 August 2019.
  2. "Harekrishna Satapathy Archives". KISS - Kalinga Institute of Social Sciences. Archived from the original on 2020-02-27. Retrieved 2020-02-27.
  3. bureau, Odisha Diary (30 August 2017). "Prof. Harekrishna Satapathy Joins as First VC of KISS University". OdishaDiary.
  4. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 16 February 2020. Retrieved 28 January 2021.
  5. http://sahitya-akademi.gov.in/awards/akademi%20samman_suchi.jsp#SANSKRIT