ଚନ୍ଦ୍ରଶେଖର ରଥ

ଓଡ଼ିଆ ଗାଳ୍ପିକ

ଚନ୍ଦ୍ରଶେଖର ରଥ (୧୭ ଅକ୍ଟୋବର ୧୯୨୯-୦୯ ଫେବୃଆରୀ ୨୦୧୮)[୧][୨] ବଲାଙ୍ଗୀର ଜିଲ୍ଲାର ମାଲପଡ଼ାରେ ଜନ୍ମିତ ଜଣେ ଓଡ଼ିଆ କଥାକାର,[୩] ପ୍ରାବନ୍ଧିକ[୪] ସ୍ଥପତି, ଚିତ୍ରଶିଳ୍ପୀ, କବି, ନିବନ୍ଧକାର, ଗାଳ୍ପିକ ଏବଂ ଔପନ୍ୟାସିକ ଥିଲେ । "ଯନ୍ତ୍ରାରୁଢ଼" ଓ "ନବଜାତକ" ଉପନ୍ୟାସ ତଥା "ପାଠଚକ୍ର ଡାଏରି" ଆଦି ରଚନା ବ୍ୟତୀତ ତାଙ୍କର ତିନୋଟି ଉପନ୍ୟାସ, ଚଉଦଟି ଗଳ୍ପ ସଂକଳନ, ବାରଟି ନିବନ୍ଧ ଗ୍ରନ୍ଥ ପ୍ରକାଶିତ ହୋଇଛି । ସେ ପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀଓଡ଼ିଶା ସାହିତ୍ୟ ଏକାଡେମୀ ଆଦି ପୁରସ୍କାରରେ ସମ୍ମାନିତ ।[୫]

ଚନ୍ଦ୍ରଶେଖର ରଥ
Chandrasekhar Rath, Profile, October 2007.jpg
ଜନ୍ମ ଓ ଜନ୍ମସ୍ଥାନ୧୭ ଅକ୍ଟୋବର ୧୯୨୯(1929-10-17)
ମାଲପଡ଼ା, ବଲାଙ୍ଗୀର
ମୃତ୍ୟୁ୯ ଫେବୃଆରୀ ୨୦୧୮(2018-02-09) (ବୟସ ୮୮)
ବୃତ୍ତିଲେଖକ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ପୁରସ୍କାରପଦ୍ମଶ୍ରୀ, କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର
ଜୀବନ ସାଥିଚାରୁବାଳା ରଥ

ପରିବାରସମ୍ପାଦନ କରନ୍ତୁ

ଚନ୍ଦ୍ରଶେଖରଙ୍କ ପିତାଙ୍କ ନାମ ଥିଲା କେଳେଇ ରଥ ଓ ମାତାଙ୍କ ନାମ ଥିଲା ଚମ୍ପା ଦେବୀ ।[୬] ତାଙ୍କ ପତ୍ନୀଙ୍କ ନାମ ଚାରୁବାଳା ରଥ ।[୭]

ରଚନବଳୀସମ୍ପାଦନ କରନ୍ତୁ

ଉପନ୍ୟାସସମ୍ପାଦନ କରନ୍ତୁ

  • ଯନ୍ତ୍ରାରୁଢ଼ (୧୯୬୭)[୮]
  • ଅସୂର୍ଯ୍ୟ ଉପନିବେଶ (୧୯୭୪)
  • ନବଜାତକ (୧୯୮୧)

କ୍ଷୁଦ୍ରଗଳ୍ପ ସଙ୍କଳନସମ୍ପାଦନ କରନ୍ତୁ

  • ଅନେକ ବନ୍ୟା ପରେ (୧୯୭୮)
  • ଅଶ୍ୱାରୋହୀର ଗଳ୍ପ (୧୯୭୯)
  • ସମ୍ରାଟ ଓ ଅନ୍ୟମାନେ (୧୯୮୦)
  • ଅନ୍ୟ ଏକ ସକାଳ (୧୯୮୧)
  • ସବୁଯାକ ସ୍ୱପ୍ନ (୧୯୮୪)
  • ବାଘ ସବାର (୧୯୮୭)
  • ଏତେ ପାଖରେ ସମୁଦ୍ର (୧୯୮୮)
  • ପାହାଡ ଚଢା
  • ବିକ୍ରୀ ପାଇଁ ଫୁଲମାଳ (୧୯୯୦)
  • ସ୍ୱପ୍ନ ବାହାକ (୧୯୯୨)
  • ସବୁଠାରୁ ଦୀର୍ଘ ରାତି (୧୯୯୪)
  • କ୍ରମଶ ଗଭୀର ନଇ (୧୯୯୬)
  • ଅନ୍ତିମ (୧୯୯୬)
  • ଶିଖର ଲଙ୍ଘନ (୨୦୦୨)
  • ନାଗାନ୍ତକ ବିଦ୍ୟା (୨୦୦୪)
  • ସନ୍ଧିକାଳ (୨୦୦୭)

