ସରଳା ପତ୍ରୀ

ଭାରତୀୟ ଶିଶୁ ସାହିତ୍ୟିକା

ସରଳା ପତ୍ରୀ ଜଣେ ଓଡ଼ିଆ ଶିଶୁ ସାହିତ୍ୟିକା । ସେ ନନ୍ଦନକାନନ ଶିଶୁ ପତ୍ରିକାର ସମ୍ପାଦକ ।[][] ତାଙ୍କ ରଚିତ "ଆମେସବୁ ଏକ" ବହି ପାଇଁ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ।[]

ସରଳା ପତ୍ରୀ
ଜନ୍ମ ଓ ଜନ୍ମସ୍ଥାନ(1941-12-15)୧୫ ଡିସେମ୍ବର ୧୯୪୧
କଟକ ଜିଲ୍ଲା
ମୃତ୍ୟୁକଟକ
ବୃତ୍ତିଶିଶୁ ସାହିତ୍ୟିକ
ଭାଷାଓଡ଼ିଆ
ଜାତୀୟତା ଭାରତୀୟ
ନାଗରିକତା ଭାରତୀୟ
ଶିକ୍ଷାନୁଷ୍ଠାନରେଭେନ୍ସା ବାଳିକା ବିଦ୍ୟାଳୟ
ଉତ୍କଳ ବିଶ୍ୱବିଦ୍ୟାଳୟ
ସାହିତ୍ୟ କୃତି
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[]

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ପତ୍ରୀ ୧୯୪୧ ମସିହା ଡିସେମ୍ବର ୧୫ ତାରିଖରେ ଓଡ଼ିଶାର କଟକରେ ଜନ୍ମଲାଭ କରିଥିଲେ । ସେ ରେଭେନ୍ସା ବାଳିକା ବିଦ୍ୟାଳୟରେ ସ୍କୁଲ ଓ ଉତ୍କଳ ବିଶ୍ୱବିଦ୍ୟାଳୟରୁ ଉଚ୍ଚତର ଶିକ୍ଷାଲାଭ କରିଥିଲେ ।

ପୁରସ୍କାର

ସମ୍ପାଦନା

ସରଳା ପତ୍ରୀ ତାଙ୍କର ଶିଶୁ ସାହିତ୍ୟ ବହି "ଆମେସବୁ ଏକ"ର ରଚନା ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[]

  1. ୧.୦ ୧.୧ ୧.୨ Orissa Reference Annual (PDF). Bhubaneswar: Government of Odisha. 2011. p. 8.
  2. Barik, Bibhuti (January 6, 2009). "It's a tough job to run an Oriya children's magazine". Retrieved March 30, 2016.[permanent dead link]
  3. Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. 2009. pp. 73–. ISBN 978-81-8450-151-3.