ନୃସିଂହ କୁମାର ରଥ

ଓଡ଼ିଆ କବି

ମନୋଜ ମହାନ୍ତି ଜଣେ ଓଡ଼ିଆ କବି । ୨୦୦୪ ମସିହାରେ ତାଙ୍କୁ ତାଙ୍କର କବିତା ପୁସ୍ତକ ସମୟର ଧୂସର ବାଲିରେ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।[୧]

ନୃସିଂହ କୁମାର ରଥ
ଜନ୍ମ ଓ ଜନ୍ମସ୍ଥାନନୃସିଂହ କୁମାର ରଥ
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିସମୟର ଧୂସର ବାଲିରେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୪

ରଚନାବଳୀ ସମ୍ପାଦନା

  • ସମୟର ଧୂସର ବାଲିରେ
  • ଛବି ଓ ଛାୟା
  • ପୂର୍ବାସାର ଗୀତ
  • ସମୟ ସମୟାନ୍ତର

ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. "୨୦୦୧, ୨୦୦୨, ୨୦୦୩ ମସିହାରେ ପ୍ରକାଶିତ ୨୦୦୪ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 13 July 2022. Retrieved 15 July 2022.