ସୁରେନ୍ଦ୍ରନାଥ ଶତପଥୀ
ଓଡ଼ିଆ ଭାଷାବିତ ଓ ସାହିତ୍ୟିକ
ସୁରେନ୍ଦ୍ରନାଥ ଶତପଥୀ ଜଣେ ଓଡ଼ିଆ ଭାଷାବିତ ଓ ସାହିତ୍ୟିକ । ସେ କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ ଓ ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ ଭଳି ଅନେକ ସାହିତ୍ୟ ସମ୍ମାନର ଅଧିକାରୀ । ତାଙ୍କର ୫୦ଟିରୁ ଅଧିକ ପୁସ୍ତକ ପ୍ରକାଶିତ ହୋଇଛି । ଉପନିଷଦ, ଯାତକ କଥା ଓ ରାମାୟଣ ଭଳି ଗ୍ରନ୍ଥକୁ ସେ ଅନୁବାଦ କରିଛନ୍ତି । ବୃତ୍ତିରେ ସେ ଜଣେ ଓଡ଼ିଶା ପ୍ରଶାସନିକ ସେବା ଅଧିକାରୀ ଥିଲେ ।
ସୁରେନ୍ଦ୍ରନାଥ ଶତପଥୀ | |
---|---|
ବୃତ୍ତି | ଓଡ଼ିଶା ପ୍ରଶାସନିକ ସେବା |
ଭାଷା | ଓଡ଼ିଆ, ଇଂରାଜୀ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ରଚନାବଳୀ
ସମ୍ପାଦନାସୁରେନ୍ଦ୍ରନାଥ, ୮ଟି ଉପନ୍ୟାସ, ୩ଟି କ୍ଷୁଦ୍ରଗଳ୍ପ ସଂକଳନ, ୫ଟି ପ୍ରବନ୍ଧ ଓ ୨ଟି କବିତା ପୁସ୍ତକ ରଚନା କରିଛନ୍ତି । ସେ ଉପନିଷଦ, ରାମାୟଣ ଓ ଜାତକ କଥା ଆଦି ଗ୍ରନ୍ଥକୁ ସଂସ୍କୃତ ଓ ପାଲି ଭାଷାରୁ ଅନୁବାଦ କରିଛନ୍ତି ।
ରଚନାବଳୀ
ସମ୍ପାଦନା- ଶର୍ମିଷ୍ଠା
- କୁନ୍ତୀ
- ମନ୍ଥରା
- ଧର୍ମ ଓ ସଂସ୍କୃତି
- ଯୋଜନଗନ୍ଧା
- କୃଷ୍ଣା
- ରାବଣ
- କର୍ଣ୍ଣ
- ଜାନକୀ
- ବୌଦ୍ଧ ଜାତକ ଗଳ୍ପ
- ସଂସ୍କାର ଓ ସଂସ୍କୃତି
ସମ୍ମାନ ଓ ପୁରସ୍କାର
ସମ୍ପାଦନା- କେନ୍ଦ୍ର ସାହିତ୍ୟ ଏକାଡେମୀ ଭାଷା ସମ୍ମାନ - ୨୦୦୮[୧]
- ଓଡ଼ିଶା ସାହିତ୍ୟ ଏକାଡ଼େମୀ ସମ୍ମାନ - ୧୯୯୭ (ମନ୍ଥରା ଉପନ୍ୟାସ)[୨]
- ଶୁକଦେବ ସାହୁ ଉପନ୍ୟାସ ସମ୍ମାନ, ୨୦୦୪ (ଉତ୍କଳ ସାହିତ୍ୟ ସମାଜ ପ୍ରଦତ୍ତ ସମ୍ମାନ)[୩]
- ସାରଳା ସାହିତ୍ୟ ସମ୍ମାନ
- ଲେଖକ ସାମୁଖ୍ୟ ସମ୍ମାନ
ଆଧାର
ସମ୍ପାଦନା- ↑ "BHASHA SAMMAN AWARDEES". www.sahitya-akademi.gov.in. sahitya akademi. Retrieved 18 January 2022.
- ↑ "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". www.odishasahityaakademi.org/. ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 18 January 2022.
- ↑ "'Bhasa Samman is an honour for my mother tongue'". www.newindianexpress.com. The New Indian Express. Archived from the original on 18 January 2022. Retrieved 18 January 2022.