ଶତ୍ରୁଘ୍ନ ପାଣ୍ଡବ

ଓଡ଼ିଆ କବି ଓ ସାହିତ୍ୟିକ

ଶତ୍ରୁଘ୍ନ ପାଣ୍ଡବ (ଜନ୍ମ: ୧୮ ଜୁଲାଇ ୧୯୫୫) ଜଣେ ଓଡ଼ିଆ କବି ଅଟନ୍ତି ।[୧][୨] ସେ ୨୦୦୧ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଓ ୨୦୧୫ ମସିହାରେ ଶାରଳା ପୁରସ୍କାର ଲାଭ କରିଥିଲେ ।[୩] ବୃତ୍ତିରେ ସେ ଜଣେ ଅଧ୍ୟାପକ ଥିଲେ ।[୪]

ଶତ୍ରୁଘ୍ନ ପାଣ୍ଡବ
ଜନ୍ମ ଓ ଜନ୍ମସ୍ଥାନ (1955-07-18) ୧୮ ଜୁଲାଇ ୧୯୫୫ (ବୟସ ୬୮)
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୨୦୦୧

ରଚନାବଳୀ ସମ୍ପାଦନା

  • ସାବରମତି
  • ମିଶ୍ର ଧ୍ରୁପଦ - ୨୦୧୬ ( ୧୯୯୫ରୁ ୨୦୧୫ ମଧ୍ୟରେ ଲେଖାଯାଇଥିବା କବିତା ଗୁଡ଼ିକର ସଂକଳନ )[୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୧୧[୬]
  • ଶାରଳା ପୁରସ୍କାର - ୨୦୧୮[୭]
  • ଝଙ୍କାର ପୁରସ୍କାର - ୨୦୦୩ ( ପ୍ରଜାତନ୍ତ୍ର ପ୍ରଚାର ସମିତିଦ୍ୱାରା ପ୍ରଦତ୍ତ )

ଆଧାର ସମ୍ପାଦନା

  1. Pūrvagraha. Madhyapradeśa Kalā Parishad. 1986.
  2. Testbook.com (3 October 2018). Current Affairs Capsule September 2018. Testbook.com. pp. 5–. GGKEY:3J92C7D0E2U.
  3. EduGorilla (20 May 2020). IBPS SO Rajbhasha Adhikari Officer. EduGorilla. pp. 358–. GGKEY:A0QEYAQF6DA. {{cite book}}: Text "Complete Practice Kit (Pre & Mains)" ignored (help)
  4. Vārshikī: Bhāratiya sāhitya sarvekshana. Kendrīya Hindī Nideśālaya, Śikshā tathā Saṃskr̥ti Mantrālaya, Bhārata Sarakāra. 2005.
  5. "ବିଶିଷ୍ଟ ଲେଖକ ଶତ୍ରୁଘ୍ନ ପାଣ୍ଡବ ପାଇଲେ ଶାରଳା ପୁରସ୍କାର; ବିଶିଷ୍ଟ ତବଲା ବାଦକ ପଣ୍ଡିତ ଉମେଶ ଚନ୍ଦ୍ର କର ଓ ଚିତ୍ରଶିଳ୍ପୀ ବିନୋଦ ମହାରଣା ସମ୍ମାନିତ". www.sambad.in. ଇଷ୍ଟର୍ଣ୍ଣ ମିଡ଼ିଆ. Archived from the original on 14 December 2020. Retrieved 14 December 2020.
  6. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Archived from the original on 14 December 2020. Retrieved 14 December 2020.
  7. Rohit Manglik (30 May 2020). LIC HFL (LIC Housing Finance Limited Assistant). EduGorilla. pp. 414–. GGKEY:QUSJA87BD8U. {{cite book}}: Text "10 Mock Test" ignored (help)