ରବୀନ୍ଦ୍ରନାଥ ମାଝୀ

ଓଡ଼ିଆ ଶିଶୁସାହିତ୍ୟିକ

ରବୀନ୍ଦ୍ରନାଥ ମାଝୀ (ଜନ୍ମ: ୨୨ ନଭେମ୍ବର ୧୯୫୨) ଜଣେ ଭାରତୀୟ ଓଡ଼ିଆ ଭାଷୀ ଶିଶୁ ସାହିତ୍ୟିକ ।[] ସେ ୨୦୧୩ ମସିହାରେ ନୀଳ ଠେକୁଆ ପୁସ୍ତକ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କର ଅନ୍ୟାନ୍ୟ ରଚନା ମଧ୍ୟରେ ବିଜ୍ଞାନଭିତ୍ତିକ ଶିଶୁସାହିତ୍ୟ ପୁସ୍ତକ ପଢ଼ି ଶିଖ ଗଢ଼ି ଶିଖ[]ଗୀତରେ ଗୀତରେ ବିଜ୍ଞାନ (୨୦୧୬) ଏବଂ କୁନା ପାଇଁ କୁନୀ ପାଇଁ (୨୦୦୭)[] ଆଦି ଅନ୍ୟତମ ।

ରଚନାବଳୀ

ସମ୍ପାଦନା
  • ପଢ଼ି ଶିଖ ଗଢ଼ି ଶିଖ
  • କୁନା ପାଇଁ କୁନୀ ପାଇଁ (୨୦୦୭)
  • ନୀଳ ଠେକୁଆ
  • ଗୀତରେ ଗୀତରେ ବିଜ୍ଞାନ (୨୦୧୬)
  • ଡାଇନୋସରର ଡାଏରୀ

ସମ୍ମାନ ଓ ପୁରସ୍କାର

ସମ୍ପାଦନା

ରବୀନ୍ଦ୍ରନାଥ ମାଝୀ ତାଙ୍କର ନୀଳ ଠେକୁଆ ପୁସ୍ତକ ପାଇଁ ୨୦୧୩ ମସିହାରେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରରେ ସମ୍ମାନୀତ ହୋଇଥିଲେ ।[][][][][]

  1. Breakfast Odisha with Rabindranath Majhi, Children's Literature Writer, Prameya News7, 5 May 2022, retrieved 2024-01-03
  2. "Odia Book Padhi Sikha Gadhi Sikha" (in Indian English). 2022-12-05. Retrieved 2024-01-03.
  3. Sisugoswami, Kabitanjali; Behera, Rudra Prasad; Nayak, Ganeswar. Odisha State Bibliography (PDF). Vol. 7. Bhubaneswar: Harekrushna Mahtab State Library. Retrieved 2024-01-03.
  4. "Odisha Sahitya Akademi felicitate the 24 litterateurs for the year 2013 and 2014". Odisha News Today (in Indian English). Retrieved 2024-01-03.
  5. "24 Odia Litterateurs To Be Honoured With Sahitya Akademi Awards | Mycitylinks". mycitylinks.in. Retrieved 2024-01-03.
  6. "ଓଡ଼ିଶା ସାହିତ୍ୟ ଏକାଡ଼େମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. Retrieved 2024-01-03.
  7. "State Sahitya Akademi awards for 24 litterateurs". The New Indian Express. Retrieved 2024-01-03.
  8. "24 Litterateurs To Get Odisha Sahitya Akademi Award". 24 Litterateurs To Get Odisha Sahitya Akademi Award (in ଇଂରାଜୀ). Odisha TV. Retrieved 2024-01-03.