ସୁନୀଲ କୁମାର ପୃଷ୍ଟି

ଓଡ଼ିଆ କବି

ସୁନୀଲ କୁମାର ପୃଷ୍ଟି (ଜନ୍ମ : ୧୯୬୩), ଜଣେ ଓଡ଼ିଆ କବି ଓ ସମ୍ପାଦକ ।[୧] ତାଙ୍କର କବିତା ସଙ୍କଳନ “ତନୁଲତାର କବିତା” ପାଇଁ ସେ ୨୦୦୮ ମସିହାରେ କାବ୍ୟ କବିତା ବର୍ଗରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରଦ୍ୱାରା ସମ୍ମାନିତ ହୋଇଥିଲେ ।[୨] ସେ ଓଡ଼ିଆ ପତ୍ରିକା "ସଚିତ୍ର ବିଜୟା", "ସାହିତ୍ୟ ପୃଥିବୀ" ଓ "ଶିଶିର" ଆଦିର ସମ୍ପାଦକ ଭାବରେ କାର୍ଯ୍ୟ କରିଛନ୍ତି ।

ସୁନୀଲ କୁମାର ପୃଷ୍ଟି
ଜନ୍ମ ଓ ଜନ୍ମସ୍ଥାନ୧୯୬୩
ବୃତ୍ତିକବି
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିଦେହ ଦେଉଳ
ତନୁଲତାର କବିତା
ପୁରସ୍କାରଓଡ଼ିଆ ସାହିତ୍ୟ ଏକାଡେମୀ ପୁରସ୍କାର (୨୦୦୮)

ରଚନାବଳୀ ସମ୍ପାଦନା

  • ଦେହ ଦେଉଳ
  • ତନୁଲତାର କବିତା
  • ଚିହ୍ନା ଚିହ୍ନା ନିର୍ଜନତା - ୧୯୮୮ (ନାଳନ୍ଦା)[୩]
  • ପୁଅ ପାଇଁ ପ୍ରାଥନା ୨୦୦୧ (ଗ୍ରନ୍ଥ ମନ୍ଦିର )
  • ଅସଫଳତା କବିତା - ୨୦୦୮ (ନୂପୁର)
  • ମନୋଜ୍ଞ ମନୋଜ ଗଳ୍ପମାଳା -୨୦୧୩ (ବିଜୟାନନ୍ଦ ସିଂହ ଏବଂ ସୁନୀଲ କୁମାର ପୃଷ୍ଟିଙ୍କଦ୍ୱାରା ସହ-ସମ୍ପାଦିତ)[୪]

ପୁରସ୍କାର ଓ ସମ୍ମାନ ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୮ (“ତନୁଲତାର କବିତା” ପାଇଁ)
  • ବସନ୍ତ ମୁଦୁଲୀ ପୁରସ୍କାର
  • ପ୍ରଜାତନ୍ତ୍ର ପୁରସ୍କାର
  • ହିରାଖଣ୍ଡ ପୁରସ୍କାର[୫]

ଆଧାର ସମ୍ପାଦନା

  1. Orissa reference: glimpses of Orissa. TechnoCAD Systems. 2001.
  2. "Odisha Sahitya Akademi". odishasahityaakademi.org. Retrieved 2019-02-21.
  3. Indian Literature, Volume 36. pp. ୧୦୧୪.
  4. "National Library Online Cataoge". opac.nationallibrary.gov.in. National Library. Retrieved 4 March 2019. {{cite web}}: Cite has empty unknown parameter: |dead-url= (help)
  5. Indian Literature. Sahitya Akademi. July 2005.