ବିଜୟ ପ୍ରସାଦ ମହାପାତ୍ର

ଓଡ଼ିଆ ଗାଳ୍ପିକ ଓ ଭାଷାବିତ

ବିଜୟ ପ୍ରସାଦ ମହାପାତ୍ର (୧ ଅଗଷ୍ଟ ୧୯୩୮[୧] - ୨୦୧୩) ଜଣେ ଓଡ଼ିଆ ଗାଳ୍ପିକ ଓ ଭାଷାବିତ ଥିଲେ ।[୨] ସେ ଲଣ୍ଡନରୁ ସ୍ନାତକୋତ୍ତର ଓ କଲିକତା ବିଶ୍ଵବିଦ୍ୟାଳୟରୁ ପି.ଏଚ.ଡି ଲାଭ କରିଥିଲେ । ଭାରତ ସରକାରଙ୍କ ଭାଷା ବିଭାଗରେ ସେ ଡେପୁଟି ରେଜିଷ୍ଟର ଜେନେରାଲ ଭାବରେ କାର୍ଯ୍ୟ କରିଥିଲେ ।[୩]

ବିଜୟ ପ୍ରସାଦ ମହାପାତ୍ର
ଜନ୍ମ ଓ ଜନ୍ମସ୍ଥାନ ୧ ଅଗଷ୍ଟ ୧୯୩୮(1938-08-01)
କଟକ
ମୃତ୍ୟୁ ୨୦୧୩
ଜାତୀୟତା ଭାରତୀୟ
ଶିକ୍ଷା ସ୍ନାତକୋତ୍ତର, ପି.ଏଚ.ଡି
ଶିକ୍ଷାନୁଷ୍ଠାନ ଲଣ୍ଡନ ବିଶ୍ଵବିଦ୍ୟାଳୟ,
କଲିକତା ବିଶ୍ଵବିଦ୍ୟାଳୟ
ଜଣାଶୁଣା କାମ ଅନ୍ୟ ସ୍ରୋତର ଗଳ୍ପ
ପୁରସ୍କାର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର

ସାହିତ୍ୟ ସର୍ଜନାସମ୍ପାଦନ କରନ୍ତୁ

  • ଅନ୍ୟ ସ୍ରୋତର ଗଳ୍ପ
  • ପ୍ରେମ ଗଳ୍ପ
  • ଗୋଲାପ
  • ବଗିଚାର ଗଳ୍ପ
  • କଳାପାନ ଗୋଲାମର ଗଳ୍ପ
  • ପୁରୀର ଗଳ୍ପ
  • କଣ୍ଢେଇଙ୍କ ଗଳ୍ପ
  • ମୃଗତୃଷ୍ଣାର ଗଳ୍ପ
  • ଅଦିନିଆ ଗଳ୍ପ
  • ଭୟାନକ ଗଳ୍ପ
  • ଓଡ଼ିଆ ଭାଷା ବିଭବ
  • ଓଡ଼ିଆ ଭାଷାତାତ୍ତ୍ଵିକ ପ୍ରବନ୍ଧ
  • ପ୍ରଚଳିତ ଓଡ଼ିଆ ଭାଷାର ଏକ ବ୍ୟାକରଣ
  • ପ୍ରାଥମିକ ଓଡ଼ିଆ ବ୍ୟାକରଣ[୪]

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୮[୫]
  • ବିଷୁବ ସମ୍ମାନ
  • ସୁଧନ୍ୟା ସମ୍ମାନ

ଆଧାରସମ୍ପାଦନ କରନ୍ତୁ

  1. Kartik Chandra Dutt (୧୯୯୯). Who's who of Indian Writers, ୧୯୯୯: A-M. Sahitya Akademi. pp. ୬୮୯–. ISBN ୯୭୮-୮୧-୨୬୦-୦୮୭୩-୫. 
  2. Ira Raja (୩ February ୨୦୧୦). Grey areas: an anthology of Indian fiction on ageing. Oxford University Press. ISBN ୯୭୮-୦-୧୯-୫୬୮୯୫୮-୭. 
  3. Krishna Bhattacharya (୧୯୯୩). Bengali-Oriya Verb Morphology: A Contrastive Study. Das Gupta & Company. 
  4. "ସ୍ମରଣୀୟ". ଧରିତ୍ରୀ ସାହିତ୍ୟାୟନ ମାର୍ଚ୍ଚ ୧୯- ଅପ୍ରେଲ ୧ ପୃଷ୍ଠା ୪. http://www.dharitri.com/sahityayan/190316/p4.htm. Retrieved 24 March 2016. 
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Retrieved 24 April 2017.