କାନନ ମିଶ୍ର

ଓଡ଼ିଆ ଲେଖିକା, ଅନୁବାଦିକା

କାନନ ମିଶ୍ର (୨ ଜାନୁଆରୀ ୧୯୪୪ - ୭ ମାର୍ଚ୍ଚ ୨୦୧୫ ) ଜଣେ ଓଡ଼ିଆ ଲେଖିକା, ଅନୁବାଦିକା ଓ ଶିକ୍ଷାବିତ । ତାଙ୍କ ଅନୁବାଦ ବହି "ସୂର୍ଯ୍ୟମୁଖୀର ସ୍ୱପ୍ନ" ନିମନ୍ତେ ସେ ୨୦୦୪ ମସିହାରେ [୧] [୨]ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ [୩] [୪] ସମ୍ମାନିତ କରାଯାଇଥିଲା । ତାଙ୍କ ରଚିତ ୫ଟି ଗଳ୍ପ ସଂକଳନ, ୨ଟି ଫିଚର ସଂକଳନ, ଗୋଟିଏ ଇଂରାଜୀ ଫିଚର ସଂକଳନ, ଗୋଟିଏ ପ୍ରବନ୍ଧ, ୪ଟି କବିତା ସଂକଳନ ଓ ୭ଟି ଶିଶୁସାହିତ୍ୟ ପୁସ୍ତକ ପ୍ରକାଶିତ ହୋଇଥିଲା । [୫]

କାନନ ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ୨ ଜାନୁଆରୀ ୧୯୪୪(1944-01-02)
କଟକ, ଓଡ଼ିଶା
ମୃତ୍ୟୁ୭ ମାର୍ଚ୍ଚ ୨୦୧୫(2015-03-07) (ବୟସ ୭୧)
କଟକ
ବୃତ୍ତିଲେଖିକା, ଅନୁବାଦିକା ଓ ଶିକ୍ଷାବିତ
ଭାଷାଓଡ଼ିଆ
ଶୈଳୀକବି
ସାହିତ୍ୟ କୃତି"ସୂର୍ଯ୍ୟମୁଖୀର ସ୍ୱପ୍ନ" (ଅନୁବାଦ)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥିବିନୟ ମିଶ୍ର
ଜ୍ଞାତି କୁଟୁମ୍ବକୁଞ୍ଜବିହାରୀ ତ୍ରିପାଠୀ (ବାପା), ସୁରେଖା ତ୍ରିପାଠୀ (ମାଆ)

ପ୍ରାରମ୍ଭିକ ଜୀବନସମ୍ପାଦନ କରନ୍ତୁ

କାନନ ମିଶ୍ର ୨ ଜାନୁଆରୀ ୧୯୪୪ ମସିହାରେ କଟକ ଜିଲ୍ଲାରେ ପିତା କୁଞ୍ଜବିହାରୀ ତ୍ରିପାଠୀ ଓ ମାତା ସୁରେଖା ତ୍ରିପାଠୀଙ୍କ କନ୍ୟା ରୂପେ ଜନ୍ମଗ୍ରହଣ କରିଥିଲେ । ସେ ବିନୟ ମିଶ୍ରଙ୍କୁ ବିବାହ କରିଥିଲେ ।

୭ ମାର୍ଚ୍ଚ ୨୦୧୫ ମସିହାରେ, ୭୧ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା । [୫]

ଆଧାରସମ୍ପାଦନ କରନ୍ତୁ

  1. "ସୁଦର୍ଶନ ଆଚାର୍ଯ୍ୟଙ୍କୁ ୨୦୦୬ର ୨୦୦୪ ଅତିବଡ଼ି ଜଗନ୍ନାଥ ସମ୍ମାନ". ୨୯ ଅଗଷ୍ଟ ୨୦୦୭. Odisha.com. Retrieved 16 March 2015.
  2. "Atibadi Jagannath Das award presented to Sudarshan Acharya". Orissadiary.com. Retrieved 16 March 2015.
  3. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର ଘୋଷଣା". Odisha.com. Retrieved 16 March 2015.
  4. "Odisha Sahitya Academy awarded books and writers" (PDF). Department of Culture, Government of Odisha. Retrieved 16 March 2015.
  5. ୫.୦ ୫.୧ "ସାହିତ୍ୟିକା କାନନ ମିଶ୍ରଙ୍କ ପରଲୋକ". ସମାଜ. ୯ ମାର୍ଚ୍ଚ ୨୦୧୫. |access-date= requires |url= (help)