ହେମନ୍ତ କୁମାର ଦାସ
ଓଡ଼ିଆ ନାଟ୍ୟକାର ଓ ଗବେଷକ
ହେମନ୍ତ କୁମାର ଦାସ (୮ ଫେବୃଆରୀ ୧୯୩୭ - ୯ ଜୁଲାଇ ୨୦୧୭) ଜଣେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ସାହିତ୍ୟିକ ଥିଲେ । ଗଳ୍ପ, ଏକାଙ୍କିକା, ଶିଶୁ ସାହିତ୍ୟ, ନାଟକ, ସମୀକ୍ଷା ଆଦି ସାହିତ୍ୟବିଧାରେ ସେ ନିଜ ଲେଖନି ଚାଳନା କରିଥିଲେ ।[୧]
ହେମନ୍ତ କୁମାର ଦାସ | |
---|---|
ଜନ୍ମ | ହେମନ୍ତ କୁମାର ଦାସ ୮ ଫେବୃଆରୀ ୧୯୩୭ ବୋଧପୁର, କନ୍ଦରପୁର, ସୁବର୍ଣ୍ଣପୁର |
ମୃତ୍ୟୁ | ୯ ଜୁଲାଇ ୨୦୧୭ | (ବୟସ ୮୦)
ଜାତୀୟତା | ଭାରତୀୟ |
ଶିକ୍ଷା | ସ୍ନାତକୋତ୍ତର(ସଂସ୍କୃତ ଓ ଓଡ଼ିଆ) |
ଶିକ୍ଷାନୁଷ୍ଠାନ | ଉତ୍କଳ ବିଶ୍ୱବିଦ୍ୟାଳୟ |
ପ୍ରସିଦ୍ଧି | ସାହିତ୍ୟିକ, ଶିକ୍ଷାବିତ |
ଜୀବନୀ
ସମ୍ପାଦନାହେମନ୍ତ କୁମାର ଦାସ, ୧୯୩୭ ମସିହା ଫେବୃଆରୀ ୮ତାରିଖରେ କଟକ ଜିଲ୍ଲାର କନ୍ଦରପୁର ବ୍ଳକ ଅନ୍ତର୍ଗତ ବୋଧପୁର ଗ୍ରାମରେ ଜନ୍ମଗ୍ରହଣ କରିଥିଲେ ।[୨] ଉତ୍କଳ ବିଶ୍ୱବିଦ୍ୟାଳୟରୁ ସେ ଉଭୟ ସଂସ୍କୃତ ଓ ଓଡ଼ିଆରେ ସ୍ନାତକୋତ୍ତର ଥିଲେ । ଅଧ୍ୟାପନା ବୃତ୍ତିରେ ଥାଇ,[୩] ସେ ଓଡ଼ିଶାର ବିଭିନ୍ନ ମହାବିଦ୍ୟାଳୟରେ ଅଧ୍ୟକ୍ଷ[୪] ଓ ଶିକ୍ଷାବିଭାଗରେ ଉପନିର୍ଦ୍ଦେଶକ ଭାବରେ କାର୍ଯ୍ୟ କରିଥିଲେ ।
ରଚନାବଳୀ
ସମ୍ପାଦନାନାଟକ
ସମ୍ପାଦନା- ମରୁତୀର୍ଥ - ୧୯୬୪
- ଏ ପୃଥିବୀ ଶରସଜ୍ୟା - ୧୯୬୭
- ନଚିକେତା ସମ୍ବାଦ - ୧୯୬୮
- ଜୟ ଜୟନ୍ତୀ - ୧୯୮୦
- ଋତୁର ନାମ ପ୍ରିୟମ୍ବଦା - ୧୯୮୧
- ଦୁନିଆ - ୧୯୯୨
ସମୀକ୍ଷା
ସମ୍ପାଦନା- ଓଡ଼ିଆ ନାଟକର ବିକାଶଧାରା
- ଓଡ଼ିଆ ଲୋକନାଟକ
- ଓଡ଼ିଆ ମଞ୍ଚ ପରିକ୍ରମା
ଅନ୍ୟାନ୍ୟ
ସମ୍ପାଦନାପୁରସ୍କାର ଓ ସମ୍ମାନ
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୧୯୯୩(ଦୁନିଆ ନାଟକ ପାଇଁ)
- ଝଙ୍କାର ବିଷୁବ ପୁରସ୍କାର - ୧୯୮୫
- ଜୀବନରଙ୍ଗ ପୁରସ୍କାର - ୧୯୯୪
- ଗୌରୀଶଙ୍କର ପୁରସ୍କାର - ୧୯୯୯
- ଏକାମ୍ର ସମ୍ମାନ - ୨୦୦୧(କେଦାରନାଥ ଗବେଷଣା ପ୍ରତିଷ୍ଠାନ ପ୍ରଦତ୍ତ)
- ଗଙ୍ଗାଧର ପୁରସ୍କାର - ୨୦୦୯[୭]
ଆଧାର
ସମ୍ପାଦନା- ↑ Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 275–. ISBN 978-81-260-0873-5.
- ↑ Orissa (India). Orissa District Gazetteers: Sambalpur. Superintendent, Orissa Government Press.
- ↑ Bimal Mukherjee; Chidananda Das Gupta; Ananda Lal (1995). Rasa: Theatre and cinema. Anamika Kala Sangam.
- ↑ Ananda Lal (2004). The Oxford Companion to Indian Theatre. Oxford University Press. ISBN 978-0-19-564446-3.
- ↑ Hemanta Kumāra Dāsa (1998). Aswini Kumar Ghose. Sahitya Akademi. pp. 9–. ISBN 978-81-260-0491-1.
- ↑ D. S. Rao (2004). Five Decades: The National Academy of Letters, India : a Short History of Sahitya Akademi. Sahitya Akademi. pp. 30–. ISBN 978-81-260-2060-7.
- ↑ ଧରିତ୍ରୀ ସାହିତ୍ୟାୟନ ଜୁଲାଇ ୨୨- ଅଗଷ୍ଟ ୪ ପୃଷ୍ଠା ୪ http://www.dharitri.com/sahityayan/220717/p4-5.htm. Retrieved 3 August 2017.
{{cite news}}
: Missing or empty|title=
(help)