ଆନନ୍ଦ ଶଙ୍କର ଦାସ

ଭାରତୀୟ ଓଡ଼ିଆ ସାହିତ୍ୟିକ

ଆନନ୍ଦ ଶଙ୍କର ଦାସ ଜଣେ ଓଡ଼ିଆ ଲେଖକ ତଥା ନାଟ୍ୟକାର, ଯିଏକି ୧୯୮୧ ମସିହାରେ ତାଙ୍କ ରଚିତ ପୁସ୍ତକ ଧର୍ମାର ଅଭିଶାପ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧]

ଆନନ୍ଦ ଶଙ୍କର ଦାସ
ବୃତ୍ତି
  • ଲେଖକ
ଭାଷାଓଡ଼ିଆ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୧୯୮୧

ଜୀବନୀ ସମ୍ପାଦନା

ଆନନ୍ଦ ଶଙ୍କର ଦାସ ମୟୂରଭଞ୍ଜ ଜିଲ୍ଲାବାରିପଦାଠାରେ ଜନ୍ମଗ୍ରହଣ କରିଥିଲେ ।[୨]

ରଚନାବଳୀ ସମ୍ପାଦନା

ବର୍ଷ ବହିର ନାମ ପ୍ରକାର ପ୍ରକାଶକ
୧୯୭୮ ଧର୍ମାର ଅଭିଶାପ ନାଟକ, ସାମାଜିକ ଗ୍ରନ୍ଥ ମନ୍ଦିର, ବ୍ରହ୍ମପୁର
୧୯୭୮ ଲୁହା ଶିକୁଳୀ ନାଟକ, ସାମାଜିକ, ଜେଲ୍ ସଂସ୍କାର କଳିଙ୍ଗ ଗ୍ରନ୍ଥ ମନ୍ଦିର, କଟକ

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 3 April 2024.
  2. ଆନନ୍ଦ ଶଙ୍କର ଦାସ (1978). ଧର୍ମାର ଅଭିଶାପ (in Oriya).{{cite book}}: CS1 maint: unrecognized language (link)