ସୁରେନ୍ଦ୍ର ମିଶ୍ର

ଭାରତୀୟ ଓଡ଼ିଆ-ଭାଷୀ ଲେଖକ

ସୁରେନ୍ଦ୍ର ମିଶ୍ର (ଜନ୍ମ: ୦୨ ଫେବୃଆରୀ ୧୯୫୮), ଜଣେ ଓଡ଼ିଆ ଗାଳ୍ପିକ ।[୧] ୧୯୯୯ ମସିହାରେ ସେ ନିଜ କ୍ଷୁଦ୍ରଗଳ୍ପ ସଂକଳନ "ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ" ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ଲାଭ କରିଥିଲେ ।[୨] ସେ ଯାଜପୁର ଜିଲ୍ଲାର ବିରିପଟାଠାରେ ଜନ୍ମଗ୍ରହଣ କରିଥିଲେ ।

ସୁରେନ୍ଦ୍ର ମିଶ୍ର
ଜନ୍ମ ଓ ଜନ୍ମସ୍ଥାନ (1958-02-02) ୨ ଫେବୃଆରୀ ୧୯୫୮ (ବୟସ ୬୬)
ଜାତୀୟତାଭାରତୀୟ
ନାଗରିକତା ଭାରତୀୟ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର, ୧୯୯୯

ରଚନାବଳୀ ସମ୍ପାଦନା

  • ଯୁଦ୍ଧ ଓ ଅନ୍ୟାନ୍ୟ ଗଳ୍ପ - ୧୯୯୧
  • ନଦୀରୁ ଆକାଶ ପର୍ଯ୍ୟନ୍ତ - ୧୯୯୪[୩]
  • ପ୍ରତିବିମ୍ବ - ୧୯୯୭(ଅଗ୍ରଦୂତ)
  • ପଦାତିକ - ୨୦୦୧(ସୁବର୍ଣ୍ଣରେଖା)
  • ପଥ ବହୁଦୂର - ୨୦୧୫(ସୁବର୍ଣ୍ଣରେଖା)
  • ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ - ୧୯୯୮(ସ୍ୱର ସୁବର୍ଣ୍ଣରେଖା)[୪]

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର(ପଞ୍ଜୁରି ଓ ଅନ୍ୟାନ୍ୟ ଗଳ୍ପ) - ୧୯୯୯

ଆଧାର ସମ୍ପାଦନା

  1. Gopinath Mohanty; Jeeban Kumar Patnaik; Santosha Kumāra Ratha. Cultural Heritage of [Orissa]: Jajpur. State Level Vyasakabi Fakir Mohan Smruti Samsad.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Retrieved 24 December 2018.
  3. Kartik Chandra Dutt (1999). Who's who of Indian Writers, 1999: A-M. Sahitya Akademi. pp. 769–. ISBN 978-81-260-0873-5.
  4. "National Library of India". opac.nationallibrary.gov.in. Retrieved 27 December 2018.