ବିମଳ ଜେନା

ଓଡ଼ିଆ କବି

ବିମଳ ଜେନା, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିବା ଜଣେ ଓଡ଼ିଆ କବି । [୧][୨]୨୦୧୩ ମସିହାରେ ନିଜ କବିତା ସଂକଳନ "ଆକାଶ ଭଲରେ ଥାଉ" ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୩] ବିମଳଙ୍କ ଜନ୍ମ ୧୯୫୩ ମସିହାରେ କେନ୍ଦୁଝର ଜିଲ୍ଲା ନନ୍ଦିପଦାର ଓରାଳିରେ ହୋଇଥିଲା । ସେ ବର୍ତ୍ତମାନ କେନ୍ଦ୍ର ସାହିତ୍ୟ ଏକାଡେମୀର ଉପଦେଷ୍ଟା ମଣ୍ଡଳୀରେ ଓଡ଼ିଆ ଭାଷାକୁ ପ୍ରତିନିଧିତ୍ୱ କରୁଛନ୍ତି ।[୪]

ବିମଳ ଜେନା
ଜନ୍ମ୧୯୫୩
ଓରାଳି, ନନ୍ଦିପଦା କେନ୍ଦୁଝର
ଜାତୀୟତାଭାରତୀୟ
ପ୍ରସିଦ୍ଧିକବି
ଉଲ୍ଲେଖନୀୟ କୃତିଆକାଶ ଭଲରେ ଥାଉ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ରଚନାବଳୀ ସମ୍ପାଦନା

  • ନିଶ୍ୱାର ନଈକୂଳ - ୨୦୦୭ (ଗ୍ରନ୍ଥମନ୍ଦିର)
  • ନିଜଠାରୁ ନିର୍ବାସିତ - ୨୦୦୯
  • ନିବୃତ ନିଷାଦ - ୨୦୧୧
  • ଆକାଶ ଭଲରେ ଥାଉ - ୨୦୧୫[୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. http://www.newindianexpress.com/states/odisha/2017/oct/29/state-sahitya-akademi-awards-for-24-litterateurs-1685990.html
  2. https://www.thehindu.com/todays-paper/tp-national/tp-otherstates/Cultural-event-staged-to-welcome-the-New-Year/article15504430.ece
  3. https://odishatv.in/odisha/body-slider/24-litterateurs-to-get-odisha-sahitya-akademi-award-251196
  4. http://sahitya-akademi.gov.in/sahitya-akademi/aboutus/odia.jsp
  5. "ପ୍ରଥମ ବହି". No. ଧରିତ୍ରୀ ସାହିତ୍ୟାୟନ ୫-୧୮ ସେପ୍ଟେମ୍ବର ୨୦୧୮ ପୃଷ୍ଠା ୩. Retrieved 5 September 2018.
  6. http://odishasahityaakademi.org/sahitya-award13.php
  7. "ଜଷ୍ଟିସ ଦୀପକ ମିଶ୍ର ପାଇବେ 'ଉତ୍କଳ ରତ୍ନ' ସମ୍ମାନ". ସମ୍ବାଦ. Archived from the original on 17 July 2023. Retrieved 17 July 2023.