ଶୈଳେଶ୍ୱର ନନ୍ଦ

ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର

ଶୈଳେଶ୍ୱର ନନ୍ଦ (ଜନ୍ମ: ୪ ନଭେମ୍ବର ୧୯୪୪)[୧] ଜଣେ ଓଡ଼ିଆ ନାଟ୍ୟକାର, ଅଭିନେତା ଓ ଡାକ୍ତର । ସେ ଓଡ଼ିଆ ନାଟକମାନ ରଚନା କରିବା ସହିତ ନାଟକ ଓ ଚଳଚ୍ଚିତ୍ରରେ ଅଭିନୟ ମଧ୍ୟ କରିଛନ୍ତି । ତାଙ୍କର ବଡ଼ଭାଇ ଚନ୍ଦ୍ରଶେଖର ନନ୍ଦଙ୍କ ସହ ମିଶି, ସେ 'ଆରୋହଣ' ନାମକ ଏକ ନାଟ୍ୟାନୁଷ୍ଠାନ ଗଠନ କରିଥିଲେ । ୧୯୯୦-୯୩ ପର୍ଯ୍ୟନ୍ତ, ସେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଚିବ ଭାବରେ ମଧ୍ୟ କାର୍ଯ୍ୟ କରିଥିଲେ ।

ଶୈଳେଶ୍ୱର ନନ୍ଦ
Born
ଶୈଳେଶ୍ୱର ନନ୍ଦ

(1944-11-04) ୪ ନଭେମ୍ବର ୧୯୪୪ (ବୟସ ୭୯)
Nationalityଭାରତୀୟ
Citizenshipଭାରତୀୟ
Occupation(s)ନାଟ୍ୟକାର, ଅଭିନେତା ଓ ଡାକ୍ତର
Parent(s)ଆର୍ତ୍ତତ୍ରାଣ ନନ୍ଦ, ଶ୍ରଦ୍ଧାମଣି ନନ୍ଦ
Relativesଚନ୍ଦ୍ରଶେଖର ନନ୍ଦ (ବଡ଼ ଭାଇ)
Awardsଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ନାଟକ ସମ୍ପାଦନା

  • ନାସିକା ଉପାଖ୍ୟାନମ
  • ଜାହାନରା
  • ପିରାମିଡ
  • ମା
  • ତୁଷାର କନ୍ୟା
  • ମୁଁ ମଣିଷ
  • ଆହୁତି

ପୁରସ୍କାର ଓ ସମ୍ମାନ ସମ୍ପାଦନା

ଆଧାର ସମ୍ପାଦନା

  1. "ବୃତ୍ତି ପ୍ରବୃତ୍ତିକୁ ପ୍ରଭାବିତ କରିପାରେନା". dharitri.com. ୬ ମାର୍ଚ୍ଚ ୨୦୧୪. Retrieved 24 February 2021. {{cite web}}: Check date values in: |date= (help)
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 February 2021.
  3. http://orissa.gov.in/e-magazine/orissaannualreference/ORA-2011/pdf/104-108.pdf