ସତ୍ୟନାରାୟଣ ମହାନ୍ତି

ଭାରତୀୟ ଅନୁବାଦକ

ସତ୍ୟନାରାୟଣ ମହାନ୍ତି(୧୦ ଜାନୁଆରୀ ୧୯୩୦) ଜଣେ ଓଡ଼ିଆ କବି ଓ ଅନୁବାଦକ । ସେ ନିଜ ଅନୁବାଦଓଡ଼ିଆ ରାମଚରିତ ମାନସ' ନିମନ୍ତେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[] ପାଇଥିଲେ ।

ସତ୍ୟନାରାୟଣ ମହାନ୍ତି
ଜନ୍ମ ଓ ଜନ୍ମସ୍ଥାନ(1930-01-10)୧୦ ଜାନୁଆରୀ ୧୯୩୦
ଜଗନ୍ନାଥପୁର, ଭଦ୍ରକ ଜିଲ୍ଲା
ଭାଷାଓଡ଼ିଆ
ଜାତୀୟତାଭାରତୀୟ
ବିଷୟସାହିତ୍ୟିକ
ସାହିତ୍ୟ କୃତିଓଡ଼ିଆ ରାମଚରିତ ମାନସ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର
ସମ୍ପର୍କୀୟମୁକୁନ୍ଦ ଚରଣ ମହାନ୍ତି (ପିତା)

ପ୍ରାରମ୍ଭିକ ଜୀବନ

ସମ୍ପାଦନା

ସତ୍ୟନାରାୟଣ ଭଦ୍ରକ ଜିଲ୍ଲାର ଜଗନ୍ନାଥପୁର ଠାରେ ଜନ୍ମଗ୍ରହଣ କରିଥିଲେ[] । ରାମାୟଣ ସଂପର୍କରେ ସେ ଏକାଧିକ ଅନୁଶୀଳନାତ୍ମକ ଗ୍ରନ୍ଥ ରଚନା କରିଛନ୍ତି

ସାହିତ୍ୟ ରଚନା

ସମ୍ପାଦନା

ସେ ତୁଳସୀ ଦାସଙ୍କ ରାମଚରିତ ମାନସର "ସୁନ୍ଦରା କାଣ୍ଡ"କୁ ନେଇ ସୁନ୍ଦରା କାଣ୍ଡର ସୁନ୍ଦରତା ନାମକ ଏକ ପୁସ୍ତକ ରଚନା କରିଥିଲେ ।

ରଚନାବଳୀ

ସମ୍ପାଦନା
  • ସୁନ୍ଦରା କାଣ୍ଡର ସୁନ୍ଦରତା (୧୯୯୨)
  • ମନ୍ତ୍ରେ ବଶତି ଦେବତା ୧ମ (୨୦୦୦)
  • ଏକାଦଶ ଅବତାର (କବିତା)[]
  • ଯୁଗେଯୁଗେ ହନୁମାନ
  • ହନୁମାନ ଉପାସନା ଧାରା
  • ରାମସ୍ତୁ ଭଗବାନ ସ୍ୱୟଂ
  • ଗାୟତ୍ରୀ ପଞ୍ଚାଙ୍ଗ
  • ମାନସ ମନ୍ଦାକିନୀ
  • ହସ୍ତ ସମୁଦ୍ର

ସମ୍ମାନ ଓ ପୁରସ୍କାର

ସମ୍ପାଦନା
  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର 'ଓଡ଼ିଆ ରାମଚରିତ ମାନସ' ପାଇଁ ୧୯୯୫ ମସିହା ପାଇଁ[]
  1. http://odishasahityaakademi.org/English/sahitya-award7.php
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୧୨). ଓଡ଼ିଆ ଚରିତ କୋଷ, ୪ର୍ଥ ଭାଗ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୬୫୫.
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (୩ୟ ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର୍. pp. ୫୧୦, ୮୮୨. ISBN 81-7400-331-2.
  4. ସିଂହ, ବିଜୟାନନ୍ଦ (୨୦୦୪). ଓଡ଼ିଆ ଲେଖକ ପରିଚୟ, ୧୮୫୦ ମସିହା ପରବର୍ତ୍ତୀ. ଭୁବନେଶ୍ୱର: ଓଡ଼ିଶା ସାହିତ୍ୟ ଏକାଡ଼େମୀ. pp. ୨୬୬. ISBN 81-7586-097-9.