ସଚ୍ଚିଦାନନ୍ଦ ମିଶ୍ର
ଓଡ଼ିଆ ଲେଖକ
ସଚ୍ଚିଦାନନ୍ଦ ମିଶ୍ର (ମୃତ୍ୟୁ: ୨୦୧୫) ଜଣେ ଓଡ଼ିଆ ଲେଖକ ଓ ସମାଲୋଚକ ଥିଲେ । ୧୯୮୪ ମସିହାରେ ତାଙ୍କୁ ତାଙ୍କ ରଚିତ ପ୍ରବନ୍ଧ ପୁସ୍ତକ ବଳଦେବ ରଥ ଅଧ୍ୟୟନ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା ।
ସଚ୍ଚିଦାନନ୍ଦ ମିଶ୍ର | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସଚ୍ଚିଦାନନ୍ଦ ମିଶ୍ର |
ମୃତ୍ୟୁ | ଅଗଷ୍ଟ ୨୦୧୫[୧] |
ବୃତ୍ତି | ଲେଖକ, ସମାଲୋଚକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ସାହିତ୍ୟ କୃତି | ବଳଦେବ ରଥ ଅଧ୍ୟୟନ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୪ |
ରଚନାବଳୀ
ସମ୍ପାଦନା- ବଳଦେବ ରଥ ଅଧ୍ୟୟନ (ପ୍ରବନ୍ଧ)
ପୁରସ୍କାର
ସମ୍ପାଦନାମୃତ୍ୟୁ
ସମ୍ପାଦନା୨୦୧୫ ମସିହାର ଅଗଷ୍ଟ ମାସରେ ସେ ମୃତ୍ୟୁବରଣ କରିଥିଲେ ।[୧]
ଆଧାର
ସମ୍ପାଦନା- ↑ ୧.୦ ୧.୧ "Eminent Odia Literateur Shri Satchidananda Misra passes away". e-Odisha Samachar (in English). Archived from the original on 15 December 2018. Retrieved 30 March 2017.
{{cite news}}
: CS1 maint: unrecognized language (link) - ↑ "୧୯୮୧, ୧୯୮୨, ୧୯୮୩ ମସିହାରେ ପ୍ରକାଶିତ ୧୯୮୪ ବର୍ଷର ପୁରସ୍କୃତ ପୁସ୍ତକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 22 September 2022. Retrieved 22 January 2023.