ନିର୍ମଳା ଦେବୀ

ଓଡ଼ିଆ କବୀ

ନିର୍ମଳା ଦେବୀ (୧୯୦୭ - ୧୯୮୭) ଜଣେ ଓଡ଼ିଆ କବୟତ୍ରୀ ଥିଲେ । ସେ ଓଡ଼ିଆ ଭାଷାରେ ଅନେକ କାବ୍ୟ କବିତା ରଚନା କରିଥିଲେ । ୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।[୧] ତାଙ୍କ ରଚିତ କବ୍ୟ କବିତା ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।

ନିର୍ମଳା ଦେବୀ
ଜନ୍ମ ଓ ଜନ୍ମସ୍ଥାନ୧୯୦୭
ମୃତ୍ୟୁ୧୯୮୭
ବୃତ୍ତିକବୟତ୍ରୀ
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ସାହିତ୍ୟ କୃତିବର୍ଣ୍ଣରାଗ (କାବ୍ୟ-କବିତା)
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୮୫
ସନ୍ତାନବିଧୁଭୂଷଣ ଦାସ

୨୦୧୮ ମସିହାରେ ନିର୍ମଳା ଦେବୀଙ୍କ ବର୍ଣ୍ଣରାଗ ପୁସ୍ତକରୁ ୬ଟି କବିତାକୁ ଗୀତରେ ପରିଣତ କରିଥିଲେ ସଙ୍ଗୀତ ନିର୍ଦ୍ଦେଶକ ତଥା ଗାୟକ ରତିକାନ୍ତ ଶତପଥୀ[୨] ଏହି ଆଲବମ୍‌ଟିର ନାମ ରଖାଯାଇଥିଲା ବର୍ଣ୍ଣରାଗ । ଏହି ଆଲବମ୍‌ର ପ୍ରଯୋଜନା କରିଥିଲେ ନିର୍ମଳା ଦେବୀଙ୍କ ନାତୁଣୀ ପଞ୍ଚମୀ ମାନୁ ଉକିଲ୍ ।[୩]

ସାହିତ୍ୟ କୃତି ସମ୍ପାଦନା

ନିର୍ମଳା ଦେବୀଙ୍କ ରଚିତ କିଛି କବିତା ଗ୍ରନ୍ଥ ମଧ୍ୟରେ ଦିନାନ୍ତେ, ସୀମାନ୍ତେ, ୧୯୫୩ ଆଦି ଅନ୍ୟତମ ।[୪] ୧୯୮୫ ମସିହାରେ ତାଙ୍କ ରଚିତ କାବ୍ୟ ଗ୍ରନ୍ଥ ବର୍ଣ୍ଣରାଗ ପାଇଁ ତାଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା ।

ରଚନାବଳୀ ସମ୍ପାଦନା

  • ବର୍ଣ୍ଣରାଗ - ୧୯୮୫ (ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର)
  • ଦିନାନ୍ତେ
  • ସୀମାନ୍ତେ
  • ୧୯୫୩
  • ଏ ଜୀବନେ

ପୁରସ୍କାର ଓ ସମ୍ମାନ ସମ୍ପାଦନା

୧୯୮୫ ମସିହାରେ ନିର୍ମଳା ଦେବୀଙ୍କୁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ମିଳିଥିଲା । ତାଙ୍କ ରଚିତ କାବିତାବଳୀ ବର୍ଣ୍ଣରାଗ ପାଇଁ ତାଙ୍କୁ ଏହି ପୁରସ୍କାର ମିଳିଥିଲା ।[୧]

ଆଧାର ସମ୍ପାଦନା

  1. ୧.୦ ୧.୧ "Odisha Sahitya Akademi". odishasahityaakademi.org. Odisha Sahitya Academy. Retrieved 28 March 2019.
  2. "ଆଈଙ୍କ କବିତାକୁ ସଙ୍ଗୀତରେ ବଦଳାଇଲେ ନାତୁଣୀ". KNews Odisha (in ଆମେରିକୀୟ ଇଂରାଜୀ). 2018-08-19. Archived from the original on 2019-03-28. Retrieved 2019-03-28.
  3. "ସ୍ୱଗର୍ତ ନିର୍ମଳା ଦେବୀଙ୍କ କବିତା ନେଇ ସଙ୍ଗୀତର ରୂପାୟନ ମନଛୁଆଁ ଗୀତ 'ତୁମେ ବର୍ଣ୍ଣବିହୀନ ପରା', ରତିକାନ୍ତ ଶତପଥୀଙ୍କ କଣ୍ଠରୁ ଶୁଣନ୍ତୁ ! | Kanak Lifestyle". OllyBolly (in ଆମେରିକୀୟ ଇଂରାଜୀ). 2018-08-18. Archived from the original on 2019-03-28. Retrieved 2019-03-28.
  4. "ନିର୍ମଳା ଦେବୀ | Nirmala Devi | Writer of Odia Language & Literature" (in ଇଂରାଜୀ). Retrieved 2019-03-28.

Lua error in package.lua at line 80: module 'Module:Authority control/config' not found.