ହୃଦାନନ୍ଦ ପାଣିଗ୍ରାହୀ

ଓଡ଼ିଆ ସାହିତ୍ୟିକ

ହୃଦାନନ୍ଦ ପାଣିଗ୍ରାହୀ, ଜଣେ ଓଡ଼ିଆ ସାହିତ୍ୟିକ । ସେ ୧୯୫୫ ମସିହା ଅଗଷ୍ଟ ୬ ତାରିଖରେ ଭଦ୍ରକ ଜିଲ୍ଲାର ଝାଡ଼ପଟାଠାରେ ଜନ୍ମଗ୍ରହଣ କରିଥିଲେ ।[୧] ବୃତ୍ତିରେ ସେ ଜଣେ ଅଧ୍ୟାପକ ।

ହୃଦାନନ୍ଦ ପାଣିଗ୍ରାହୀ
ଜନ୍ମ ଓ ଜନ୍ମସ୍ଥାନ ୬ ଅଗଷ୍ଟ ୧୯୫୫ (1955-08-06) (୬୨ ବର୍ଷ)
ଝାଡ଼ପଟା, ଭଦ୍ରକ
ଜାତୀୟତା ଭାରତୀୟ
ଆଞ୍ଚଳିକତା ଓଡ଼ିଆ

ବିଷୟସୂଚୀ

ରଚନାବଳୀସମ୍ପାଦନ କରନ୍ତୁ

ହୃଦାନନ୍ଦଙ୍କର ପ୍ରଥମ କବିତା ପୁସ୍ତକ "ଅନଂତ ପ୍ରେମର ଗୀତ" ୧୯୯୦ ମସିହାରେ ପ୍ରକାଶ ପାଇଥିଲା । ଭୁବନେଶ୍ଵରର 'ମୟୂର ପବ୍ଳିକେଶନ୍' ପୁସ୍ତକଟିକୁ ପ୍ରକାଶ କରିଥିଲେ ।[୨] ସୌରୀନ୍ଦ୍ର ବାରିକ ବହିଟିର ମୁଖବନ୍ଧ ଲେଖିଥିଲେ । ପ୍ରକାଶକ ଭାବଗ୍ରାହୀ ମିଶ୍ର ପୃଷ୍ଠବନ୍ଧ ଲେଖିଥିଲେ । ତାପରେ, ହୃଦାନନ୍ଦଙ୍କର ବହୁ କବିତା, ଗୀତିକବିତା ଓ ଆଲୋଚନା ପୁସ୍ତକ ପ୍ରକାଶ ପାଇଛି । "ସ୍ଵରଲିପି" ପତ୍ରିକାର ସମ୍ପାଦାନ ସହିତ ମଧ୍ୟ ସେ ଜଡ଼ିତ ଥିଲେ ।

କବିତା ଗ୍ରନ୍ଥସମ୍ପାଦନ କରନ୍ତୁ

  • ଅନଂତ ପ୍ରେମର ଗୀତ
  • ଲୁହର ଟୋପାଏ ଜହ୍ନ
  • ନଷ୍ଟପାଦ
  • ଆରତ ନଳିନୀ ବନ
  • ଝରିପଡୁଥିବା ଶୂନ୍ୟତା
  • ଗୋଟାପଣେ ଦୁଃଖରେ
  • ମାଟିକଥା
  • ଶକୁଂତଳା
  • ଦୀଘି
  • ଅଂଧାର ଧୂଳି

ଗୀତିକବିତା ଗ୍ରନ୍ଥସମ୍ପାଦନ କରନ୍ତୁ

  • ମନେପଡେ ଆଜି
  • ଜହ୍ନ ଝିଲିମିଲି

ଆଲୋଚନା ଗ୍ରନ୍ଥସମ୍ପାଦନ କରନ୍ତୁ

  • ସାରସ୍ଵତ ଗବାକ୍ଷ[୩]

ସମ୍ମାନ ଓ ପୁରସ୍କାରସମ୍ପାଦନ କରନ୍ତୁ

  • କାନ୍ତକବି ସ୍ମୃତି ପୁରସ୍କାର
  • ଉତ୍ତର ଓଡ଼ିଶା ଲେଖକ ସମ୍ମେଳନ ସମ୍ମାନ
  • ଚଲାପଥ କବିତ ସମ୍ମାନ
  • ପ୍ରଜାତନ୍ତ୍ର ବିଷୁବକବିତା ସମ୍ମାନ[୪]

ଆଧାରସମ୍ପାଦନ କରନ୍ତୁ

  1. Subas Pani; H. C. Das; Indu Bhusan Kar (୧୯୮୮). Glimpses of History and Culture of Balasore. Orissa State Museum. 
  2. National Book Trust (୧୯୯୩*). Books recommended for translation. National Book Trust, India.  Check date values in: &#୧୨୪;date= (help)
  3. "ପ୍ରଥମ ବହି". ଧରିତ୍ରୀ ସାହିତ୍ୟାୟନ ଏପ୍ରିଲ ୩୦-ମେ ୧୩. ୨୦୧୬ ପୃଷ୍ଠା ୨. http://www.dharitri.com/sahityayan/300416/p2.htm. Retrieved 5 May 2016. 
  4. http://www.indianwriters.org/orissa/hirudananda_panigrahi.htm