ମନସ୍ୱିନୀ ଦାଶ

ଓଡ଼ିଆ ସାହିତ୍ୟିକ

ମନସ୍ୱିନୀ ଦାଶ ଜଣେ ଓଡ଼ିଆ ସାହିତ୍ୟିକା । ୨୦୦୯ ମସିହାରେ ସେ ଶିଶୁ ସାହିତ୍ୟରେ ତାଙ୍କ ପୁସ୍ତକ ଅକଲ ମକଲ ଟକଲ ଟିଆଁ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧][୨][୩]

ମନସ୍ୱିନୀ ଦାଶ
Nationalityଭାରତୀୟ
Awardsଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୯

ସମ୍ମାନ ଓ ପୁରସ୍କାର ସମ୍ପାଦନା

  • ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) - ୨୦୦୯ (ଅକଲ ମକଲ ଟକଲ ଟିଆଁ ପୁସ୍ତକ ପାଇଁ)
  • ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ଲେଖକ ସମ୍ମାନ (ଓଡ଼ିଶା ବିଜ୍ଞାନ ଏକାଡେମୀଦ୍ୱାରା ପ୍ରଦତ୍ତ) - ୨୦୦୯ (ଜାଣିବାକୁ ଲୋଡ଼ା ମନଟିଏ ପୁସ୍ତକ ପାଇଁ)[୪]

ଆଧାର ସମ୍ପାଦନା

  1. "ODISHA SAHITYA ACADEMY AWARDED BOOKS AND WRITERS" (PDF). ODISHA REFERENCE ANNUAL - 2014: 109. Retrieved 27 March 2021.
  2. "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Akademi. Retrieved 27 March 2021.
  3. "State Sahitya Akademi awards announced". The Times of India (in ଇଂରାଜୀ). 2 January 2013. Retrieved 27 March 2021.
  4. "Pranakrushna Parija Popular Science Award". www.orissabigyanacademy.nic.in/. ଓଡ଼ିଶା ବିଜ୍ଞାନ ଏକାଡ଼େମୀ. Archived from the original on 28 March 2021. Retrieved 28 March 2021.