ରମେଶ ଚନ୍ଦ୍ର ଭଞ୍ଜ

ଶିଶୁ ସାହିତ୍ୟିକ, ଶିକ୍ଷାବିତ ଓ ଭାଷାବିତ

ରମେଶ ଚନ୍ଦ୍ର ଭଞ୍ଜ (୧୭ ଅପ୍ରେଲ ୧୯୪୧ - ୧୮ ମାର୍ଚ୍ଚ ୨୦୧୫)[], ଜଣେ ଓଡ଼ିଆ ଶିଶୁ ସାହିତ୍ୟିକ, ଶିକ୍ଷାବିତ ଓ ଭାଷାବିତ ।[] "ଗପ ଗଣ୍ଠିଲି" ପୁସ୍ତକ ପାଇଁ, ସେ ୧୯୮୨ ବର୍ଷର ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[]

ରମେଶ ଚନ୍ଦ୍ର ଭଞ୍ଜ
ଜନ୍ମ(1941-04-17)୧୭ ଅପ୍ରେଲ ୧୯୪୧
ହଳଦିଆଗଡ଼, ଖୋର୍ଦ୍ଧା
ମୃତ୍ୟୁ୧୮ ମାର୍ଚ୍ଚ ୨୦୧୫(2015-03-18) (ବୟସ ୭୩)
ମୃତ୍ୟୁର କାରଣପାର୍କିନ୍‌ସନ୍ ରୋଗ
ଜାତୀୟତାଭାରତୀୟ
ବୃତ୍ତି(ସମୂହ)ଶିକ୍ଷାବିତ, ଭାଷାବିତ
ଉଲ୍ଲେଖନୀୟ କୃତିଗପ ଗଣ୍ଠିଲି
ସନ୍ତାନପ୍ରତାପ ଭଞ୍ଜ (ଜ୍ୟେଷ୍ଠ ପୁତ୍ର)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କାର, ୧୯୮୨

ରମେଶ ଚନ୍ଦ୍ର ଭଞ୍ଜଙ୍କର ୨୦୧୫ ମସିହା ମାର୍ଚ୍ଚ ୧୫ତାରିଖରେ ଦେହାନ୍ତ ହୋଇଥିଲା । ତାଙ୍କ ପରିବାରରେ ପତ୍ନୀ, ତିନି ଝିଅ ଓ ତିନି ପୁଅ ଅଛନ୍ତି ।

୧୯୪୧ ମସିହାର ଅପ୍ରେଲ ୧୭ ତାରିଖରେ ସେ ଖୋର୍ଦ୍ଧା ଜିଲ୍ଲାର ହଳଦିଆଠାରେ ଜନ୍ମଗ୍ରହଣ କରିଥିଲେ । ସେ ଜଣେ ଶିକ୍ଷକ ଭାରେ ୧୯୯୯ ମସିହାରେ ଅବସର ନେଇଥିଲେ ।[]

ରଚନାବଳୀ

ସମ୍ପାଦନା
  • କାଠି କୁଟା ପତର (କବିତା ସଂକଳନ)
  • ଭେରୀ ତୁରୀ ମହୁରୀ (କବିତା ସଂକଳନ)
  • ଗପ ଗଣ୍ଠିଲି (ଗଳ୍ପ ସଂକଳନ)
  • କଥା କୋଥଳି (ଗଳ୍ପ ସଂକଳନ)
  • ମୁଠାଏ ମହକ (ଗଳ୍ପ ସଂକଳନ)
  • କଥା କହୁଛି ଶୁଣ (ଗଳ୍ପ ସଂକଳନ)

