କ୍ଷୀରୋଦଚନ୍ଦ୍ର ଦାଶ

ଭାରତୀୟ ଓଡ଼ିଆ ସାହିତ୍ୟିକ

କ୍ଷୀରୋଦଚନ୍ଦ୍ର ଦାଶ (ଜନ୍ମ: ୧୯୫୪) ଜଣେ ଭାରତୀୟ ଓଡ଼ିଆ-ଭାଷୀ ସଂସ୍କୃତ କବି । ସେ ୧୯୯୨ ମସିହାରେ ସେ ନିଜ ସଂସ୍କୃତ କାବ୍ୟଗ୍ରନ୍ଥ ତାରୁଣ୍ୟଶତକମ୍ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[]

କ୍ଷୀରୋଦଚନ୍ଦ୍ର ଦାଶ
ଜନ୍ମ ଓ ଜନ୍ମସ୍ଥାନ (1954-04-26) ୨୬ ଅପ୍ରେଲ ୧୯୫୪ (ବୟସ ୭୦)
ନୃତାଙ୍ଗ, କୁଆଁପାଳ, ମାହାଙ୍ଗା, କଟକ
ବୃତ୍ତିଅଧ୍ୟାପକ
ଜାତୀୟତାଭାରତୀୟ
ନାଗରିକତାଭାରତୀୟ
ସାହିତ୍ୟ କୃତିତାରୁଣ୍ୟଶତକମ୍
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୨

ସଂକ୍ଷିପ୍ତ ଜୀବନୀ

ସମ୍ପାଦନା

କ୍ଷୀରୋଦଚନ୍ଦ୍ର ୧୯୫୪ ମସିହାରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚଶିକ୍ଷା ପରେ ସେ ବିଜେବି କଲେଜରେ ଅଧ୍ୟାପନା ଆରମ୍ଭ କରିଥିଲେ । ସଂସ୍କୃତ ଭାଷାରେ ସେ ଅନେକ କାବ୍ୟକବିତା ସହିତ ଓଡ଼ିଆ ଭାଷାରୁ ମଧ୍ୟ ଅନେକ ସ୍ମରଣୀୟ କୃତିକୁ ଅନୁବାଦ କାରିଥିଲେ ।[][]

ରଚନାବଳୀ

ସମ୍ପାଦନା
  • ତାରୁଣ୍ୟଶତକମ୍
  • ଗୀତଭାରତମ୍
  • ଅରଣ୍ୟ-ଶସ୍ୟମ୍
  • ରମାକାନ୍ତ କବିତା ସଞ୍ଚୟନମ୍ ୨୦୦୧[]
  • ସଂସ୍କୃତ ନାଟ୍ୟ ସାହିତ୍ୟମ୍
  • Cilika: A Romantic Poetic Art

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ତାରୁଣ୍ୟଶତକମ୍) ପାଇଁ - ୧୯୯୨
  • କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର[]
  1. http://odishasahityaakademi.org/English/sahitya-award6.php
  2. https://www.scribd.com/search?query=Kshirod%20Chandra
  3. ମିଶ୍ର, ରିତମ୍. ମାହାଙ୍ଗା ସାରସ୍ୱତ ସାଧକ. କଟକ: ବିଜୟିନୀ ପବ୍ଲିକେଶନ୍ସ. pp. ୧୭. ISBN 978-81-19198-28-3.
  4. chrome-extension://efaidnbmnnnibpcajpcglclefindmkaj/https://sahitya-akademi.org.in/PDF/book-documentry/SANSKRIT.pdf
  5. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୮୫. ISBN 81-7586-097-9.