ମନସ୍ୱିନୀ ଦାଶ
ଓଡ଼ିଆ ସାହିତ୍ୟିକ
ମନସ୍ୱିନୀ ଦାଶ ଜଣେ ଓଡ଼ିଆ ସାହିତ୍ୟିକା । ୨୦୦୯ ମସିହାରେ ସେ ଶିଶୁ ସାହିତ୍ୟରେ ତାଙ୍କ ପୁସ୍ତକ ଅକଲ ମକଲ ଟକଲ ଟିଆଁ ପାଇଁ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ ।[୧][୨][୩]
ମନସ୍ୱିନୀ ଦାଶ | |
---|---|
ଜାତୀୟତା | ଭାରତୀୟ |
ପୁରସ୍କାର | ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର - ୨୦୦୯ |
ପ୍ରକାଶିତ ରଚନାବଳୀ
- ଭିଜା ମାଟିର ବାସ୍ନା (କବିତା) ୨୦୨୪, ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ୱର
- ପୁନଶ୍ଚ
- ଜଳଖିଆ ଗଛ (ଅନୁବାଦ ଶିଶୁସାହିତ୍ୟ) ମୂଳ: ମ୍ୟାରୀ ଆନ୍ ସେନଗୁପ୍ତ, ଫ୍ରକାଶକ - ଜାତୀୟ ପୁସ୍ତକ ନ୍ୟାସ, ନୂଆଦିଲ୍ଲୀ
- ନିଜ ପାଇଁ ଭାବିଲା ବେଳେ (ଗଳ୍ପ) ୨୦୨୩, ପଶ୍ଚିମା ପବ୍ଲିକେଶନ, ଭୁବନେଶ୍ୱର
- ଏବଂ ପ୍ରଥମା ୨୦୧୧
ସମ୍ମାନ ଓ ପୁରସ୍କାର
ସମ୍ପାଦନା- ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର (ଶିଶୁ ସାହିତ୍ୟ) - ୨୦୦୯ (ଅକଲ ମକଲ ଟକଲ ଟିଆଁ ପୁସ୍ତକ ପାଇଁ)
- ପ୍ରାଣକୃଷ୍ଣ ପରିଜା ଲୋକପ୍ରିୟ ବିଜ୍ଞାନ ଲେଖକ ସମ୍ମାନ (ଓଡ଼ିଶା ବିଜ୍ଞାନ ଏକାଡେମୀଦ୍ୱାରା ପ୍ରଦତ୍ତ) - ୨୦୦୯ (ଜାଣିବାକୁ ଲୋଡ଼ା ମନଟିଏ ପୁସ୍ତକ ପାଇଁ)[୪]
ଆଧାର
ସମ୍ପାଦନା- ↑ "ODISHA SAHITYA ACADEMY AWARDED BOOKS AND WRITERS" (PDF). ODISHA REFERENCE ANNUAL - 2014: 109. Archived from the original (PDF) on 25 October 2020. Retrieved 27 March 2021.
- ↑ "ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କୃତ ପୁସ୍ତକ ଓ ଲେଖକ". odishasahityaakademi.org. Odisha Sahitya Akademi. Retrieved 27 March 2021.
- ↑ "State Sahitya Akademi awards announced". The Times of India (in ଇଂରାଜୀ). 2 January 2013. Retrieved 27 March 2021.
- ↑ "Pranakrushna Parija Popular Science Award". www.orissabigyanacademy.nic.in/. ଓଡ଼ିଶା ବିଜ୍ଞାନ ଏକାଡ଼େମୀ. Archived from the original on 28 March 2021. Retrieved 28 March 2021.