ନନ୍ଦକିଶୋର ସାମଲ
ଓଡ଼ିଆ ସାହିତ୍ୟିକ
ନନ୍ଦକିଶୋର ସାମଲ (ଜନ୍ମ: ୧୨ ଜୁନ ୧୯୨୫ - ୧୯ ମେ ୨୦୦୩), ଜଣେ ଓଡ଼ିଆ ସାହିତ୍ୟିକ ଥିଲେ ।[୧] ସେ ଗୀତିକବିତା, ନାଟକ ଓ ଶିଶୁସାହିତ୍ୟ ଲେଖୁଥିଲେ ।[୨] ତାଙ୍କ ରଚିତ ଶିଶୁସାହିତ୍ୟ ମୋତେ ଯେତେବେଳେ ଦଶବରଷ ପାଇଁ, ସେ ୧୯୯୨ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୩]
ନନ୍ଦକିଶୋର ସାମଲ | |
---|---|
ଜନ୍ମ | କୁସୁପୁର, କଟକ | ୧୨ ଜୁନ ୧୯୨୫
ମୃତ୍ୟୁ | ୧୯ ମଇ ୨୦୦୩ | (ବୟସ ୭୭)
ଜାତୀୟତା | ଭାରତୀୟ |
ଜାତୀୟତା | ଭାରତୀୟ |
ବୃତ୍ତି(ସମୂହ) | କବି ନାଟ୍ୟକାର ଶିଶୁ ସାହିତ୍ୟିକ |
ପିତାମାତା | ହରେକୃଷ୍ଣ ସାମଲ ପଦ୍ମାବତୀ ସାମଲ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୨ |
ଜୀବନୀ
ସମ୍ପାଦନାନନ୍ଦକିଶୋର, ୧୯୨୫ ମସିହାରେ କଟକ ଜିଲ୍ଲାର କୁସୁପୁରଠାରେ ଜନ୍ମଗ୍ରହଣ କରିଥିଲେ ।[୪][୫] ତାଙ୍କ ପିତାଙ୍କ ନାମ ଥିଲା ହରେକୃଷ୍ଣ ସାମଲ ଓ ମାତାଙ୍କ ନାମ ପଦ୍ମାବତୀ ସାମଲ । ବୃତ୍ତିରେ ସେ ଜଣେ ଶିକ୍ଷକ ଥିଲେ ।[୬]
ରଚନାବଳୀ
ସମ୍ପାଦନାପ୍ରକାଶିତ ଶିଶୁ କବିତାବଳୀ:
- ଗୁଣ୍ଡୁଚିମୂଷାର ପିଠିରେ ଗାର (୧୯୬୪)
- ସରଗଫୁଲ (୧୯୭୯)
- ମୁଁ କହିବି କଥାଟିଏ ତୁ କହିବୁ ହୁଁ (୧୯୮୫)
- ମତେ ଯେତେବେଳେ ଦଶ ବରଷ (୧୯୯୦)
- ଆମେ ଏ ମାଟିର ସୁନାଫରୁଆ (୧୯୯୧)
- ସିଏ ମୁଁ ତୁମେ (୧୯୯୨)
- ଆମ ଲାଗି ଯିଏ ଶହୀଦ ହେଲେ (୧୯୯୨)
- ହସି ହସାଇବା ଧରା (୧୯୯୩)
- ଅଜା ପଚାରିଲେ ଆଈକି (୨୦୦୩)
ଅନ୍ୟାନ୍ୟ:
- ପଲ୍ଲୀକବି (ରୂପକ) ୧୯୭୬
- ମର୍ତ୍ତ୍ୟମଣ୍ଡଳେ ଦେହ ବହି (ରେଡ଼ିଓ ନାଟକ) ୧୯୮୭
- ଶଗଡ଼ିଆ କଥା (ଶିଶୁ ଗପ) ୨୦୦୨
- ନନ୍ଦ କିଶୋର ସାମଲ ରଚନାବଳୀ, ଭାଗ ୧ (୨୦୦୭)
ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 47–. ISBN 978-81-8450-151-3.
- ↑ Navin Menon; Bhavana Nair (1999). Children's literature in India. Children's Book Trust. ISBN 978-81-7011-872-5.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 2020-02-16. Retrieved 2020-06-12.
- ↑ Orissa Reference: Glimpses of Orissa. TechnoCAD Systems. 2001.
- ↑ "A-Z of Publisher Entries" (PDF). odishaculture.gov.in/. Culture Dept. Govt of Odisha. Archived from the original (PDF) on 24 November 2019. Retrieved 12 June 2020.
- ↑ Jagannatha Mahanti; Jagannātha Mahānti (1993). Children's Literature of Orissa. Orissa Sahitya Akademi.
- ↑ "ODISHA SAHITYA ACADEMY AWARDED BOOKS AND WRITERS" (PDF). Odisha Reference Manual (2011): 92–99. Archived from the original (PDF) on 8 July 2019. Retrieved 12 June 2020.
- ↑ "ଆମ ଘରର କବି ନନ୍ଦକିଶୋର". www.samajalive.in/. ସମାଜ. Archived from the original on 12 June 2020. Retrieved 12 June 2020.