ନିବନ୍ଧ ସଙ୍କଳନସମ୍ପାଦନ କରନ୍ତୁ

  • ଦୃଷ୍ଟି ଓ ଦର୍ଶନ (୧୯୭୧)
  • ଏ ଯେଉଁ ପୃଥିବୀ (୧୯୭୫)
  • ମୁଁ ସତ୍ୟଧର୍ମା କହୁଛି (୧୯୭୭)
  • ମଧୁସନ୍ଧାନ (୧୯୭୮)
  • ଉତ୍ତର ଅରଣ୍ୟ (୧୯୭୦/୮୦)
  • ଅଶ୍ରୁତ ସ୍ୱର (୧୯୮୧)
  • କ୍ରୀତଦାସର ସ୍ୱପ୍ନ (୧୯୮୧)
  • ରଥ ସପ୍ତକ (୧୯୮୫)
  • ବିଶେଷ କଥନ (୨୦୦୫)
  • ଲଘୁ ସଂହିତା (୨୦୧୨)
  • ନିବନ୍ଧ ସଂଗ୍ରହ (୨୦୧୨)
  • ଉନ୍ମୋଚିତ ଦିଗ୍‌ବଳୟ (୨୦୧୨)

କବିତା ସଙ୍କଳନସମ୍ପାଦନ କରନ୍ତୁ

  • ତୁମ ପାଇଁ ପକ୍ଷୀଗାନ (୨୦୦୦)
  • ଆଗକୁ ବନସ୍ତ (୨୦୦୨)
  • ମୋ ଘର ବହୁତ ଦୂର (୨୦୧୨)

ଅନ୍ୟାନ୍ୟ ସଙ୍କଳନସମ୍ପାଦନ କରନ୍ତୁ

  • ଅତିବଡ଼ୀ ଶ୍ରୀମଦ୍‌ ଭାଗବତ ଗୀତା ଭାଷ୍ୟ-ଆଚାର୍ଯ୍ୟ ଶଙ୍କର (୨୦୦୯)
  • ରିଚାର୍ଡ ବାକ୍‌ଙ୍କ ଜନାଥନ୍‌ ସି’ଗଲ୍‌ର ଓଡ଼ିଆ ଅନୁବାଦ ‘ସାଗର ବିହଙ୍ଗ’
  • ପାଠଚକ୍ର ଡାଏରୀ (୨୦୦୨)
  • ମୃତ୍ୟୁ ଆରପାରିରୁ ସଙ୍କେତ (୨୦୦୩)

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

ଆଧାରସମ୍ପାଦନ କରନ୍ତୁ

  1. http://www.indianautographs.com/productdetail-111195.html
  2. "Odisha Sahitya Akademi declares Atibadi Jagannath Das Award". odishatime.com. Retrieved 31 December 2016.
  3. Chandra Sekhar Rath (2003). Chandrasekhar Rath: Stories. Grassroots. ISBN 978-81-89040-06-2. Retrieved 3 August 2013.
  4. Amaresh Datta (1988). Encyclopaedia of Indian Literature: A-Devo. Sahitya Akademi. pp. 305–. ISBN 978-81-260-1803-1. Retrieved 3 August 2013.
  5. ଦ୍ୱିବେଦୀ, ଅଭୟ (୮ ଅକ୍ଟୋବର ୨୦୧୪). "ଡେଙ୍ଗା ମଣିଷ ଚନ୍ଦ୍ରଶେଖର". ସମାଜ. Retrieved 9 October 2014. Check date values in: |date= (help)
  6. "ବ୍ୟକ୍ତିତ୍ୱ". ନିତିଦିନ ୧୦/୦୨/୨୦୧୮ ଫେବୃଆରୀ ୧୦. Retrieved 7 March 2018.
  7. ଧରିତ୍ରୀ ୦୩/୦୪/୨୦୧୮ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୧୦ http://www.dharitri.com/e-Paper/Bhubaneswar/030418/p10.htm. Retrieved 3 April 2018. Missing or empty |title= (help)
  8. Chandrasekhar Rath; Jatindra Kumar Nayak (6 January 2009). Astride the Wheel: Yantrarudha. Oxford University Press, Incorporated. ISBN 978-0-19-806221-9. Retrieved 3 August 2013.
  9. "Four from Odisha get Padma Shri". ଟାଇମ୍ସ ଅଫ ଇଣ୍ଡିଆ. 26 January 2018. Retrieved 26 January 2018.
  10. "Odisha: Sahitya Bharati Samman for Chandrasekhar Rath, Odisha Current News, Orissa Latest Headlines". orissadiary.com. 2012. Retrieved 15 July 2013. Chandrasekhar Rath would receive the prestigious Sahitya Bharati Samman-2011
  11. "State Sahitya Akademi winner snubs award - The Times of India". indiatimes.com. 2013. Retrieved 15 July 2013. The recipients of the highest literary award of the state are noted writer Chandrasekhar Rath for 2010
  12. "Atibadi award declared for past 3 yrs". dailypioneer.com. 2013. Retrieved 15 July 2013. Chandrasekhar Rath, Gaganendranath Das and Brajanath Rath for the prestigious Atibadi Jagannath Das Award for the year 2010, 2011 and 2012, respectively
  13. ଶାରଳା ପୁରସ୍କାର ବିଜେତାଙ୍କ ତାଲିକା
  14. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 31 December 2016.
  15. http://www.odiasahitya.com/featured/chandrasekhara-rathanka-sahita-sakhyatakara/