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୨[]
  • ପ୍ରଜାତନ୍ତ୍ର ବିଷୁବ ମିଳନ ପୁରସ୍କାର[]
  • ଭୁବନେଶ୍ୱର ପୁସ୍ତକମେଳା ପୁରସ୍କାର, ୨୦୧୫[]
  • ମୀନାବଜାର ପୁରସ୍କାର
  • ବିଷୁବ ପୁରସ୍କାର (ପ୍ରଜାତନ୍ତ୍ର ପ୍ର·ର ସମିତି, କଟକ, ୨୦୦୩)
  • ଓଡ଼ିଶା ଶିଶୁ ସାହିତ୍ୟ ପୁରସ୍କାର (କଳା ବିକାଶ କେନ୍ଦ୍ର, କଟକ)
  • ଖଦି ଓ ଗ୍ରାମୋଦ୍ୟୋଗ ପୁରସ୍କାର (ଖଦି ଓ ଗ୍ରାମୋଦ୍ୟୋଗ ବୋଡର଼୍, ଭୁବନେଶ୍ୱର)
  • ହରେକୃଷ୍ଣ ଶିଶୁ ସାହିତ୍ୟ ପୁରସ୍କାର (ଫକୀର ମୋହନ ସାହିତ୍ୟ ପରିଷଦ, ବାଲେଶ୍ୱର)
  • ଜ୍ଞାନଜ୍ୟୋତି ପୁରସ୍କାର (ଖୋର୍ଦ୍ଧା ବିଷୁବ ମିଳନ ସମିତି,୨୦୧୧)
  • ସଂସାର ସମ୍ମାନ (ସଂସାର ପତ୍ରିକା, କଟକ)
  • ରାମକୃଷ୍ଣ ନନ୍ଦ ସ୍ମାରକୀ ସମ୍ମାନ,କଟକ
  • କୁନ୍ତଳା ସାହୁ ସାହିତ୍ୟ ସମ୍ମାନ, ଭୁବନେଶ୍ୱର
  • କୁନି ରାଇଜ ସାହିତ୍ୟ ସମ୍ମାନ, ଭୁବନେଶ୍ୱର
  • ଓଡ଼ିଆ ସମ୍ମିଳନୀ ସମ୍ମାନ, ଭୁବନେଶ୍ୱର
  • ଶ୍ରୀକ୍ଷେତ୍ର ଶିଶୁ ସାହିତ୍ୟ ସମ୍ମାନ, ପୁରୀ
  • ବୀରେନ୍ଦ୍ର ଭୂୟାଁ ସ୍ମୃତି ସମ୍ମାନ, ୧୯୯୭
  • ଝୁମୁକା ସାରସ୍ୱତ ସମ୍ମାନ, ୨୦୧୧
  • ଅଙ୍ଗୀକାର ସମ୍ମାନ, ଜଟଣୀ, ୨୦୦୪
  • ବାଗ୍ମୟୀ ସମ୍ମାନ (ନାଟୁଆ, ନିମାପଡ଼ା)
  1. ପୃଷ୍ଟି, ସଂଗ୍ରାମ କେଶରୀ (17 April 2021). "ଶିଶୁ ସାହିତ୍ୟର ଅନନ୍ୟ ସ୍ରଷ୍ଟା: ରମେଶ ଚନ୍ଦ୍ର ଭଞ୍ଜ". ନିତିଦିନ. p. ୮. Archived from the original on 23 April 2021. Retrieved 23 April 2021.
  2. Jagannath Mohanty (2009). Encyclopaedia of Education, Culture and Children's Literature: v. 4. Children's literature and education. Deep & Deep Publications. pp. 24–. ISBN 978-81-8450-151-3.
  3. http://orissa.gov.in/e-magazine/orissaannualreference/ORA-2004/pdf/orissa_sahitya_akademi_awarded-books-and_writers.pdf
  4. ବଳିଆର ସିଂହ, ସତ୍ୟବାଦୀ (1 March 2014). "ଶିଶୁ ସାହିତ୍ୟିକ ରମେଶ ଚନ୍ଦ୍ର ଭଞ୍ଜଙ୍କ ସହ ଏକ ଅନ୍ତରଙ୍ଗ ଆଳାପ" (PDF). ଆମରିସତ୍ୟ: 40, 41. Retrieved 30 August 2023.
  5. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 27 March 2019. Retrieved 11 April 2019.
  6. ସମାଜ ୧୯/୦୩/୨୦୧୫ ଭୁବନେଶ୍ୱର ସଂସ୍କରଣ ପୃଷ୍ଠା ୪
  7. "Eminent Linguist Ramesh Chandra Bhanja passed away". eOdisha. Archived from the original on 2 April 2015. Retrieved 19 March 2015.