ଶଙ୍କର ପ୍ରସାଦ ତ୍ରିପାଠୀ
ଓଡ଼ିଆ ନାଟ୍ୟକାର
ଶଙ୍କର ପ୍ରସାଦ ତ୍ରିପାଠୀ, ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଜଣେ ସାହିତ୍ୟିକ ।[୧] ସେ ଉଭୟ ଓଡ଼ିଆ ଓ ଇଂରାଜୀ ଭାଷାରେ ଲେଖନ୍ତି । ସାହିତ୍ୟର ବିଭିନ୍ନ ବିଭାଗ, ଯଥା ନାଟକ, ଏକାଙ୍କିକା, ଉପନ୍ୟାସ ଆଦିରେ ତାଙ୍କର ପ୍ରବେଶ ରହିଥିଲେ ମଧ୍ୟ, ଜଣେ ନାଟ୍ୟକାର ଭାବରେ ସେ ବିଶେଷ ଭାବରେ ପରିଚିତ ।[୨]
ଶଙ୍କର ପ୍ରସାଦ ତ୍ରିପାଠୀ | |
---|---|
ଜନ୍ମ | ୧୯୬୧ ଶ୍ରୀରାମଚନ୍ଦ୍ରପୁର, ପୁରୀ |
ଜାତୀୟତା | ଭାରତୀୟ |
ପିତାମାତା | ଦୀନବନ୍ଧୁ ତ୍ରିପାଠୀ, ସାରଦା |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର |
ଶଙ୍କର ପ୍ରସାଦ ୧୯୬୧ମସିହାରେ ପୁରୀ ଜିଲ୍ଲାର ଶ୍ରୀରାମଚନ୍ଦ୍ରପୁରଠାରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ପିତାଙ୍କ ନାମ ଥିଲା ଦୀନବନ୍ଧୁ ତ୍ରିପାଠୀ ଓ ମାତାଙ୍କ ନାମ ସାରଦା । ସେ ଓଡ଼ିଆରେ ସ୍ନାତକୋତ୍ତର ଲାଭ କରିଛନ୍ତି । ବିଭିନ୍ନ ଟେଲିଭିଜନ ଚ୍ୟାନେଲରେ ସେ କାର୍ଯ୍ୟ କରିଛନ୍ତି ।
ରଚନାବଳୀ
ସମ୍ପାଦନାଏଯାବତ ଶଙ୍କର ପ୍ରସାଦଙ୍କର ୨୭ଟି ଓଡ଼ିଆ ନାଟକ, ୪ଟି ହିନ୍ଦୀ ନାଟକ, ୨ଟି ଇଂରାଜୀ ନାଟକ ପ୍ରକାଶ ପାଇଛି । ଏତଦ ଭିନ୍ନ ତାଙ୍କର ୧୪ଟି ଏକାଙ୍କିକା, ୯ଟି ଉପନ୍ୟାସ ମଧ୍ୟ ପ୍ରକାଶ ପାଇଛି ।
- Behind the Shadow[୩]
- ଶୁଣିବା ହେଉ ଏ କାହାଣୀ
- ନାଦବିନ୍ଦୁ
ସମ୍ମାନ ଓ ପୁରସ୍କାର
ସମ୍ପାଦନାଆଧାର
ସମ୍ପାଦନା- ↑ D. N. Malhotra (2006). Sixty Years of Book Publishing in India, 1947-2007. Federation of Indian Publishers. ISBN 978-81-86519-06-6.
- ↑ Vision: Journal of the Institute of Economic & Social Studies. The Institute. 2006.
- ↑ "ଆର୍କାଇଭ୍ କପି". Archived from the original on 2016-05-29. Retrieved 2016-05-03.
{{cite web}}
: Cite has empty unknown parameter:|1=
(help) - ↑ http://odisha.gov.in/e-magazine/orissaannualreference/ORA-2005/pdf/orissa_sahitya_academy.pdf
- ↑ http://sarbasadharana.com/?p=19685[permanent dead link]
- ↑ "ମଞ୍ଚର ମହାନାୟକ". ପ୍ରମେୟ ରବିବାର ୨୪-୩୦ଅପ୍ରେଲ ୨୦୧୬ ପୃଷ୍ଠା ୭. Retrieved 25 April 2016.[permanent dead link]