ସୁଧାକର ନନ୍ଦ

ଓଡ଼ିଆ ନାଟ୍ୟକାର

ସୁଧାକର ନନ୍ଦ ଜଣେ ଓଡ଼ିଆ ଲେଖକ, ନାଟ୍ୟକାର ତଥା ରାଜନେତା, ଯିଏକି ୨୦୦୬ ମସିହାରେ ତାଙ୍କ ରଚିତ ପୁସ୍ତକ ସମ୍ଭବାମି ଯୁଗେ ଯୁଗେ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର[୧] ଓ ୨୦୧୯ ମସିହାରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଥିଲେ । ତାଙ୍କ ରଚିତ ନାଟକଗୁଡ଼ିକ ଅଲ୍ ଇଣ୍ଡିଆ ରେଡିଓଦ୍ୱାରା ପ୍ରସାରିତ ହୋଇଛି ।

ସୁଧାକର ନନ୍ଦ
ବୃତ୍ତି
  • ଲେଖକ
  • ନାଟ୍ୟକାର
  • ରାଜନେତା
ଭାଷାଓଡ଼ିଆ
ନାଗରିକତାଭାରତୀୟ
ସାହିତ୍ୟ କୃତିସମ୍ଭବାମି ଯୁଗେ ଯୁଗେ
ପୁରସ୍କାରଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ନାଟକ ଏକାଙ୍କିକା), ୨୦୦୬

ରଚନାବଳୀ ସମ୍ପାଦନା

  • ସମ୍ଭବାମି ଯୁଗେ ଯୁଗେ[୨][୩]
  • ସମୟ କଷଟିରେ ମୋ ଜୀବନ[୪][୫]

ସମ୍ମାନ ଓ ପୁରସ୍କାର ସମ୍ପାଦନା

ଆଧାର ସମ୍ପାଦନା

  1. ୧.୦ ୧.୧ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". ଓଡ଼ିଶା ସାହିତ୍ୟ ଏକାଡେମୀ. Archived from the original on 12 January 2024. Retrieved 16 April 2024.
  2. "ODISHA REFERENCE ANNUAL - 2011" (PDF). ODISHA REFERENCE: 95. Retrieved 10 April 2024.
  3. "ODISHA REFERENCE ANNUAL - 2005" (PDF). ODISHA REFERENCE: 631. Retrieved 10 April 2024.
  4. Ray, Pramod Kumar (2021-04-05). "ସୁଧାକର ନନ୍ଦଙ୍କ 'ସମୟ କଷଟିରେ ମୋ ଜୀବନ' ଲୋକାର୍ପିତ". Odiapua.com (in ଆମେରିକୀୟ ଇଂରାଜୀ). Retrieved 2024-04-16.
  5. "ନାଟ୍ୟକାର ସୁଧାକର ନନ୍ଦଙ୍କ ଆତ୍ମଜୀବନୀ ପୁସ୍ତକ ଉନ୍ମୋଚିତ". Sambad (in ଆମେରିକୀୟ ଇଂରାଜୀ). 2021-04-05. Retrieved 2024-04-16.
  6. "ନାଟ୍ୟକାର ସୁଧାକର ନନ୍ଦ ଓ ନାଟ୍ୟଶ୍ରୀ ନିର୍ମଳ ରାଉତ ପାଇବେ ଓଡ଼ିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର". ବାଘୁଆବାର୍ତ୍ତା (in ଆମେରିକୀୟ ଇଂରାଜୀ). Retrieved 2024-04-16.